Odia News Portal
Monthly Archives

August 2020

ଅଭିନେତ୍ରୀ ଭାଟିଆଙ୍କ ବାପା, ମା’ କରୋନା ପଜିଟିଭ

ଅଭିନେତ୍ରୀ ତମନ୍ନା ଭାଟିଆଙ୍କ ବାପା, ମା’ କରୋନା ପଜିଟିଭ ବୋଲି ଜଣାପଡିଛି । ଯଦିଓ ଘରର ଅବଶିଷ୍ଟ ସଦସ୍ୟ, କର୍ମଚାରୀ ଏବଂ ତମନ୍ନା ନିଜେ ନେଗେଟିଭ ଆସିଛନ୍ତି । ତେବେ ଅଭିନେତ୍ରୀ ଏନେଇ ଇନଷ୍ଟାଗ୍ରାମ ଜରିଆରେ ସୂଚନା ଦେଇଛନ୍ତି । ତମନ୍ନା ଲେଖିଛନ୍ତି- “ମୋର ପିତାମାତାଙ୍କ ଠାରେ ସପ୍ତାହ…

ବଡ଼ ଧରଣର ଡକାୟତି ଉଦ୍ୟମକୁ ପଣ୍ଡ କଲା ପୋଲିସ

ଯାଜପୁର : ବଡ଼ ଧରଣର ଡକାୟତି ଉଦ୍ୟମକୁ ପଣ୍ଡ କରିଛି ଯାଜପୁର ଜିଲ୍ଲା ବଡ଼ଚଣା ପୋଲିସ । ବଡ଼ଚଣା ପୋଲିସ ୬ ଜଣ ଡ଼କାୟତଙ୍କୁ ଗିରଫ କରିବା ସହ ସେମାନଙ୍କ ନିକଟରୁ ଗୋଟିଏ ଦେଶୀ ପିସ୍ତଲ, ୪ଟି ଛୁରୀ ଓ ବାଇକ ଜବତ କରିଛି । ଗତକାଲି ରାତିରେ ବନ୍ଦାଳ ନିକଟରେ ରହି ଏକ ପେଟ୍ରୋଲ ପମ୍ପରେ ଡକାୟତି…

ଲୁଟ କରିବାର ଭିନ୍ନ ତରିକା, ଲକ୍ଷାଧିକ ଟଙ୍କାର ଅଳଙ୍କାର ଲୁଟିନେଲେ ଦୁର୍ବୃତ୍ତ

ଛତ୍ରପୁର : ଗଞ୍ଜାମ ଜିଲ୍ଲା ଛତ୍ରପୁର  କୋର୍ଟ ଷ୍ଟେସନ ନିକଟ ଗଳା ଶଙ୍ଖ ରାସ୍ତାରେ ଏକ ବଡ଼ ଧରଣରୁ ଲୁଟ କରିଛନ୍ତି ଲୁଟେରା  । ବ୍ୟବସାୟୀଙ୍କୁ ଆକ୍ରମଣ କରି ପ୍ରାୟ ୭ ଶହ ଗ୍ରାମ ସୁନା ଓ ୨୦ କିଲୋଗ୍ରାମ ରୁପା ଲୁଟି ଘଟଣାସ୍ଥଳରୁ ଫେରାର ହୋଇଯାଇଛନ୍ତି ଦୁର୍ବୃତ୍ତ  ।  ସୁନା ବ୍ୟବସାୟୀ ନିଜ…

ଖୁବ ଶୀଘ୍ର ବଜାରକୁ ଆସିବାକୁ ଯାଉଛି Royal Enfield Meteor 350

ବିଶ୍ୱର ଅନ୍ୟତମ ଅଗ୍ରଣୀ ବାଇକ କମ୍ପାନୀ “ରୟାଲ ଏନଫିଲ୍ଡ” ଖୁବ ଶୀଘ୍ର ନିଜର ଏକ ନୂଆ ମଡେଲ ଲଞ୍ଚ କରିବାକୁ ଯାଉଛି | ଆସନ୍ତା ମାସ ହିଁ କମ୍ପାନୀ ନିଜ UCE 350 ଲାଇନ ଅପକୁ ଲଞ୍ଚ କରିବା ନେଇ ଲକ୍ଷ ରଖିଥିବା ନେଇ ଜଣାଯାଇଛି | ଯାହାର ନାଁ ରଖାଯାଇଛି Royal Enfield Meteor 350 । କହିରଖିବା…

ପୁଣି ସାହସିକତା ଦେଖାଇଲେ ଅଗ୍ନିଶମ ବିଭାଗ କର୍ମଚାରୀ

ନାୟଗଡ: ଲଗାଣ ବର୍ଷାରେ ବେହାଲ ରାଜ୍ଯର ବିଭିନ୍ନ ଜିଲ୍ଲା । କେଉଁଠି ପ୍ରବଳ ବନ୍ୟା ଆସିବା ଫଳରେ ବିଭିନ୍ନ ସ୍ଥାନ ପାଣିରେ ବୁଡି ରହିଛି ତ, କେଉଁଠି ଜାତୀୟ ରାଜପଥର ନଦୀ ପୋଲ ଉପରେ ୪  ଫୁଟ ଉଚ୍ଚରେ ପାଣି ଚାଲୁଛି । ଯାହାଫଳରେ ଜାତୀୟ ରାଜପଥରେ ଯାତାୟାତ ସମ୍ପୂର୍ଣ୍ଣ ଠପ୍ ହୋଇଯାଇଛି। ଏଭଳି…

