Odia News Portal
Monthly Archives

July 2020

ଶୁଭିଲାନି ବୋଲବୋମ୍ ହରେ ହରେ ବମ୍ ଜଟିଆ ବାବା ପାର୍ କରେଗା

ଚଣ୍ଡିଖୋଲ : କାଲି ଗଲା ଶ୍ରାବଣ ମାସର ପ୍ରଥମ ସୋମବାର । ଏହି ଅବସରରେ କାଉଡ଼ିଆମାନେ ଓଡ଼ିଶାର ବିଭିନ୍ନ ପ୍ରାନ୍ତରୁ ଜଳାଭିଷେକ କରିବା ପାଇଁ ଶୈବ ପୀଠମାନଙ୍କୁ ଆସିଥାନ୍ତି । ଏହି ଅବସରରେ ରାସ୍ତାରେ ହଜାର ହଜାର ସଂଖ୍ୟାରେ କାଉଡ଼ିଆମାନେ ବୋଲବୋମ୍ ହରେ ହରେ ବମ୍ ଜଟିଆ ବାବା ପାର୍ କରେଗା ଡ଼ାକା…

ଓଡ଼ିଶାରେ ୪ ପ୍ରକାର କରୋନା ଭାଇରସ

ଭୁବନେଶ୍ୱର() ଭାରତରେ ୪ଟି ଗ୍ରୁପର ଭାଇରସ ଟ୍ରେଣ୍ଡ ଥିବାବେଳେ ଓଡ଼ିଶାରେ ମଧ୍ୟ ୪ ପ୍ରକାର । ରାଜ୍ୟରେ କରୋନା ଭାଇରସ ଜେନେଟିକ ଷ୍ଟଡି ପ୍ରସଙ୍ଗରେ ଏହି ସୂଚନା ଦେଇଛନ୍ତି ଆଇଏଲଏସ ନିଦେ୍ର୍ଧଶକ ଅଜୟ ପରିଡ଼ା । ତାଙ୍କ ସୂଚନା ଅନୁଯାୟୀ ନିର୍ଦ୍ଧିଷ୍ଟ ଜିନକୁ ନେଇ ବିଶେଷଜ୍ଞ ଗବେଷଣା କରୁଛନ୍ତି ।…

ସାମାଜି ଦୁରତା ମାନୁ ନାହାଁନ୍ତି ଅମାନିଆ ଗ୍ରାହକ

ଚଣ୍ଡିଖୋଲ : ସମଗ୍ର ବିଶ୍ୱରେ ନିଜର କାୟା ବିସ୍ତାର କରି ଚାଲିଥିବା ମହାମାରୀ କରୋନା ସଂକ୍ରମଣରୁ ଜନସାଧାରଣଙ୍କୁ ସୁରକ୍ଷା ଦେବା ପାଇଁ ରାଜ୍ୟ ସରକାର, କେନ୍ଦ୍ରସରକାର, ଜିଲା ପ୍ରଶାସନ ଓ ସ୍ଥାନୀୟ ବ୍ଲକ୍ ପ୍ରଶାସନ ତରଫରୁ ବିଭିନ୍ନ କଟକଣା ଓ ସଚେତନତା କାର୍ଯ୍ୟକ୍ରମ କରାଯାଉଛି । ମାତ୍ର କେତେକେ…

ସିଏମସିରୁ ୫ ପଜିଟିଭ

ଭୁବନେଶ୍ୱର() ଆଜି ଚିହ୍ନଟ ୫୭୧ ଜଣଙ୍କ ମଧ୍ୟରୁ କଟକ ଜିଲ୍ଲାରେ ୨୯ ଜଣ ଚିହ୍ନଟ ହୋଇଛନ୍ତି । ସମ୍ପୃକ୍ତ ନୂଆ ୨୯ ଜଣଙ୍କ ମଧ୍ୟରୁ ସିଏମସି ଅଧୀନରେ ୫ ଜଣ ଚିହ୍ନଟ ହୋଇଛନ୍ତି । ଟାଙ୍ଗୀରୁ ଜଣେ ଚିହ୍ନଟ ହୋଇଥିବାବେଳେ ସଦର ଜଣେ, ବାଙ୍କୀ ୧୨ ଓ ବଡ଼ମ୍ବାରୁ ୫ ଜଣ ଚିହ୍ନଟ ହୋଇଛନ୍ତି । ଏହାଛଡ଼ା…

କରୋନାରେ ଆଉ ୪ ଜଣଙ୍କ ମୃତ୍ୟୁ, ଜାଣନ୍ତୁ ମୃତକଙ୍କ ତଥ୍ୟ

ଭୁବନେଶ୍ୱର() ଆଜି ଗୋଟିଏ ଦିନରେ ସର୍ବାଧିକ ୫୭୧ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ୪ ଜଣଙ୍କର ମୃତ୍ୟୁ ଘଟିଛି । ମୃତକଙ୍କ ମଧ୍ୟରୁ ୩ ଜଣ ଗଞ୍ଜାମର ହୋଇଥିବା ବେଳେ ଜଣେ କଟକର ବୋଲି ଜଣାପଡିଛି । ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ତେବେ…

