Odia News Portal
Monthly Archives

August 2020

ଜଣେ ଆଇଏସଆଇଏସ ଆତଙ୍କବାଦୀ ଗିରଫ

ନୂଆଦିଲ୍ଲୀ :  ନୂଆଦିଲ୍ଲୀ ସ୍ଥିତ ଢ଼ୋଲାକୁଆ ରିଙ୍ଗ ରୋଡ଼ ନିକଟ ଅଂଚଳରେ ପୋଲିସର ଏକ ସ୍ପେଶାଲ ଦଳ ଓ ଆତଙ୍କବାଦୀଙ୍କ ମଧ୍ୟରେ ଏକ ବଡ ଧରଣର ଗୁଳିବିନିମୟ ହୋଇଛି । ଦିଲ୍ଲୀ ପୋଲିସ କମିଶିନର ପ୍ରମୋଦ ସିଂହ କୁଶବାହଙ୍କ କହିବା ଅନୁଯାୟୀ ଏହି ଏନ୍କାଉଣ୍ଟର ସମୟରେ ଜଣେ ଆଇଏସଆଇଏସ ଆତଙ୍କବାଦୀ ଧରା…

ଆଗାମୀ ସମୟରେ ଷ୍ଟକ୍ ମାକେର୍ଟର ଦିଗ ବଦଳିବ

ନୂଆଦିଲ୍ଲୀ() ସେୟାର ବଜାରରେ ଟଙ୍କା ଲଗାଉଥିବା ଲୋକଙ୍କୁ ସତର୍କବାଣୀ ଶୁଣାଇଛନ୍ତି ରିଜର୍ଭ ବ୍ୟାଙ୍କର ଗଭର୍ଣ୍ଣର ଶକ୍ତିକାନ୍ତ ଦାସ । ଏକ ଇଣ୍ଟରଭ୍ୟୁରେ ଶକ୍ତିକାନ୍ତ କହିଛନ୍ତି ଯେ, ଘରୋଇ ବଜାରର ପରିସ୍ଥିତି ସହ ଅର୍ଥବ୍ୟବସ୍ଥାର ପ୍ରକୃତ ସ୍ଥିତି ମେଳ ଖାଉନାହିଁ । ଏଭଳି ପରିସ୍ଥିତିରେ ଆଗାମୀ…

୫ ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା

ଭୁବନେଶ୍ୱର() ରାଜ୍ୟରେ ଲଘୁଚାପ ପ୍ରଭାବରେ ପ୍ରବଳ ବର୍ଷା ଲାଗି ରହିଥିଲା । ଏବେ ଦୁଇ ଦିନ ହେବ ପାଗ ଟିକେ ଶୁଖିଲା ଥିବା ବେଳେ ଆସନ୍ତା ୨୪ ତାରିଖରେ ବଙ୍ଗୋପସାଗରରେ ଆଉ ଏକ ଲଘୁଚାପ ସୃଷ୍ଟି ହେବାର ସମ୍ଭାବନା ରହିଛି । ଏହା ପ୍ରଭାବରେ ଓଡ଼ିଶାର ୫ଟି ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା…

କରୋନା ପାଇଁ ଫିକା ପଡ଼ିଲା ସିଦ୍ଧ ବିନାୟକ ପୀଠ

ଗଞ୍ଜାମ : ଭାଦ୍ରବ ଶୁକ୍ଳ ଚତୁର୍ଥୀ ଦିନ ବିଦ୍ୟାର ଦେବତା, ଅଗ୍ରପୂଜ୍ୟ ଶ୍ରୀ ଗଣେଶଙ୍କର ପୂଜା କରାଯାଏ। ଓଡ଼ିଶାରେ ପିଲାମାନେ ଏହି ଦିନ “ଖଡ଼ିପୂଜା” କରି ବିଦ୍ୟା ଅନୁକୂଳ କରିଥାଆନ୍ତି। କିନ୍ତୁ ମହାମାରୀକରୋନା ପାଇଁ ଗଣପର୍ବ ଗଣେଶ ପୂଜା ଫିକା ପଡିଥିବାର ଦେଖିବାକୁ ମିଳିଛି । ବର୍ତମାନ…

ସେପ୍ଟେମ୍ବର ୧ରୁ ୬ ଜେଇଇ ମେନ

ନୂଆଦିଲ୍ଲୀ() ଦେଶ ଓ ରାଜ୍ୟରେ ମହାମାରୀ କରୋନା ବ୍ୟାପିବାରେ ଲାଗିଛି । ତେଣୁ ପ୍ରାୟ ସମସ୍ତ ପରୀକ୍ଷାକୁ ବାତିଲ କରାଯାଇଥିଲା । କିନ୍ତୁ ଛାତ୍ରଛାତ୍ରୀଙ୍କ ପାଠପଢ଼ାକୁ ଦୃଷ୍ଟିରେ ରଖି ସେପ୍ଟେମ୍ବର ୧ରୁ ୬ ତାରିଖ ମଧ୍ୟରେ ଜେଇଇ ମେନ ପରୀକ୍ଷା ହେବ ବୋଲି ସୂଚନା ମିଳିଛି । ସେହିପରି ସେପ୍ଟେମ୍ବର…

