Odia News Portal
Monthly Archives

August 2020

ଆଜି ମହାପ୍ରଭୁଙ୍କ ବଣଭୋଜି ବେଶ

ପୁରୀ() ଶ୍ରୀମନ୍ଦିରରେ ଆଜି ମହାପ୍ରଭୁଙ୍କ ବଣଭୋଜି ବେଶ । ଭାଦ୍ରବ ମାସ କୃଷ୍ଣପକ୍ଷ ଦଶମୀ ତିଥିରେ ମହାପ୍ରଭୁ ବଣଭୋଜି ବେଶରେ ଭକ୍ତଙ୍କୁ ଦର୍ଶନ ଦେବାର ପରମ୍ପରା ରହିଛି । ଶ୍ରୀମନ୍ଦିରରେ କୃଷ୍ଣଲୀଳା ଅନ୍ତର୍ଗତ ବିଭିନ୍ନ ବେଶ ଅନୁଷ୍ଠିତ ହେବାର କିମ୍ବଦନ୍ତୀ ଥିବାରୁ ଆଜି ମଧ୍ୟାହ୍ନ ଧୂପ ପରେ…

ଆଜି ଆଉ ୧୦ ମୁଣ୍ଡ ନେଲା କରୋନା

ଭୁବନେଶ୍ବର () ଆଜି ରାଜ୍ୟରେ ରେକର୍ଡ ସଂଖ୍ୟ ୧୯୭୭ ଜଣ କରୋନା ସଂକ୍ରମିିତ ଚିହ୍ନଟ ହୋଇଥିବା ବେଳେ ୧୦ ଜଣଙ୍କର ମୃତ୍ୟୁ ଘଟିଛି। ମୃତଙ୍କ ମଧ୍ୟରୁ ଗଞ୍ଜାମ ଜିଲ୍ଲାରେ ୪ ଜଣ, ପୁରୀ ଜିଲ୍ଲାରୁ ୩ ଜଣ, କଟକ, ସମ୍ବଲପୁର ଓ ସୁନ୍ଦରଗଡ଼ ମୃତ୍ୟୁ ଘଟିଛି ଫଳରେ ରାଜ୍ୟରେ କରୋନା ମୃତ୍ୟୁ ସଂଖ୍ୟା ୩୨୪କୁ…

ଆଉ ୧୯୭୭ କରୋନା ପଜିଟିଭ, ଖୋର୍ଦ୍ଧାରୁ ସର୍ବାଧିକ ୩୩୨

ଭୁବନେଶ୍ବର()   ରାଜ୍ୟରେ ୩୦ ଜିଲ୍ଲାରୁ ଆଜି ପୁଣି ୧୯୭୭ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଚିହ୍ନଟ ହୋଇଥିବା ନୂଆ ଆକ୍ରାନ୍ତଙ୍କ ମଧ୍ୟରୁ ସଙ୍ଗରୋଧ କେନ୍ଦ୍ରରୁ ୧୨୪୧ ଓ ସ୍ଥାନୀୟ ଅଞ୍ଚଳରୁ ୭୩୬ ଜଣ ଚିହ୍ନଟ ହୋଇଛନ୍ତି । ଏହାସହ ଓଡ଼ିଶାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୫୪୬୩୦କୁ ବୃଦ୍ଧି…

୨୪ଘଣ୍ଟାରେ ୧୦୦୭ ଜଣଙ୍କ ମୃତ୍ୟୁ

ନୂଆଦିଲ୍ଲୀ()  ଗତ ୨୪ଘଣ୍ଟାରେ ୬୪,୫୩୩ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୧୦୦୭ ଜଣଙ୍କ ମୃତ୍ୟୁ ହୋଇଛି । ଏହାସହ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୨୪,୬୧,୧୯୧ କୁ ବୃଦ୍ଧି ପାଇଛି ଓ ମୃତ୍ୟୁ ସଂଖ୍ୟା ୪୮,୦୪୦ ରେ ପହଞ୍ଚିଛି । ବର୍ତ୍ତମାନ ସୁଦ୍ଧା ସମୁଦାୟ ଆକ୍ରାନ୍ତଙ୍କ ମଧ୍ୟରୁ୧୭,୫୧,୦୫୫ ଜଣ…

ସରକାରଙ୍କ ଏଲ୍‍ଜି ସ୍ମାର୍ଟ ଫୋନ୍‍ ଖରିଦକୁ ନେଇ ଆଲୋଚନା

ଭୁବନେଶ୍ୱର : ସମନ୍ୱିତ ଶିଶୁ ବିକାଶ ଯୋଜନା (ଆଇସିଡିଏସ୍‍) ପ୍ରକଳ୍ପରେ କାର୍ଯ୍ୟରତ ମହିଳାମାନଙ୍କୁ ରାଜ୍ୟ ସରକାର ସ୍ମାର୍ଟ ଫୋନ୍‍ ଯୋଗାଇ ଦେବାପାଇଁ ଟେଣ୍ଡର ଚୂଡାନ୍ତ କରିଛନ୍ତି । ତେବେ ଏଲ୍‍ଜି କମ୍ପାନୀର ସ୍ମାର୍ଟଫୋନ୍‍ ଯୋଗାଣକୁ ନେଇ ଏବେ ଚର୍ଚ୍ଚା ଜୋର ଧରିଛି । ଓଡିଶାରେ ଯେଉଁ…

