ଆଜି କଟକ ସହରରୁ ୧୨୭ ଜଣ ନୂଆ ପଜିଟିଭ୍
କଟକ : ଆଜି କଟକ ସହରରୁ ଆଜି ୧୨୭ ଜଣ ନୂଆ ପଜିଟିଭ କେଶ ସାମ୍ନାକୁ ଆସିଥିବା ଜଣାଯାଇଛି । ଆଜି ସକାଳ ସମୟରେ ଜିଲ୍ଲାରୁ ୧୪୯ ଜଣ ନୂଆ ଆକ୍ରାନ୍ତ ବାହାରୀ ଥିବା ବେଳେ ସେମଧ୍ୟରୁ ସହରରୁ ୧୨୭ ଜଣ ଅଛନ୍ତି ।
ଆଜିର ପଜିଟିଭକୁ ମିଶାଇ ସହରରେ ମୋଟ ଆକ୍ରାନ୍ତ ସଂଖ୍ୟା ୩୧୦୪କୁ ବୃଦ୍ଧି ପାଇଥିବା…