ଆଇସିସି ହଲ୍ ଅଫ ଫେମ୍ ଲିଷ୍ଟରେ ସାମିଲ ହେଲେ ଏହି ଖେଳାଳି
ପୂର୍ବତନ ତିନି ଲୋକପ୍ରିୟ ଖେଳାଳିଙ୍କୁ ଆଇସିସି ହଲ୍ ଅଫ ଫେମ୍ ତାଲିକାରେ ସାମିଲ କରାଯାଇଛି। ଦକ୍ଷିଣ ଆଫ୍ରିକାର ପୂର୍ବତନ ଅଲ୍ରାଉଣ୍ଡର ଜ୍ୟାକ୍ କାଲିସ୍, ଅଷ୍ଟ୍ରେଲିଆ ମହିଳା ବିଶ୍ବକପ୍ ବିଜେତା ଦଳର ସଦସ୍ୟା ଲିସା ସ୍ଥାଲେକର ଏବଂ ପାକିସ୍ତାନ କିଂବଦନ୍ତି ବ୍ୟାଟ୍ସମ୍ୟାନ୍ ଜାହିର ଆବାସ…