ଅସଲି ପୋଲିସ ହାତରେ ଧରାପଡିଲା ନକଲି ପୋଲିସ
ଅସଲି ପୋଲିସ ହାତରେ ଧରାପଡିଲା ନକଲି ପୋଲିସ। ଦିଲ୍ଲୀ ପୋଲିସ ଜଣେ ମହିଳାଙ୍କୁ ଗିରଫ କରିଛି। ମହିଳା ଜଣଙ୍କ ନିଜକୁ ଦିଲ୍ଲୀ ପୋଲିସ କହୁଥିବାବେଳେ ଆସିଷ୍ଟାଣ୍ଟ ସବ୍-ଇନ୍ସପେକ୍ଟର କହି କୋଭିଡ୍-୧୯ର ଚାଲାଣ ବସୁଲୀ କରୁଥିଲେ।
ତେବେ ପୋଲିସ ମହିଳାଙ୍କୁ ଗିରଫ କରାଯିବା ସହିତ ତାଙ୍କ…