Odia News Portal
Monthly Archives

August 2020

ବିଜେପି ନେତା ଜୟରାମ ପାଙ୍ଗିଙ୍କୁ କରୋନା

ଭୁବନେଶ୍ୱର() ଆଜି ଆଉ ଜଣେ ନେତା କରୋନା କବଜାକୁ ଆସିଛନ୍ତି । ବରିଷ୍ଠ ବିଜେପି ନେତା ଜୟରାମ ପାଙ୍ଗି କରୋନା ଆକ୍ରାନ୍ତ ହୋଇଥିବା ସୂଚନା ମିଳିଛି । ଗତକାଲି ପଜିଟିଭ ଚିହ୍ନଟ ହେବା ପରେ ସେ ନିଜେ ଏନେଇ ସୂଚନା ଦେଇଛନ୍ତି । ଏହାସହ ସେ ହୋମ ଆଇସୋଲେସନରେ ରହିଛନ୍ତି । ଏହାସହ ଗତକିଛି ଦିନ ତଳେ…

ସ୍ୱଚ୍ଛ ସର୍ବେକ୍ଷଣରେ ପଛୁଆ ପରେ ସୁଡା କାର୍ଯ୍ୟକୁ ନେଇ ପ୍ରଶ୍ନବାଚୀ

ଭୁବନେଶ୍ୱର : ଜାତୀୟ ସ୍ୱଚ୍ଛ ସର୍ବେକ୍ଷଣରେ ସ୍ମାର୍ଟସିଟି ଭୁବନେଶ୍ୱର ସ୍ୱଚ୍ଛତା କ୍ଷେତ୍ରରେ ୨୩୩ ନମ୍ବର ସ୍ଥାନରେ ରହିବା ଏବେ ଅନେକ ପ୍ରଶ୍ନବାଚୀ ସୃଷ୍ଟି କରିଛି । ଦେଶର ୩୮୨ ସହର ମଧ୍ୟରୁ ରାଜ୍ୟ ରାଜଧାନୀ ଏତେ ତଳକୁ ଖସିଯିବା ପରେ ସହରାଞ୍ଚଳ ବିକାଶ ପାଇଁ ଗଠନ ହୋଇଥିବା ସୁଡାକୁ ନେଇ…

ଆସୁଛି ବଡ଼ ବର୍ଷା

ଭୁବନେଶ୍ୱର : ବଡ଼ ବର୍ଷା ଆସୁଛି । ସମ୍ଭାବ୍ୟ ଲଘୁଚାପ ପ୍ରଭାବରେ ଆସନ୍ତା ୨୪ରୁ ୨୬ ତାରିଖ ଯାଏଁ ଲଗାଣ ବର୍ଷା ହେବ ଓଡ଼ିଶାରେ । ଏ ନେଇ ସତର୍କ କରାଇ ଦେଇଛି ପାଣିପାଗ ବିଭାଗ । ଉତ୍ତର ପଶ୍ଚିମ ବଙ୍ଗୋପସାଗର ଓ ପାଶ୍ୱର୍ବର୍ତ୍ତୀ ଅଞ୍ଚଳରେ ଆସନ୍ତା ୨୩ ତାରିଖବେଳକୁ ଏକ ଲଘୁଚାପ ସମ୍ଭାବନା ରହିଛି ।…

ପୋଲ ତଳକୁ ଓଲଟିଲା ୧୦୨ ଜନନୀ ଆମ୍ବୁଲାନ୍ସ

ସୋର : ଭାରସାମ୍ୟ ହରାଇ ପୋଲ ତଳକୁ ଓଲଟିଲା ୧୦୨ ଜନନୀ ଆମ୍ବୁଲାନ୍ସ । ଅଳ୍ପକେ ବର୍ତ୍ତିଗଲେ ଗର୍ଭଵତୀ ମହିଳା। ବାଲେଶ୍ଵର ଜିଲ୍ଲା ସୋର କୁପାରୀ ରାସ୍ତାର କୋଚିଆକୋଇଲି ନିକଟରେ ଘଟିଛି ଦୁର୍ଘଟଣା । ଘଟଣା ସ୍ଥାନୀୟ ପୋଲିସ ପହଞ୍ଚଛି ଉଦ୍ଧାର କରିଥିବା ସୂଚନା ମିଳିଛି। ସୂଚନାଯୋଗ୍ୟ ଯେ,…

ବିଶ୍ବଜିତଙ୍କ ନିଆରା କଳାକୃତି, ଆଇସ କ୍ରିମ କାଠିରେ ନିର୍ମାଣ କଲେ ପ୍ରଭୁ ଗଜାନନଙ୍କ ମୂର୍ତ୍ତି

ପୁରୀ: ନନ୍ଦିଘୋଷ ରଥ ପରେ ଏବେ ଶ୍ରୀ ଗଣେଶଙ୍କ ମୂର୍ତ୍ତି । ସେ ପୁଣି ଆଇସକ୍ରିମ କାଠିରେ । ପୁରୀର ବିଶ୍ବଜିତ ନାୟକ ଆଇସକ୍ରିମ କାଠିରେ ନିର୍ମାଣ କରିଛନ୍ତି ପ୍ରଭୁ ଗଜାନନଙ୍କ ମୂର୍ତ୍ତି । ପୁରୀ ସିଦ୍ଧ ମହାବୀର କୁମୁଟି ପାଟଣା ଅଂଚଳର ବିଶ୍ୱଜିତ ଏହି ନିଆରା କଳାକୃତି ଗଢି ପୁନଶ୍ଚ ଚର୍ଚ୍ଚାର…

