ୟୁପିରେ ଦୁଇଟି ବସ୍ ମୁହାଁମୁହିଁ ଦୁର୍ଘଟଣା, ୬ ମୃତ ଓ ୮ ଆହତ
ଲକ୍ଷ୍ନୌ : ଉତ୍ତର ପ୍ରଦେଶର କାକୋରୀରେ ଭୟଙ୍କର ସଡକ ଦୁର୍ଘଟଣା। ୟୁପି ରୋଡଓ୍ବେଜର ଦୁଇଟି ବସ ମୁହଁମୁହିଁ ହେବା କାରଣରୁ ୬ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୮ ଜଣ ଯାତ୍ରୀ ଆହତ ହୋଇଛନ୍ତି। ଆହତଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଲକ୍ଷ୍ନୌରୁ ହରଦୋଇ ଓ ହରଦୋଇରୁ ଲକ୍ଷ୍ନୌ ଯାଉଥିବା…