ଭଦ୍ରକ ସାଂସଦଙ୍କୁ କରୋନା

ଭଦ୍ରକ() ଭଦ୍ରକ ସାଂସଦ କରୋନା ସଂକ୍ରମିତ ଚିହ୍ନଟ । ସାଂସଦ ମଞ୍ଜୁଲତା ମଣ୍ଡଳ କରୋନା ପଜିଟିଭ ଚିହ୍ନଟa ହୋଇଛନ୍ତି । କରୋନାର ପ୍ରାରମ୍ଭିକ ଲକ୍ଷଣ ଦେଖାଯିବା ପରେ ସେ କରୋନା ପରୀକ୍ଷା କରାଇଥିଲେ । ତାଙ୍କ ରିପୋର୍ଟ ପଜିଟିଭ୍ ଆସିଛି । ତେବେ ତାଙ୍କ ସ୍ବାସ୍ଥ୍ୟ ଭଲ ଏବଂ ସ୍ଥିର ରହିଛି । ସେ…

ଗଣେଶଙ୍କ ବାହାନ କେମିତି ମୂଷା ହେଲା ଜାଣନ୍ତୁ ପୁରା କଥା ….

ଚଳିତ ବର୍ଷ ଗଣେଜ ପୂଜା ଅଗଷ୍ଟ ୨୨ ତାରିଖ ପାଳନ ହେଉଛି । ଏଠାରେ ମନରେ ପ୍ରଶ୍ନ ଉଠେ ବିଶାଳକାୟ ପ୍ରଭୁ ଗଣେଶଙ୍କ ବାହନ କିପରି ମୂଷା ହେଲା । ଅନ୍ୟ ଦେବତାଙ୍କ ପାଖରେ ବଡ଼ ବଡ଼ ବାହନ ରହିଥିବା ବେଳେ ଅଗ୍ରପୂଜା କରାଯାଉଥିବା ଭଗବାନ ଗଣେଶଙ୍କ ବାହନ ମୂଷା କ’ଣ ପାଇଁ । ପୌରାଣିକ କଥା ବସ୍ତୁ…

ରାଜ୍ୟରେ ଆଉ ୯ ମୁଣ୍ଡ ନେଲା କରୋନା

ଭୁବନେଶ୍ୱର() ରାଜ୍ୟରେ ଆଜି ୨୮୧୯ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଆଉ ୯ ଜଣ ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଛି । ମୃତକଙ୍କ ମଧ୍ୟରୁ କଟକ ଜିଲ୍ଳାର ସର୍ବାଧିକ ୩, ସୁନ୍ଦରଗଡ଼ରୁ ୨, ମାଲକାନଗିରି, ରାୟଗଡ଼ା, ଗଞ୍ଜାମ, ବଲାଙ୍ଗୀରରୁ ଜଣେ ଲେଖାଏଁ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି । ଏହାସହ…

ଆଜି ଆଉ ୨୮୧୯ କରୋନା ଆକ୍ରାନ୍ତ ଚିହ୍ନଟ, ଖୋର୍ଦ୍ଧାରୁ ସର୍ବାଧିକ ୪୪୩

ଭୁବନେଶ୍ୱର() ରାଜ୍ୟରେ ଆଜି ୨୯ ଜିଲ୍ଲାରୁ ୨୮୧୯ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଚିହ୍ନଟ ହୋଇଥିବା ନୂଆ ଆକ୍ରାନ୍ତଙ୍କ ମଧ୍ୟରୁ ସଙ୍ଗରୋଧ କେନ୍ଦ୍ରରୁ ୧୬୯୧ ଓ ସ୍ଥାନୀୟ ଅଞ୍ଚଳରୁ ୧୧୨୮ ଜଣ ଚିହ୍ନଟ ହୋଇଛନ୍ତି ।ଏହାସହ ଓଡ଼ିଶାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୭୫୫୩୭କୁ ବୃଦ୍ଧି ପାଇଛି ।…

ଜୀବନ ସହିତ ଜୀବିକାକୁ ଗୁରୁତ୍ବ ଦିଆଯାଇ ବିକାଶ କାର୍ଯ୍ୟକୁ ତ୍ବରାନ୍ବିତ କରାଯିବ – ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର() କୋଭିଡ଼଼ ଯୁଦ୍ଧରେ ଜୀବନ ପାଇଁ ଚାଲିଥିବା ଲଢେଇ ସହିତ ଲୋକଙ୍କ ଜୀବିକା ମଧ୍ୟ ଗୁରୁତ୍ବପୂର୍ଣ୍ଣ । ତେଣୁ ରାଜ୍ୟରେ ସବୁ କ୍ଷେତ୍ରରେ ବିକାଶ ପ୍ରକ୍ରିୟାକୁ ଜୋରଦାର କରାଯିବ। ସଡକ, ସେତୁ, କୃଷି, ଶିକ୍ଷା, ସ୍ବାସ୍ଥ୍ୟ ସବୁ କ୍ଷେତ୍ରରେ ଉନ୍ନୟନ କାର୍ଯ୍ୟକ୍ରମକୁ ତ୍ବରାନ୍ବିତ କରାଯାଇ…