Odia News Portal
Monthly Archives

August 2020

ରାଜ୍ୟରେ ଗତ ୨୪ ଘଣ୍ଟାରେ ସର୍ବାଧିକ କରୋନା ଟେଷ୍ଟ କରାଯାଇଛି

ଭୁବନେଶ୍ୱର()  କରୋନା ମୁକାବିଲା ପାଇଁ ରାଜ୍ୟ ସରକାର ଟେଷ୍ଟିଂ ଉପରେ ଅଧିକ ଗୁରୁତ୍ୱ ଦେଉଛନ୍ତି । ଏନେଇ ରାଜ୍ୟରେ ଗତ ୨୪ ଘଣ୍ଟାରେ ସର୍ବାଧିକ କରୋନା ଟେଷ୍ଟ କରାଯାଇଛି ।  ଗୋଟିଏ ଦିନରେ ସର୍ବାଧିକ ୪୦ ହଜାର ୭୧୧ଟି ଟେଷ୍ଟ କରାଯାଇଛି । ଆଟଟିପିସିଆର, ଆଣ୍ଟିଜେନ ଓ ଟ୍ରୁନଟ ମାଧ୍ୟମରେ ଟେଷ୍ଟ…

ରାଜ୍ୟରେ ସଂକ୍ରମଣ ସଂଖ୍ୟା ଡବଲ ହେବାକୁ ୧୮ ଦିନ ଲାଗୁଛି

କରୋନା ଡରାଉଛି । ବିଶ୍ୱ ଇତିହାସରେ ମାନବ ଜାତି ହୁଏତ ଆଗରୁ କେବେ ଏମିତି ମହାମାରୀ ଦେଖିନଥିଲା । ମାନବ ଇତିହାସ ବ୍ଲାକ୍ ଡେଥ୍ ଠାରୁ ସ୍ପେନିସ୍ ଫ୍ଲୁ ଭଳି ମହାମାରୀ ଦେଖିଛି । କିନ୍ତୁ କେବେ ମଧ୍ୟ ପୁରା ଦୁନିଆ ପାଖାପାଖି ୬ ମାସ ପର୍ଯ୍ୟନ୍ତ ଲକଡାଉନ୍ ଭିତରେ ରହିନଥିଲା । ବିକଶୀତ ଦେଶଠାରୁ…

ସଚ୍ଚୋଟ କରଦାତାଙ୍କ ପାଇଁ ନୂଆ ବ୍ୟବସ୍ଥା

ନୂଆଦିଲ୍ଲୀ() ଟିକସ ସୁଧାର ନେଇ ନୂଆ କାର୍ଯ୍ୟକ୍ରମର ଆଜି ଶୁଭାରମ୍ଭ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ମୋଦୀ କହିଛନ୍ତି ଯେ, ଦେଶରେ କରଦାତାଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ । ସଚ୍ଚୋଟ କରଦାତାଙ୍କ ପାଇଁ ନୂଆ ବ୍ୟବସ୍ଥା ଲାଗୁ ହୋଇଛି । ସ୍ୱଚ୍ଛ କରଦାତାଙ୍କୁ ଡରିବାର କିଛି ନାହିଁ ।…

ଦୁର୍ଦ୍ଦାନ୍ତ ଅପରାଧୀ ଅଜୟ ଗିରଫ, ବନ୍ଧୁକ ସହ ୪ଟି ଅଫୁଟା ଗୁଳି ଜବତ

ଖୋର୍ଦ୍ଧା: ଦୁର୍ଦ୍ଦାନ୍ତ ଅପରାଧୀ ଅଜୟ ନାୟକକୁ ଗିରଫ କରିଛି ଜଟଣୀ ଥାନା ପୋଲିସ। ଜଟଣୀ ବାଛେରା ଗ୍ରାମରେ ଆଇଆଇସି ଚଢ଼ାଉ କରି ଅଜୟକୁ ଗିରଫ କରିଥିବା ସୂଚନା ମିଳିