Odia News Portal
Monthly Archives

August 2020

ସୁଶାନ୍ତଙ୍କ ମୃତ୍ୟୁ ମାମଲାରେ ଆସିଲା ନୂଆ ମୋଡ

ଅଭିନେତା ସୁଶାନ୍ତ ସିଂହଙ୍କ ମୃତ୍ୟୁ ମାମଲାରେ ପ୍ରତିଦିନ ନୂଆ ନୂଆ ତଥ୍ୟ ସାମ୍ନାକୁ ଆସୁଛି। ଏହି ମାମଲାରେ ଅଭିନେତ୍ରୀ ରିୟା ଚକ୍ରବର୍ତ୍ତୀ ଏବଂ ତାଙ୍କ ପରିବାର ବିରୋଧରେ ସୁଶାଙ୍କ ବାପା ଅଭିଯୋଗ ମଧ୍ୟ କରିଛନ୍ତି। ଏବେ ସୁଶାନ୍ତଙ୍କ ମୃତ୍ୟୁ ମାମଲାରେ ଜଣେ ଆଧ୍ୟାତ୍ମିକ ଗୁରୁ ମୁହଁ…

ଓଟିଭିକୁ ସାଂସଦ ଅନୁଭବଙ୍କ ଲିଗାଲ ନୋଟିସ

ଭୁବନେଶ୍ୱର() ଓଟିଭିକୁ ବଢିଲା ଅଡୁଆ। ଅଡିଓ ଭାଇରାଲ ବିବାଦରୁ ମୁକୁଳି ନଥିବା ବେଳେ ସାଂସଦ ଅନୁଭବ ମହାନ୍ତି ଓଟିଭି ଓ ଏହାର ପରିଚାଳନା ନିର୍ଦ୍ଦେଶିକାଙ୍କୁ ପଠାଇଛନ୍ତି ଓକିଲ ନୋଟିସ । ସୁପ୍ରିମ କୋର୍ଟ ଆଇନଜୀବୀ ଅଶ୍ବିନୀ କୁମାର ଦୁବେ ଏହି ନୋଟିସ ପଠାଇଛନ୍ତି । ଓଡିଶା ସିନେମା ଇଣ୍ଡଷ୍ଟ୍ରିର…

ରାଜଧାନୀରେ ଉଲଗ୍ନ ପାଗଳର ଉନ୍ମତ୍ତ କାଣ୍ଡ

ରାଜଧାନୀରେ ପାଗଳର ଉନ୍ମତ୍ତ କାଣ୍ଡ। ଯାହାକୁ ଦେଖିଲା ଗୋଡାଇ ଗୋଡାଇ ପିଟିଲା। ନିଜ ଦେହରୁ ଡ୍ରେସ ସବୁକୁ ଓହ୍ଲାଇ ରାସ୍ତା ମଝିରେ ଆତଙ୍କ ଖେଳାଇ ଦେଲା। କହିବାକୁ ଗଲେ ରାସ୍ତା ମଝିରେ ପୁରା ପାଇକ ଅଖଡା ଭଳି ଖେଳ ଦେଖାଉଥିଲା। ବାଡିକୁ ବୁଲାଇ ମୁଣ୍ଡକୂ ହଲାଇ ମାରଣା ଷଣ୍ଢ ଭଳି ଆଚରଣ…

୧୯ରେ ଯୁ୍କ୍ତ ଦୁଇ ବାଣିଜ୍ୟ ରେଜଲ୍ଟ

ଭୁବନେଶ୍ୱର() ଆସନ୍ତା ୧୯ରେ ପ୍ରକାଶ ପାଇବ ଯୁ୍କ୍ତ ଦୁଇ ବାଣିଜ୍ୟ ପରୀକ୍ଷା ଫଳ । ଗତ ୧୨ରେ ଯୁକ୍ତ ଦୁଇ ବିଜ୍ଞାନ ପରୀକ୍ଷା ଫଳ ପ୍ରକାଶ ପାଇଥିଲା । ଅପରପକ୍ଷରେ ଅଗଷ୍ଟ ୩୧ ପୂର୍ବରୁ ଯୁକ୍ତ ଦୁଇ କଳା ପରୀକ୍ଷା ଫଳ ପ୍ରକାଶ ପାଇବ ବୋଲି ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାସ ପ୍ରକାଶ…

ଭୁବନେଶ୍ୱରରୁ ଆଉ ୧୯୮ କରୋନା ପଜିଟିଭ, ଜାଣନ୍ତୁ ସମ୍ପୁର୍ଣ୍ଣ ତଥ୍ୟ

ଭୁବନେଶ୍ୱର() ଆଜି ଭୁବନେଶ୍ୱରରୁ ୧୯୮ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତିି । ସେମାନଙ୍କ ମଧ୍ୟରୁ କ୍ୱାରେଣ୍ଟାଇନ ସେଣ୍ଟରରୁ ୧୦୪ ଓ ସ୍ଥାନୀୟ ଅଞ୍ଚଳରୁ ୯୪ ଜଣ ଚିହ୍ନଟ ହୋଇଛନ୍ତି । ଏହାସହ ଆଜି ୧୩୨ ଜଣ ସୁସ୍ଥ ମଧ୍ୟ ହୋଇଛନ୍ତି । ଏନେଇ ବିଏମସି ପକ୍ଷରୁ ସୂଚନା ମିଳିଛି । ବର୍ତ୍ତମାନ…

ମନ୍ତ୍ର ଜପ ପାଇଁ କାହିଁକି ମାଳା ପ୍ରୟୋଗ କରାଯାଏ ? ଜାଣନ୍ତୁ ….

