Odia News Portal
Monthly Archives

July 2020

ଏହି କାରଣରୁ କମିଲା ମଦ ଦର

ଭୁବନେଶ୍ବର() ମଦୁଆଙ୍କ ପାଇଁ ଖୁସି ଖବର । ଆଜିଠାରୁ ରାଜ୍ୟରେ ମଦ ଦର ୩୫% କମିଛି ।ସ୍ୱତନ୍ତ୍ର କୋଭିଡ ଫିକୁ ୫୦%ରୁ ୧୫%କୁ କମାଇଛି ଅବକାରୀ ବିଭାଗ । ଏଣିକି ସର୍ବାଧିକ ଖୁଚୁରା ଦର ଉପରେ ୧୫% କୋଭିଡ ଫି ନେବେ ରାଜ୍ୟ ସରକାର । ପଡୋଶୀ ରାଜ୍ୟଗୁଡିକରେ ମଦ ଦର କମ୍ ଥିବାରୁ ରାଜ୍ୟ ସରକାର ଏପରି…

ଏନକାଉଣ୍ଟରରେ ଗ୍ୟାଙ୍ଗଷ୍ଟର ବିକାଶ ଦୁବେ ନିହତ

ଉତରପ୍ରଦେଶ ପୋଲିସ ଏନକାଉଣ୍ଟରରେ ଦୁର୍ଦାନ୍ତ ଅପରାଧୀ ବିକାଶ ଦୁବେ ନିହତ । ପୋଲିସ ଗୁଳିରେ ବିକାଶର ମୃତ୍ୟୁ ହୋଇଥିବା ପୋଲିସ ଅଧିକାରୀ ସୂଚନା ଦେଇଛନ୍ତି । ଏନକାଉଁଟର ପରେ ବିକାଶକୁ ହସ୍ପିଟାଲରେ ଭର୍ତି କରାଯାଇଥିଲା । କିନ୍ତୁ ମେଡିକାଲରେ ଡାକ୍ତର ତାକୁ ମୃତ ଘୋଷଣା କରିଛନ୍ତି । ଉତରପ୍ରଦେଶ…

ତିନି ଦିନ ବିଧାନସଭା ସଟଡାଉନ

ଭୁବନେଶ୍ୱର() ବିଧାନସଭାରେ କାମ କରୁଥିବା ଜଣେ କର୍ମଚାରୀଙ୍କ ସମ୍ପର୍କୀୟ କରୋନାରେ ଆକ୍ରାନ୍ତ ହୋଇଛନ୍ତି । ଫଳରେ ବିଧାନସଭାରେ କାର୍ଯ୍ୟରତ ଅନ୍ୟ କର୍ମଚାରୀଙ୍କ ପ୍ରତି କରୋନା ବିପଦ ରହିଛି । ଏହାକୁ ଆଖି ଆଗରେ ରଖି ବାଚସ୍ପତି ସୂର୍ଯ୍ୟନାରାୟଣ ପାତ୍ର ବିଧାନସଭାକୁ ସଟଡାଉନ କରିଛନ୍ତି ।  ଆଜି…

ଆଜି ଆଉ ୪ ମୁଣ୍ଡ ନେଲା କରୋନା, ଜାଣନ୍ତୁ ମୃତକଙ୍କ ତଥ୍ୟ

ଭୁବନେଶ୍ୱର() ରାଜ୍ୟରେ ଆଜି ୭୫୫ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଆଉ ୪ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି । ମୃତ୍ୟୁ ହୋଇଥିବା ୪ ଆକ୍ରାନ୍ତ ଗଞ୍ଜାମ ଜିଲ୍ଲାର ହୋଇଥିବା ସୂଚନା ମିଳିଛି । ମୃତକଙ୍କ ବୟସ ଯଥାକ୍ରମେ ୪୧,୫୮,୪୮ ଓ ୩୨ । ଗଞ୍ଜାମ ଜିଲ୍ଲାରେ କରୋନା ଜନିତ ମୃତ୍ୟୁ ସଂଖ୍ୟା…

ଆଜି ରେକର୍ଡ଼ ସଂଖ୍ୟକ ୭୫୫ କରୋନା ପଜିଟିଭ, ୨୪୭ ଲୋକାଲ କେସ

ଭୁବନେଶ୍ୱର()ରାଜ୍ୟରେ ଆଜି ରେକର୍ଡ଼ ସଂଖ୍ୟକ ୭୫୫ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରୁ ସଙ୍ଗରୋଧରୁ ୫୦୮ ଓ ସ୍ଥାନୀୟ ଅଞ୍ଚଳରୁ ୨୪୭ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏହାସହ ଓଡ଼ିଶାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୧୯୫୬କୁ ବୃଦ୍ଧି…

