Odia News Portal
Monthly Archives

August 2020

ଓଡ଼ିଶାର ଏହି ଜିଲ୍ଲାରେ ରହିଛି ବିଶ୍ଵର ତୃତୀୟ ବଡ଼ ଗଣେଶ ପ୍ରତିମା

ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡ଼ର ବସ୍ତରକୁ ଆଦିମ ସଭ୍ୟତାର ଗଡ଼ ବୋଲି କୁହାଯାଇଥାଏ । ଏଠାରେ କେଉଁ କାଳରୁ ଉମା ମହେଶ୍ୱର ଉପାସକ ରହିଛନ୍ତି । ସେଥିପାଇଁ ଶିବ, ପାର୍ବତୀ,ଗଣେଶ, କାର୍ତିକ, ନନ୍ଦି ଏବଂ ନାଗରାଜଙ୍କ ମୂର୍ତ୍ତି ସବୁଠୁ ଅଧିକ ଏହି ଅଞ୍ଚଳରେ ଦେଖିବାକୁ ମିଳେ। ଶିବ…

ଭୁବନେଶ୍ୱରରୁ ଆଉ ୩୮୬ କରୋନା ପଜିଟିଭ, ୨୦୩ ଲୋକାଲ କେସ

ଭୁବନେଶ୍ୱର() ଆଜି ଭୁବନେଶ୍ୱରରୁ ୩୮୬ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତିି । ସେମାନଙ୍କ ମଧ୍ୟରୁ କ୍ୱାରେଣ୍ଟାଇନ ସେଣ୍ଟରରୁ ୧୮୩ ଓ ସ୍ଥାନୀୟ ଅଞ୍ଚଳରୁ ୨୦୩ଜଣ ଚିହ୍ନଟ ହୋଇଛନ୍ତି । ଏହାସହ ଆଜି ୨୧୩ ଜଣ ସୁସ୍ଥ ମଧ୍ୟ ହୋଇଛନ୍ତି । ଏନେଇ ଭୁବନେଶ୍ୱର ମହାନଗର ନିଗମ ପକ୍ଷରୁ ସୂଚନା ମିଳିଛି ।…

ରାଜ୍ୟର ଷଷ୍ଠ ପ୍ଲାଜମା ବ୍ୟାଙ୍କ ଉଦଘାଟିତ

ଭୁବନେଶ୍ବର() କରୋନା ପାଇଁ କୌଣସି ଟୀକା ବା ଔଷଧ ବାହାରି ନଥିବାରୁ ପ୍ଲାଜମା ସହାୟତାରେ ରୋଗୀମାନଙ୍କର ଚିକିତ୍ସା କରାଯାଉଛି । ଏହାରି ମଧ୍ୟରେ କୋରାପୁଟରେ ରାଜ୍ୟର ଷଷ୍ଠ  ପ୍ଲାଜମା ବ୍ୟାଙ୍କ ଉଦଘାଟିତ ହୋଇଯାଇଛି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହାର ଉଦଘାଟନ କରିଛନ୍ତି । ଏହା ପୂର୍ବରୁ…

ରିୟାଙ୍କ ଓଡିଶା ଲିଙ୍କ ନେଇ ଡିଜିପିଙ୍କ ପ୍ରତିକ୍ରିୟା

ଭୁବନେଶ୍ୱର()  ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁ ମାମଲା ଦିନକୁ ଦିନ ଆହୁରୀ ଛନ୍ଦି ହେବାରେ ଲାଗିଛି । ସିବିଆଇ ଏହାର ଜୋରଦାର ତଦନ୍ତ ଚଳାଇଥିବା ବେଳେ ସୁଶାନ୍ତଙ୍କ ବାନ୍ଧବୀ ରିୟା ଚକ୍ରବର୍ତ୍ତୀଙ୍କ ଭୁବନେଶ୍ୱର ଡ୍ରଗ୍ସ ଲିଙ୍କ ଥିବା ଚର୍ଚ୍ଚା ଜୋର ଧରିଛି । ଏଭଳି ପରିସ୍ଥିତିରେ…

ନନ୍ଦନକାନନରେ ଗୋଲ୍ଡେନ୍‌ ପିଜାଣ୍ଟ ମୃତ

ଭୁବନେଶ୍ୱର : ନନ୍ଦନକାନନ ପ୍ରାଣୀ ଉଦ୍ୟାନ ପଥଚଲା ବିହଙ୍ଗ ସାରଣୀରେ ରହୁଥିବା ଏକ ମାଇ ଗୋଲ୍ଡେନ୍‌ ପିଜାଣ୍ଟର ମୃତ୍ୟୁ ହୋଇଛି । ଏହି ପକ୍ଷୀଟି ଦୀର୍ଘଦିନ ହେବ ଅଣ୍ଡକୋଷ ଓ ମଳଦ୍ୱାର ସଂକ୍ରମଣ ଜନିତ ରୋଗରେ ପୀଡ଼ିତ ଥିଲା। ଏହାର ମୃତ୍ୟୁ ପରେ ଏବେ ନନ୍ଦନକାନନରେ ୨୩ଟି ଗୋଲ୍ଡେନ ପିଜାଣ୍ଟ ପକ୍ଷୀ…