ହାରିଗଲେ ଡାକ୍ତର କୁଳମଣୀ ସୁନା

ସମ୍ବଲପୁର : ମହାମାରୀ କରୋନା ଗୋଟିଏ ଦିନରେ ସମ୍ବଲପୁର କୋଭିଡ୍‌ ହସପିଟାଲରେ ୨ଟି ମୁଣ୍ଡ ଗଡ଼ାଇ ଦେଇଛି । ସବୁଠାରୁ ଗୁରୁତ୍ୱପୂର୍ଣ କଥା ହେଉଛି ଯେ, ଏହି ରୋଗ ପ୍ରଥମ କରି ରାଜ୍ୟରେ ଜଣେ ଡାକ୍ତରଙ୍କ ଜୀବନ ନେଇଛି । ହୀରାକୁଦର ଇଏସ୍‌ଆଇ ଡାକ୍ତରଖାନାର କାର୍ଯ୍ୟରତ ଚିକିତ୍ସାଧିକାରୀ କୁଳମଣୀ…

ଆଜି ଆପଣଙ୍କ ରାଶି କଣ କହୁଛି ଆସନ୍ତୁ ଜାଣିବା

ମେଷ ଆଜି ପୂର୍ଣ୍ଣାତିଥି ଦଶମୀର ଚନ୍ଦ୍ର ଭାଗ୍ୟସ୍ଥାନକୁ ଦେଖୁଥିବାରୁ କୌଣସି କାମ ଅପୂର୍ଣ୍ଣ ରହିବନାହିଁ। ବହୁ ପ୍ରତୀକ୍ଷିତ ଖବରଟି ଆଜି ଅପରାହ୍ନେ ପାଇପାରନ୍ତି। ଅଶ୍ୱିନୀ ନକ୍ଷତ୍ର କର୍ମକ୍ଷେତ୍ରରେ କେତେକ ଦିଗରୁ ଚାପର ସମ୍ମୁଖୀନ ହେବେ। ଦ୍ୱାଦଶସ୍ଥ ମଙ୍ଗଳ ସ୍ବାସ୍ଥ୍ୟ ସମସ୍ୟାର ଆଶଙ୍କାକୁ…

BSNL ଲଞ୍ଚ୍ କଲା ଦମଦାର୍ ପ୍ଲାନ୍

ନୂଆଦିଲ୍ଲୀ : ଭାରତ ସଞ୍ଚାର ନିଗମ ଲିମିଟେଡ୍(BSNL) ୮୦ ଦିନର ବୈଧତା ବିଶିଷ୍ଟ ଏକ ଶସ୍ତା ପ୍ଲାନ୍ ଲଞ୍ଚ୍ କରିଦେଇଛି । ଏହି ପ୍ଲାନର ଦାମ୍ ୩୯୯ ଟଙ୍କା । ଏହି ପ୍ଲାନରେ ୨୫୦ ମିନିଟ୍ ପ୍ରତିଦିନ କଲିଂ ପାଇଁ ମିଳୁଛି ।  ଏହା ସହିତ ପ୍ରତିଦିନ ୧ ଜିବି ଡାଟା ସହିତ ୧୦୦ ଏସଏମଏସ ମଧ୍ୟ ପାଇବେ…

ଏକ ମାସର ରାଜନୈତିକ ବିବାଦ ପରେ ଗେହଲଟ୍ ଓ ପାଇଲଟ୍ ଭେଟ

ଜୟପୁର : ରାଜସ୍ଥାନରେ ଗତ କିଛି ଦିନ ଧରି ରାଜନୈତିକ ବିବାଦ ଜାରି ରହିଛି।  କଂଗ୍ରେସର ବିଦ୍ରୋହୀ ସାଜିଥିବା ସଚିନ ପାଇଲଟ ପୁଣିଥରେ ପାର୍ଟି ସହିତ ଠିଆ ହୋଇଛନ୍ତି। ପ୍ରାୟ ୧ ମାସ ପରେ ଆଜି ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ୍ ଓ ଉପମୁଖ୍ୟମନ୍ତ୍ରୀ ସଚିନ ପାଇଲଟ ପରସ୍ପରକୁ ଭେଟିଛନ୍ତି। କଂଗ୍ରେସର…

ଆସିଲା ଧୋନିଙ୍କ କରୋନା ଟେଷ୍ଟ ରିପୋର୍ଟ

ନୂଆଦିଲ୍ଲୀ : ଟିମ୍ ଇଣ୍ଡିଆର ପୂର୍ବତନ ଅଧିନାୟକ ତଥା ୱିକେଟ୍ କିପର ଏମ୍.ଏସ୍ ଧୋନିଙ୍କର ଆଜି କରୋନା ଟେଷ୍ଟ ରିପୋର୍ଟ ଆସିଛି। ତେବେ ଭଲ କଥା ହେଲା ଯେ, ଧୋନିଙ୍କ କରୋନା ଟେଷ୍ଟ ନେଗେଟିଭ ଆସିଛି। ପରୀକ୍ଷା ରାଞ୍ଚିରେ କରାଯାଇଥିଲା ଏବଂ ତାଙ୍କ ରିପୋର୍ଟ ନେଗେଟିଭ ଆସିଛି।  ଏମ୍ଏସ୍ ଧୋନି ଏବେ…