ବିଡିଏ ଓ ବିଏମ୍ସି ପରେ ଏବେ ଏବେ ଆରଟିଓ – ୧ରେ ପଶିଲା କରୋନା
ଭୁବନେଶ୍ୱର : ରାଜଧାନୀର ବିଭିନ୍ନ ସରକାରୀ କାର୍ଯ୍ୟାଳୟରେ ବଢ଼ିଚାଲିଛି କରୋନା ଆକ୍ରାନ୍ତଙ୍କ ସଂଖ୍ୟା । ବିଡିଏ ଓ ବିଏମ୍ସି ପରେ ଏବେ ଏବେ ଆରଟିଓ-୧ରେ ପଶିଛି କରୋନା । ଆରଟିଓ-୧ର ୪ ଜଣ କରୋନା ଯୋଦ୍ଧା ସଂକ୍ରମିତ ହୋଇଥିବା ଜଣାଯାଇଛି । କରୋନା ସଂକ୍ରମଣକୁ ଆଖି ଆଗରେ ରଖି ଆରଟିଓ-୧କୁ ଆସନ୍ତା…