କରୋନା ଯୋଗୁଁ ହତାଶ ହୋଇପଡିଲେଣି ବହୁ ଯୁବ ନେତା

ଭୁବନେଶ୍ୱର : କରୋନା ମହାମାରୀ ଯୋଗୁଁ ରାଜ୍ୟର ଯୁବନେତାମାନେ ଏବେ ହତାଶ । ନିଜ ନିଜର ଭବିଷ୍ୟତକୁ ନେଇ ଏକ ପ୍ରକାର ସନ୍ଦିହାନ ହୋଇପଡିଲେଣି । ଶାସକଦଳ ଠାରୁ ଆରମ୍ଭ କରି ପ୍ରାୟ ସବୁ ଦଳରେ ସୁନେଲି ଭବିଷ୍ୟତ ଦେଖୁଥିବା ଯୁବନେତାମାନଙ୍କର ଏଭଳି ଅବସ୍ଥା । ଏପରିକି କେତେକ ରାଜନୀତି ମଇଦାନରୁ…

ଆଜି ଆପଣଙ୍କ ରାଶି କଣ କହୁଛି ଆସନ୍ତୁ ଜାଣିବା

ମେଷ ଶୁକ୍ର ଓ ଚନ୍ଦ୍ର ଧନ ଏବଂ ଲାଭଭାବସ୍ଥ ହେତୁ ଆର୍ଥିକ ଉନ୍ନତି ସହ ମାନସିକ ସ୍ଥିତି ଭଲ ରହିବ। ପୂର୍ବ ପରିକଳ୍ପିତ ନୂଆଁ କରି କାମଟିଏ ଆରମ୍ଭ କରିବାକୁ ମନ ବଳାଇବେ। ଆଲୋଚନା ପରିସର, ସଭାସମିତିରେ, କଳା-ସାହିତ୍ୟରେ, ଗବେଷଣା କାର୍ଯ୍ୟରୁ ପ୍ରଶଂସିତ ହେବେ। ଯାତ୍ରା, ବ୍ୟବସାୟ,…

କରୋନା ସମୟରେ ଡାକ୍ତରଙ୍କୁ ଆକ୍ରମଣ ଉଦ୍ୟମ

ଖୋର୍ଦ୍ଧା : କରୋନା ସମୟରେ ଡାକ୍ତରଙ୍କୁ ଆକ୍ରମଣ ଉଦ୍ୟମ। ଖୋର୍ଦ୍ଧା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଶଲ୍ୟ ବିଭାଗରେ ଘଟିଛି ଏଭଳି ଘଟଣା। ଦୁଇ ଜଣ ଡାକ୍ତର ରୋଗୀ ସେବା ସମୟରେ ଜଣେ ଯୁବକ ପିଭିସ ପାଇପ ଉଠାଇ ଡାକ୍ତରଙ୍କୁ ମାରିବାକୁ ଉଦ୍ୟମ ସହ ଗାଳିଗୁଲଜ କରିଛନ୍ତି । ସିସିଟିଭି ଫୁଟେଜକୁ…

ଦୁର୍ଗମ ଅଂଚଳରେ ବିକାଶ ପାଇଁ ଆହ୍ୱାନ କଲା ‘ପ୍ରହର’

ଭୁବନେଶ୍ୱର : ଅସହାୟ ଲୋକଙ୍କ ସମସ୍ୟାର ନିଦାନ ପାଇଁ ସମର୍ପିତ ଏକ ଅଣ-ସରକାରୀ ସଂସ୍ଥା, ପ୍ରହର (ପବ୍ଲିକ୍ ରେସ୍ପନ୍ସ ଏଗେନେଷ୍ଟ ହେଲ୍ପଲେସନେସ୍ ଏଣ୍ଡ ଏକସନ୍ ଫର୍ ରିଡ୍ରେସାଲ) ଦୁର୍ଗମ ଅଂଚଳରେ କୋଭିଡ-୧୯ ବ୍ୟପକତା ପାଇଁ ପ୍ରଭାବିତ ହୋଇଥିବା ଶ୍ରମିକଙ୍କୁ ଆଶ୍ୱାସନା ଦେବାପାଇଁ ଓ୍ୟୌଦ୍ୟୋଗିକ…

ଖସିଲା ମଦ ଉପରେ ଲାଗୁଥିବା ସ୍ୱତନ୍ତ୍ର କୋଭିଡ ଶୁଳ୍କ

ଭୁବନେଶ୍ୱର : ଖସିଲା ମଦ ଉପରେ ଲାଗୁଥିବା ସ୍ୱତନ୍ତ୍ର କୋଭିଡ ଶୁଳ୍କ । ଏବେ ୫୦% ନୁହେଁ, ୧୫% ଶୁଳ୍କରେ ମିଳିବ ମଦ । ଅନ୍ୟ ପଡୋଶୀ ରାଜ୍ୟର ଅତିରିକ୍ତ ଶୁଳ୍କକୁ ଦେଖି ନିଷ୍ପତ୍ତି ନିଆଯାଇଥିବା ସୂଚନା ମିଳିଛି । ଏବେ ଅତିରିକ୍ତ ୫୦% ନୁହେଁ, ୧୫% ଶୁଳ୍କରେ ମିଳିବ ମଦ । ମଦ ଉପରେ ଅତିରିକ୍ତ…