କାଲି ଲଞ୍ଚ୍ ହେବ ସୁଶାନ୍ତଙ୍କ ଶେଷ ଫିଲ୍ମ ‘ଦିଲ ବେଚାରା’ର ଟ୍ରେଲର
ସୁଶାନ୍ତ ସିଂହ ରାଜପୁତଙ୍କ ଶେଷ ଫିଲ୍ମ ‘ଦିଲ ବେଚାରା’ର ଟ୍ରେଲର ଆସନ୍ତାକାଲି ରିଲିଜ୍ ହେବାକୁ ଯାଉଛି। ଏହି ଫିଲ୍ମକୁ ନେଇ ସୁଶାନ୍ତ ବେଶ୍ ଏକ୍ସାଇଟେଡ୍ ଥିଲେ। ଏହି ଫିଲ୍ମ ତାଙ୍କ ବେଷ୍ଟଫ୍ରେଣ୍ଡ ଓ କାଷ୍ଟିଂ ଡାଇରେକ୍ଟର ମୁକେଶ ଛାବଡ଼ାଙ୍କ ନିର୍ଦ୍ଦେଶିତ ପ୍ରଥମ ଫିଲ୍ମ ଥିଲା। ମାତ୍ର ଫିଲ୍ମ…