ଭୁବନେଶ୍ୱର() ହିନ୍ଦୁ ଧର୍ମରେ ମନ୍ତ୍ରର ଅନେକ ମହତ୍ୱ ରହିଛି । ଧାର୍ମିକ ବିଶ୍ୱାସ ଅନୁଯାୟୀ, ମନ୍ତ୍ରରେ ବହୁତ ଶକ୍ତି ରହିଛି । ପ୍ରତ୍ୟେକ ମନ୍ତ୍ର ଦ୍ୱାରା ଭିନ୍ନ ଭିନ୍ନ ପ୍ରଭାବ ଓ ଶକ୍ତି ଉତ୍ପର୍ଣ୍ଣ ହୋଇଥାଏ । ମନ୍ତ୍ର ଜପ କରିବାକୁ ମାଳା ପ୍ରୟୋଗ କରାଯାଇଥାଏ । କିନ୍ତୁ ମନ୍ତ୍ର ଜପ ପାଇଁ…

ଏବେ ସ୍ଥିତି ସ୍ୱାଭାବିକ ରହିଛି

ଭୁବନେଶ୍ୱର()  ରାଜ୍ୟରେ ବନ୍ୟା ସ୍ଥିତିର ସମୀକ୍ଷା କରିଛନ୍ତି ମୁଖ୍ୟ ଶାସନ ସଚିବ ଅସିତ ତ୍ରିପାଠୀ । ଭିଡିଓ କନଫରେନ୍ସିଂ ଜରିଆରେ ମୁଖ୍ୟ ସଚିବ ଶ୍ରୀ ତ୍ରିପାଠୀ  ୧୦ଟି ଜିଲ୍ଲାର ଜିଲ୍ଲାପାଳଙ୍କ ସହ ସମୀକ୍ଷା କରିଛନ୍ତି । ସମୀକ୍ଷା ପରେ ଶ୍ରୀ ତ୍ରିପାଠୀ କହିଛନ୍ତି ଯେ, ଗତ ୩…

ଆତଙ୍କବାଦୀଙ୍କ ଅତର୍କିତ ଗୁଳିମାଡ଼, ୩ ଯବାନ ସହିଦ

ଜମ୍ମୁ କଶ୍ମୀରରେ ୩ ଯବାନ ସହିଦ। ବାରାମୁଲାର କ୍ରେରି ଠାରେ ସିଆରପିଏଫ ଓ ପୋଲିସ ପାଟ୍ରୋଲିଂ ଉପରେ ଆତଙ୍କବାଦୀଙ୍କ ଅତର୍କିତ ଗୁଳିମାଡ଼। ରିପୋର୍ଟ ଅନୁଯାୟୀ ପାଲଟା ଗୁଳି ଚାଳନା ସହ ମୁହାଁମୁହିଁ ଲଢେଇରେ ୩ ଯବାନ ସହିଦ। ଏହା ପରେ ସଂପୃକ୍ତ ଅଞ୍ଚଳକୁ ଘେରାବନ୍ଦୀ କରି ତଲାସୀ ଅଭିଯାନ ଚଳାଇଛି…

ମନ୍ତ୍ରୀ ସୁଶାନ୍ତ ସିଂହଙ୍କୁ କରୋନା

ଭୁବନେଶ୍ୱର() ଗ୍ରାଗ୍ୟ ଉନ୍ନୟନ ମନ୍ତ୍ରୀ ସୁଶାନ୍ତ ସିଂହ କରୋନାରେ ଆକ୍ରାନ୍ତ ହୋଇଛନ୍ତି । ସେ କରୋନାରେ ଆକ୍ରାନ୍ତ ହୋଇଥିବା ସମ୍ପର୍କରେ ମନ୍ତ୍ରୀ ଶ୍ରୀ ସିଂହ ଖୋଦ ଟ୍ୱିଟ କରି ସୂଚନା ଦେଇଛନ୍ତି । ସେ ଉକ୍ତ ଟ୍ୱିଟରେ ଉଲ୍ଲେଖ କରିଛନ୍ତି ଯେ, ‘ ମୁଁ କରୋନା ପଜିଟିଭ ଚିହ୍ନଟ ହୋଇଛି । କିନ୍ତୁ…

ବରିଷ୍ଠ କୃଷି ଅଧିକାରୀ ପ୍ରଦୀପ ମହାନ୍ତିଙ୍କୁ ବାଧ୍ୟତାମୂଳକ ଅବସର

ଭୁବନେଶ୍ୱର()  ସୋମବାର ରାଜ୍ୟ ସରକାର ପୁଣି ଜଣେ ବରିଷ୍ଠ ଅଧିକାରୀଙ୍କୁ ବାଧ୍ୟତାମୂଳକ ଅବସର ଦେଇଛନ୍ତି । ସମ୍ପୃକ୍ତ ଅଧିକାରୀ ଜଣକ ହେଉଛନ୍ତି ବରିଷ୍ଠ କୃଷି ଅଧିକାରୀ ପ୍ରଦୀପ ମହାନ୍ତି । ଶ୍ରୀ ମହାନ୍ତି କୋରାପୁଟର ତକ୍ରାଳୀନ ଜିଲ୍ଲା କୃଷି ଅଧିକାରୀ ଥିଲେ । ଗତ ଜୁଲାଇ ୨ ତାରିଖରେ ଶ୍ରୀ…