ଆଜି ଗଣେଶ ଚତୁର୍ଥୀ, କରୋନା କଟକଣା ଯୋଗୁ ଘରେ ସୀମିତ ରହିବ ଚଳିତ ବର୍ଷର ପୂଜା

ଭୁବନେଶ୍ବର: ଆଜି ଗଣେଶ ଚତୁର୍ଥୀ। ଅଗ୍ରପୂଜ୍ୟ ଗଜାନନ, ଗଣପତିଙ୍କ ଆବାହନ ପାଇଁ ସମସ୍ତଙ୍କ ମନରେ ଉତ୍କଣ୍ଠା। ଅଗ୍ରପୂଜ୍ୟଙ୍କ ଆବାହନରୁ ଆରମ୍ଭ ହେବ ପାର୍ବଣ ଋତୁ । ପ୍ରତ୍ଯେକ ବର୍ଷ ଏହି ପର୍ବ ଭାଦ୍ରପଦ ମାସର ଶୁକ୍ଳପକ୍ଷ ଚତୁର୍ଥୀ ତିଥିରେ ପାଳନ କରାଯାଇଥାଏ। ମାନ୍ଯତା ରହିଛି ଯେଉଁ ବ୍ଯକ୍ତି…

ଆଜି ଆପଣଙ୍କ ରାଶି କଣ କହୁଛି ଆସନ୍ତୁ ଜାଣିବା

ମେଷ ସ୍ବଗୃହୀ ମଙ୍ଗଳଙ୍କ ଯୋଗୁ ସ୍ବାସ୍ଥ୍ୟ ସମସ୍ୟା ପୂର୍ବପରି ଅକ୍ଷୁଣ୍ଣ ରହିବ। ଗ୍ରହସ୍ଥିତିର ଶୁଭତ୍ୱ କାରଣରୁ ଯାହାକରନ୍ତୁନା କାହିଁକି ସବୁକାମରେ ସିଦ୍ଧିଲାଭ ଅବଶ୍ୟମ୍ଭାବୀ। ବନ୍ଧୁମାନଙ୍କର ମନୋଭାବକୁ ଠିକ୍‌ ଭାବେ ବୁଝିପାରିବେନି। ବାଣିଜ୍ୟ,ବ୍ୟବସାୟ, କ୍ରୀଡା, ଚଳଚ୍ଚିତ୍ର…

୧୨ ଫୁଟ ଲମ୍ବର ଅହିରାଜ ଉଦ୍ଧାର

ନୀଳଗିରି :  ନୀଳଗିରି ବ୍ଲକ ଅଧିନ ତେଲିପାଳ ପଂଚାୟତ ଅନ୍ତାଡାହି ଗ୍ରାମରେ ଜଣେ ବ୍ୟକ୍ତିଙ୍କ ଘରୁ ୧୨ ଫୁଟ ଲମ୍ବର ଅହିରାଜ ସାପ ଉଦ୍ଧାର କରାଯାଇଛି। ଅନ୍ତାଡାହି ଗ୍ରାମର ସନ୍ତୋଷ ହେମ୍ରମଙ୍କ ଘର ଭିତରେ ଛପର ତଳେ ଏକ ଅହିରାଜ ସାପ ଗର୍ଜନ କରୁଥିବା ଶୁଣି ପରିବାର ଲୋକେ ଘରୁ ବାହାରକୁ ପଳାଇ…

ତିନି ଦିନ ପାଇଁ ସଟଡାଉନ ହେଲା କେନ୍ଦ୍ରାପଡା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ

କେନ୍ଦ୍ରାପଡା: କେନ୍ଦ୍ରାପଡା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ବନ୍ଦ ଘୋଷଣା କରାଯାଇଛି । ଆଗାମୀ ତିନି ଦିନ ପାଇଁ ହସ୍ପିଟାଲ ବନ୍ଦ ରହିବ ବୋଲି ଜଣାଯାଇଛି । ଏନେଇ ସୂଚନା ଦେଇଛନ୍ତି କେନ୍ଦ୍ରାପଡା ଜିଲ୍ଲାପାଳ ସମର୍ଥ ବର୍ମା ସୂଚନା ଦେଇଛନ୍ତି । ମେଡିକାଲର କିଛି କର୍ମଚାରୀ ପଜିଟିଭ ଚିହ୍ନଟ ହେବା…

ଅର୍ଜୁନ ପୁରସ୍କାର ପାଇଁ ମନୋନୀତ ହୋଇଥିବା ଦୂତୀ ଚାନ୍ଦଙ୍କୁ କ୍ରୀଡାମନ୍ତ୍ରୀଙ୍କ ଶୁଭେଚ୍ଛା

ଭୁବନେଶ୍ୱର : କେନ୍ଦ୍ର କ୍ରୀଡା ମନ୍ତ୍ରଣାଳୟ ପକ୍ଷରୁ ଅର୍ଜୁନ କ୍ରୀଡା ପୁରସ୍କାର ପାଇଁ ମନୋନୀତ ହୋଇଥିବା ଓଡିଶାର ଦ୍ରୁତତମ ଧାବିକା ଦୂତୀ ଚାନ୍ଦଙ୍କୁ ଇଲୋକ୍ଟ୍ରୋନିକ୍ସ, ସୂଚନା ପ୍ରଯୁକ୍ତିବିଦ୍ୟା, କ୍ରୀଡା ଓ ଯୁବସେବା ମନ୍ତ୍ରୀ ତୁଷାରକାନ୍ତି ବେହେରା ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଇଛନ୍ତି ।…