ଭିଜିଲାନ୍ସ କବଜାରେ ଗ୍ରାମ୍ୟ ରୋଜଗାର ସେବକ

ପୁରୀ : ଭିଜିଲାନ୍ସ କବଜାରେ ଗ୍ରାମ୍ୟ ରୋଜଗାର ସେବକ। ଛଇତନାର ଗ୍ରାମ୍ୟ ରୋଜଗାର ସେବକ ଗୋବିନ୍ଦ ଚନ୍ଦ୍ର ପରିଡାଙ୍କ ଘରେ ଚଢାଉ କରିଛି ଭିଜିଲାନ୍ସ ଟିମ୍ । ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ପୁରୀ ଭିଜିଲାନ୍ସ ଟିମ୍ ପକ୍ଷରୁ ଚଢାଉ କରାଯାଇଛି । ଗ୍ରାମ୍ୟ ରୋଜଗାର ସେବକ ଗୋବିନ୍ଦ…

ବିଦ୍ୟାଶ୍ରୀଙ୍କୁ ୭୦ଟି ପ୍ରଶ୍ନ

ଭୁବନେଶ୍ୱର()  ବହୁ ଚର୍ଚ୍ଚିତ ସମାଜସେବୀ ଆଦିତ୍ୟ ଦାଶ ମୃତୁ୍ୟ ମାମଲାରେ  ଆଜି କରାଯାଇଥିବା ଆଦିତ୍ୟଙ୍କ ପତ୍ନୀ ବିଦ୍ୟାଶ୍ରୀଙ୍କ ଲାଇ ଡିଟେକ୍ସନ ଟେଷ୍ଟ ଶେଷ ହୋଇଛି ।  ଭୁବନେଶ୍ୱର ଫରେନସିକ ଲ୍ୟାବରେ କରାଯାଇଥିବା ଟେଷ୍ଟ ସରିଛି ।  ପ୍ରାୟ ୫ ଘଣ୍ଟା ଧରି ଏହି ଟେଷ୍ଟ ଚାଲିଥିଲା ।  ଏହି…

୩ ନଦୀ ଉପରମୁହାଁ

ଭୁବନେଶ୍ୱର() ବନ୍ୟା ବିପଦ ଡାକି ଆଣିଛି ଲଗାଣ ବର୍ଷା । ସବୁ ନଦୀ ଉପରମୁହାଁ । ରାଜ୍ୟର ୩ଟି ବଡ଼ ନଦୀ ଏବେ ବିପଦସଙ୍କେତ ଉପରେ ପ୍ରବାହିତ ହେଉଥିବା ଜଣାଯାଇଛି ।  ବୈତରଣୀ, ବୁଢାବଳଙ୍ଗ ଓ ସୁବର୍ଣ୍ଣରେଖା ନଦୀ ବିପଦସଙ୍କେତ ଉପରେ ବୋହୁଛି । ବୈତରଣୀ ଉଭୟ ଆନନ୍ଦପୁର ଓ ଆଖୁଆପଦା ଠାରେ ବିପଦ…

ରୂପାମୟ ହେବ ଶ୍ରୀମନ୍ଦିର ଦ୍ୱାର

ପୁରୀ () ଶ୍ରୀମନ୍ଦିର ସିଂହଦ୍ୱାର, ଜୟବିଜୟ, କଳାହାଟ ଦ୍ୱାର, ଭିତର ଆଉ ବାହାର ରତ୍ନଭଣ୍ଡାର ଦ୍ୱାର, ଉତ୍ତର ଦ୍ୱାର, ଦକ୍ଷିଣ ଦ୍ୱାର, ପଶ୍ଚିମ ଦ୍ୱାର ନୂତନ କରି ନିର୍ମାଣ ହେବ । ଏହି ସବୁ ଦ୍ୱାର ବର୍ମା ଟିକ୍‌ କାଠରେ ନିର୍ମାଣ ହେବ। ଏହା ଦୀର୍ଘସ୍ଥାୟୀ ହେବ । ସମସ୍ତ ଦ୍ୱାରରେ ରୁପା ଚାଦର…

ସରିଲା ନିର୍ବନ୍ଧ, ବାହା ହେବେ କୋରିଓଗ୍ରାଫର ପୁନିତ

ମୁମ୍ବାଇ  : ବାହା ହେବ କୋରିଓଗ୍ରାଫର ପୁନିତ ପାଠକ ଓ ତାଙ୍କ ଗର୍ଲଫ୍ରେଣ୍ଡ ନିଧି। ଏଥିପାଇଁ ସଂପନ୍ନ ହୋଇଛି ସେମାନଙ୍କ ନିର୍ବନ୍ଧ। ପୁନିତ ନିଜର ନିର୍ବନ୍ଧ ଫଟୋ ଫଟୋ ସୋସିଆଲ ମିଡିଆରେ ସେୟାର କରିଛନ୍ତି। ଫଟୋ ସେୟାର କରି ପୁନିତ ଲେଖିଛନ୍ତି- ସବୁଦିନ ପାଇଁ ଆରମ୍ଭ କରିବାକୁ … ଏହି ଯୋଡ଼ି…