Odia News Portal
Monthly Archives

August 2020

ଆଜି ଆପଣଙ୍କ ରାଶି କଣ କହୁଛି ଆସନ୍ତୁ ଜାଣିବା

ମେଷ ଭାଗ୍ୟସ୍ଥାନ ଏକାଧିକ ଗ୍ରହ ଦ୍ୱାରା ପ୍ରଭାବିତ ହୋଇଥିବାରୁ କର୍ମକ୍ଷେତ୍ରରେ ସୌଭାଗ୍ୟଜନକ ସଫଳତା ପାଇବେ। କିନ୍ତୁ ଦ୍ୱିଜା ନକ୍ଷତ୍ରକୁ କୌଣସି ସମସ୍ୟା ଭିତରେ ଛନ୍ଦି ହୋଇଯିବାକୁ ପଡିପାରେ। ଯାତ୍ରାରୁ ସୁଫଳ ପାଇବେ ଏବଂ ସାମାଜିକ ସ୍ଥିତି ସୁଦୃଢ ରହିବ। ଈର୍ଷାକରି ନିକଟ ସମ୍ପର୍କୀୟମାନେ…

ସୁରକ୍ଷା ଓ ରୋଟାରୀ କ୍ଲବ୍ ପକ୍ଷରୁ ବୃକ୍ଷରୋପଣ

ଭୁବନେଶ୍ୱର : ସ୍ୱେଚ୍ଛାସେବୀ ସଂଗଠନ ସୁରକ୍ଷା ଏବଂ ରୋଟାରୀ କ୍ଲବ ସେିନିୟାଲ୍ ଆନୁକୁଲ୍ୟରେ ଆଜି ପୂର୍ବାହ୍ନରେ ସ୍ଥାନୀୟ ଲୁମ୍ବିନୀ ବିହାର ସ୍ଥିତ ସୁରକ୍ଷା ପରିସରରେ ବୃକ୍ଷରୋପଣ କରାଯାଇଥିଲା । ସୁରକ୍ଷା\'ର ସଭାନେତ୍ରୀ ବନ୍ଦନା ପାଙ୍କ ପ୍ରତ୍ୟେକ୍ଷ ତ୍ୱାବଧାନରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ…

ସନସାଇନ ଯୁବା ସଂଗଠନର ନିଆରା ପ୍ରୟାସ

ଭୁବନେଶ୍ଵର : ଆଜି ସନସାଇନ ଯୁବ ସଂଗଠନ ଓ BMC ମିଳିତ ସହଯୋଗରେ ସହିଦନଗର କଲ୍ୟାଣ ମଣ୍ଡପ ଠାରେ ରକ୍ତ ଦାନ ଶିବିର ଅନୁଷ୍ଠିତ ହୋଇ ୪୩ ୟୁନିଟ ରକ୍ତ ସଂଗୃହୀତ ହୋଇଥିଲା। ଏହା ସହ ଯୁଵା ସଂଗଠନ ତରଫରୁ ଵୃକ୍ଷରୋପଣ ସହ କରୋନା ସମୟରେ ସାହାଯ୍ୟ ଓ ସହଯୋଗ କରିଥିବା ଅମୀୟ ଦାସ, ଅମରେନ୍ଦ୍ର…

ବାଲିରେ ୧୦୧ ସ୍ୱାଧୀନତା ସଂଗ୍ରାମୀଙ୍କ ମୁଖ ମଣ୍ଡଳ

ଜଳେଶ୍ୱର : ୭୪ ତମ ସ୍ୱାଧୀନତା ଦିବସ ଅବସରରେ ବାଲୁକା ଶିଳ୍ପୀ ଅଜୟ କୁମାର ଘୋଷ ବାଲିରେ ୧୦୧ ଜଣ ସ୍ବାଧୀନତା ସଂଗ୍ରାମୀଙ୍କ ମୁଖ ମଣ୍ଡଳ ଆଙ୍କିଛନ୍ତି । ବାଲୁକା ଶିଳ୍ପୀ ଅଜୟ ୧୦ ଫୁଟ ଉଚ୍ଚତାରେ ୧୦୧ ଜଣ ସ୍ୱାଧୀନତା ସଂଗ୍ରୀମୀଙ୍କ ମୁଖ ମଣ୍ଡଳ ଆଙ୍କିଛନ୍ତି । ଏହାକୁ ସେ ୨ ଦିନ ଧରି…

ଭାରତକୁ ପୁଣି ଫେରିବ TikTok

ନୂଆଦିଲ୍ଲୀ : ୟୁଜର ହିସାବରେ ଟିକ୍‌ଟକ୍‌ ପାଇଁ ଭାରତ ଏକ ବଡ଼ ବଜାର ଥିଲା । ତେବେ ସୀମା ବିବାଦ ମଧ୍ୟରେ ଭାରତ ସରକାର ଏହା ଉପରେ କଟକଣା ଲଗାଇବା ପରେ ମୂଳ କମ୍ପାନି ବାଇଟ୍‌ଡ୍ୟାନ୍ସ ଚିନ୍ତାରେ । କିଭଳି ପୁଣି ଭାରତ ବଜାରରେ ପ୍ରବେଶ କରିବ ଏହା ବାଟ ଖୋଜୁଛି । ଏଭଳି କ୍ଷେତ୍ରରେ ଭାରତ କାରବାରକୁ…

