ତାପସୀ ପନ୍ନୁଙ୍କ ବିରୋଧରେ ସଙ୍ଗୀନ ଅଭିଯୋଗ ଆଣିଲେ କଙ୍ଗନା
ସୁଶାନ୍ତ ସିଂହ ରାଜପୁତଙ୍କ ଆତ୍ମହତ୍ୟା ପରେ କଙ୍ଗନା ରାଣାଓ୍ଵତ ସୋସିଆଲ ମିଡିଆରେ ଅଧିକ ଆକ୍ଟିଭ୍ ହୋଇଯାଇଛନ୍ତି। ପୂର୍ବରୁ ମୁଭି ମାଫିଆଙ୍କ ଉପରେ ବର୍ଷିଥିବା କଙ୍ଗନା ଏବେ ତାପସୀଙ୍କୁ ସେହି ମାଫିଆଙ୍କ ଚାମ୍ଚା କହିଛନ୍ତି। କଙ୍ଗନା ରାଣାଓ୍ଵତଙ୍କ ସୋସିଆଲ ମିଡିଆ ଟିମ୍ ଶନିବାର ତାପସୀ…