ଆଜି ଆପଣଙ୍କ ରାଶି କଣ କହୁଛି ଆସନ୍ତୁ ଜାଣିବା

ମେଷ ମଙ୍ଗଳଙ୍କ ପ୍ରଭାବରୁ ଆରୋଗ୍ୟ ଲାଭ ହେତୁ ସାମୟିକ ଆଶ୍ୱସ୍ତି ଅନୁଭବ କରିବେ। ଆନୁଷ୍ଠାନିକ କ୍ଷେତ୍ରରେ ପଦମର୍ଯ୍ୟାଦା ବୃଦ୍ଧି ଘଟିବ, କିନ୍ତୁ ଆତ୍ମୀୟସ୍ବଜନଙ୍କ ପାଇଁ ଚିନ୍ତା ବଢ଼ିପାରେ। ବନ୍ଧୁଙ୍କ ସହାୟତାରେ ଆଶା କରିଥିବା ଦିଗରୁ ଅର୍ଥ ପ୍ରାପ୍ତି ହେବ। ଇଚ୍ଛା ବିରୋଧରେ କୌଣସି କାମକରି…

୫ମ ସ୍ଥାନରେ ଓଡ଼ିଶା

ନୂଆଦିଲ୍ଲୀ : ନିତି ଆୟୋଗର  Export Preparedness Index (EPI) 2020 ଲିଷ୍ଟ ଜାରି ହୋଇଛି । ଏଥିରେ ଓଡ଼ିଶା ୫ମ ସ୍ଥାନରେ ରହିଛି । ଏହାପରେ ଯଥାକ୍ରମେ ତେଲେଙ୍ଗାନା ଓ ହରିଆଣା ରହିଛନ୍ତି । ନିତି ଆୟୋଗ ଭାରତର ରାଜ୍ୟଗୁଡ଼ିକର export preparedness ଅନୁଯାୟୀ ଏହି ଲିଷ୍ଟ ପ୍ରସ୍ତୁତ…

ଘରେ କଳା କନା ବୁଲାଇଲେ ଦୁର୍ବୃତ୍ତ

କଟକ  କଟକ ଖାନନଗର ବ୍ରାହ୍ମଣ ସାହି ଅଞ୍ଚଳର ଗୋଟିଏ ପରିବାର କରୋନା ଆକ୍ରାନ୍ତ ହୋଇ କୋଭିଡ କେୟାର ସେଣ୍ଟରରେ ଥିବାବେଳେ ଘରେ କଳା କନା ବୁଲାଇଛନ୍ତି ଦୁର୍ବୃତ୍ତ  । ଗତକାଲି ବିଳମ୍ବିତ ରାତିରେ ଲୁଟେରା ଘର ତାଲା ଭାଙ୍ଗି ଘରେ ଥିବା ସୁନା ଗହଣା ସହ ନଗଦ ଟଙ୍କା ଲୁଟ କରି ଫେରାର ହୋଇ ଯାଇଛନ୍ତି ।…

ସୁସ୍ଥତାରେ ରେକର୍ଡ : ଆଜି ସୁସ୍ଥ ହେଲେ ୩୩୪୩

ଭୁବନେଶ୍ୱର :  ଆଜି ରେକର୍ଡ ଭାଙ୍ଗିଲା ସୁସ୍ଥ ସଂଖ୍ୟା। ୨୪ ଘଣ୍ଟାରେ ୩୩୪୩ ଆକ୍ରାନ୍ତ କରୋନାରୁ ସୁସ୍ଥ ହୋଇଥିବାର ସୂଚନା ଦେଇଛି ସ୍ବାସ୍ଥ୍ୟ ବିଭାଗ। ଆଜିର ସୁସ୍ଥଙ୍କ ମଧ୍ୟରେ ସର୍ବାଧିକ ଖୋର୍ଦ୍ଧାର ୭୩୨ ଜଣ କରୋନାରୁ ସୁସ୍ଥ ହୋଇଛନ୍ତି। ସେହିଭଳି ସୁନ୍ଦରଗଡରୁ ୨୬୧, ଭଦ୍ରକର ୨୪୫,…

ଆମେରିକାକୁ ମାଡି ଆସୁଛି ବାତ୍ୟା ‘ଲୋରା’

ଆମେରିକାକୁ ଯେମିତି ଚିନ୍ତା ପରେ ଚିନ୍ତା ମାଡ଼ି ଆସୁଛି । ଗୋଟିଏ ପଟେ ଦେଶରେ ୫୯ ଲକ୍ଷ କରୋନା ସଂକ୍ରମିତ ହୋଇ ବିଶ୍ବ ତାଲିକାରେ ଏକ ନମ୍ବର ସ୍ଥାନରେ ଥିବା ବେଳେ ଏବେ ବାତ୍ୟା ହରିକେନ ‘ଲୋରା’ । ୩ ନମ୍ବର କାଟାଗୋରୀର ହରିକେନ ଲୋରା ଆଜି ମଧ୍ୟରାତ୍ରିରେ ଲ୍ୟାଣ୍ଡଫଲ କରିପାରେ ବୋଲି ଆଶଙ୍କା…