ଆଉ ୫୭୧ କରୋନା ଆକ୍ରାନ୍ତ ଚିହ୍ନଟ, ୧୬୮ ଲୋକାଲ କେସ

ଭୁବନେଶ୍ୱର() ରାଜ୍ୟରେ ଆଜି ନୂଆ ୫୭୧ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ କ୍ୱାରେଣ୍ଟାଇନ ସେଣ୍ଟରରରୁ ୪୦୩ ଚିହ୍ନଟ ହୋଇଥିବା ବେଳେ ସ୍ଥାନୀୟ ଅଞ୍ଚଳରୁ ୧୬୮ ଜଣ ଚିହ୍ନଟ ହୋଇଛନ୍ତି । ଏହି କ୍ରମରେ ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୦,୦୯୭କୁ ବୃଦ୍ଧି ପାଇଛି ।…

ସଂକ୍ରମିତଙ୍କ ସଂଖ୍ୟା ୭ ଲକ୍ଷ ପାର

ନୂଆଦିଲ୍ଲୀ() ଭାରତରେ ଦିନକୁ ଦିନ ନିଜର କାୟା ବିସ୍ତାର କରିବାରେ ଲାଗିଛି କରୋନା ଭାଇରସ୍ । ଏହାରି ଭିତରେ ସଂକ୍ରମିତଙ୍କ ସଂଖ୍ୟା ପାର କଲାଣି ୭ ଲକ୍ଷ । ଗତ ୨୪ ଘଣ୍ଟାରେ ୨୨ ହଜାର ୨୫୨ ନୂଆ ପଜିଟିଭ୍‌ ଚିହ୍ନଟ ହୋଇଥିବା ବେଳେ ୪୬୭ ଜଣଙ୍କ ମୃତ୍ୟୁ ହୋଇଛି । ନୂଆ ପଜିଟିଭ୍‌କୁ ମିଶାଇ ଦେଶରେ…

ମନ୍ତ୍ରୀମଣ୍ଡଳରେ ସ୍ଥାନ ପାଇବାପାଇଁ ଜିଲ୍ଲାରେ କସରତ ଆରମ୍ଭ

କେନ୍ଦ୍ରାପଡା : ସୁରୁଖୁରୁରେ ଘୋଷଯାତ୍ରା ସରିବାପରେ ଏବେ ମବୀମଣ୍ଡଳ ଅଦଳ ବଦଳକୁ ନେଇ ରାଜ୍ୟରେ ଚର୍ଚ୍ଚା ଜୋର ଧରିଥିବାବେଳେ ଏହାକୁ ନେଇ କେନ୍ଦ୍ରାପଡା ରାଜନୀତି ସରଗରମ ହୋଇଛି । ବିଶେଷକରି ମନ୍ତ୍ରୀବିହୀନ ଥିବା ଏହି ଜିଲ୍ଲାରୁ କିଏ ମନ୍ତ୍ରୀମଣ୍ଡଳରେ ସ୍ଥାନ ପାଇବ ତାହାକୁ ନେଇ ଛକାପଞ୍ଝା ଓ…

ଘଣ୍ଟାଏ ଭିତରେ ଆସିବ ରିପୋର୍ଟ

କଟକ : ଆଜିଠୁ ରାଜ୍ୟରେ କୋଭିଡ ପରୀକ୍ଷଣ ପାଇଁ ଆଣ୍ଟିଜେନ ଭିତ୍ତିକ ଟେଷ୍ଟିଂ କରାଯିବ। ଆଣ୍ଟିବଡି ପରେ ଏବେ ଆଣ୍ଟିଜେନ ଟେଷ୍ଟିଂ କରାଯିବ। କଟକର ୩ଟି ସରକାରୀ ମେଡିକାଲରେ ହେବ ଆଣ୍ଟିଜେନ୍‌ ଟେଷ୍ଟ । ପ୍ରଥମ ପର୍ଯ୍ୟାୟରେ ଏସସିବିକୁ ଗୁରୁତ୍ୱ ଦିଆଯିବ । ୫ ହଜାର କିଟ୍‌କୁ ନେଇ କୋଭିଡ ପରୀକ୍ଷା…

ଆଜି ଆପଣଙ୍କ ରାଶି କଣ କହୁଛି ଆସନ୍ତୁ ଜାଣିବା

ମେଷ ଆଜି ଚତୁର୍ଥଭାବ ଚନ୍ଦ୍ର ଦୃଷ୍ଟ ଯୋଗୁଁ ଆପଣଙ୍କୁ ବନ୍ଧୁମାନଙ୍କ ସହ ଆକସ୍ମିକ ଯାତ୍ରା କରିବାର ସୁବିଧା ମିଳିବ। ପଡୋଶୀଙ୍କ ପରାମର୍ଶ କ୍ରମେ ସକାଳୁ ସକାଳୁ ଅର୍ଥ ସମ୍ପର୍କୀୟ ସମସ୍ୟାକୁ ସୁଧାରି ନେବାର ପ୍ରଯନତ୍ କରିବେ। ଦିନ ମଧ୍ୟରେ ବିଶେଷ ଭ୍ରମଣ ଜନିତ ଶାରିରୀକ କ୍ଳାନ୍ତି ଓ ଅବସାଦ…