ATM ଲୁଟେରାଙ୍କୁ ଧରିଲା ପୋଲିସ

ଅନୁଗୋଳ : ୭ ଜଣ ଅନ୍ତ ରାଜ୍ୟ ATM ଲୁଟେରା ଗ୍ୟାଙ୍ଗକୁ ଧରିଲା ଅନଗୁଳ ପୋଲିସ। ସେମାନଙ୍କୁ ଛତିଶଗଡ଼ରୁ ଗିରଫ କରିଛି ପୋଲିସ। ସେମାନେ ସବୁ ହରିୟାଣାର ଲୋକ। ସେମାନଙ୍କ ଠାରୁ ୧୮ ଲକ୍ଷ ୫୦ ହଜାର ଟଙ୍କା ମଧ୍ୟ ଜବତ ହୋଇଛି। ସେମାନେ ଅନୁଗୁଳ କରଡାଗାଡ଼ିଆ ATM କୁ ଗ୍ୟାସ କଟରରେ କାଟି ୨୭ ଲକ୍ଷ…

କରୋନାକୁ ହରାଇଲେ ଶାହ

ନୂଆଦିଲ୍ଲୀ : ଗୃହମନ୍ତ୍ରୀ ଅମିତ ଶାହଙ୍କ ରିପୋର୍ଟ ନେଗେଟିଭ୍ ଆସିଛି । ସେ ନିଜେ ଟ୍ୱିଟ୍ କରି ଏନେଇ ସୂଚନା ଦେଇଛନ୍ତି । ସେ କହିଛନ୍ତି କି ଆଜି ତାଙ୍କ କରୋନା ରିପୋର୍ଟ ନେଗେଟିଭ୍ ଆସିଛି । ସେ ଇଶ୍ୱରଙ୍କୁ ଧନ୍ୟବାଦ ଦେବା ସହ ଏହି ସମୟରେ ତାଙ୍କ ଆରୋଗ୍ୟ କାମନା କରିଥିବାରୁ ଏବଂ ତାଙ୍କ…

ପୁଣି ଉଦ୍ଧାର ହେଲା ବଜ୍ରକାପ୍ତା

ସୁବର୍ଣ୍ଣପୁର : ସୁବର୍ଣ୍ଣପୁର ଜିଲ୍ଲା ଡୁଙ୍ଗୁରିପାଲି ବ୍ଲକ ବଡକରଲେ ଗାଁ ରୁ ଉଦ୍ଧାର ହୋଇଛି ଏକ ବଜ୍ରକାପ୍ତା। ଗତକାଲି ବିଳମ୍ବିତ ରାତିରେ ଗାଁର ଦୁଲ୍ଲର୍ଭ ପ୍ରଧାନଙ୍କ ଘର ପାହାଚ ତଳୁ ଏହି ବଜ୍ରକାପ୍ତା ମିଳିଛି। ପ୍ରଥମେ ଦୁଲ୍ଲର୍ଭ ଏହାକୁ ଦେଖି ଡରିଯିବା ପରେ ଗାଁ ଲୋକଙ୍କୁ ଖବର ଦେଇଥିଲେ।…

ଭୁବନେଶ୍ୱରରୁ ଆଉ ୨୪୭ ପଜିଟିଭ, ଜାଣନ୍ତୁ ସମ୍ପୁର୍ଣ୍ଣ ତଥ୍ୟ

ଭୁବନେଶ୍ବର() ଆଜି  ଭୁବନେଶ୍ୱରରୁ ୨୪୭ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତିି । ଚିହ୍ନଟ ହୋଇଥିବା ୨୪୭ ନୂଆ ଆକ୍ରାନ୍ତଙ୍କ ମଧ୍ୟରୁ ସଙ୍ଗରୋଧ କେନ୍ଦ୍ରରୁ ୧୪୮ ଓ ସ୍ଥାନୀୟ ଅଞ୍ଚଳରୁ ୯୯ ଜଣ ଚିହ୍ନଟ ହୋଇଛନ୍ତି । ଏହାସହ ଆଜି ୧୦୩ ଜଣ ସୁସ୍ଥ ମଧ୍ୟ ହୋଇଛନ୍ତି । ଏନେଇ ବିଏମସି ପକ୍ଷରୁ ସୂଚନା…

ନିଜ ଜାଲରେ ନିଜେ ଫସିଗଲେ !

ରାୟଗଡ଼ା : ବହୁ ଚର୍ଚ୍ଚିତ ରାୟଗଡାର ୨୪ ଲକ୍ଷ ଟଙ୍କା ଲୁଟ ଘଟଣାର ପର୍ଦ୍ଦାଫାସ୍ କରିଛି ପୋଲିସ।  ଟଙ୍କା ଲୁଟ୍ ନେଇ ଅଭିଯୋଗ କରିଥିବା ବ୍ୟକ୍ତି ନିଜେ ହିଁ ଅଭିଯୁକ୍ତ ବୋଲି ପୋଲିସ କହିଛି। ଏହି ଘଟଣାରେ ସମ୍ପୃକ୍ତି ଅଭିଯୋଗରେ ୪ ଜଣଙ୍କୁ ଗିରଫ କରାବ ସହ ୨୪ ଲକ୍ଷଟଙ୍କା ଜବତ କରାଯାଇଛି। ଗତ…