ନଦୀକୁ ଡେଇଁ ମା’-ଝିଅଙ୍କ ଆତ୍ମହତ୍ୟା ଉଦ୍ୟମ
କଟକ : ତ୍ରିଶୂଳୀୟା ବ୍ରିଜ୍ ଉପରୁ ନଦୀକୁ ଡେଇଁ ମା’-ଝିଅଙ୍କ ଆତ୍ମହତ୍ୟା ଉଦ୍ୟମ। ବ୍ରିଜ୍ ଉପରେ ସ୍କୁଟି ରଖି କିଛି ସମୟ କଥା ହେବା ପରେ ମା’-ଝିଅ ନଦୀକୁ ଡେଇଁ ପଡିଥିଲେ। ଘଟଣା ଘଟିବା ପରେ ସ୍ଥାନୀୟ ପୋଲିସ ଓ ଅଗ୍ନିଶମ ବାହିନୀ ପହଞ୍ଚି ଉଦ୍ଧାରକାର୍ଯ୍ୟ ଜାରି ରଖିଥିଲେ। ଦୀର୍ଘ ଏକ ଘଣ୍ଟାରୁ…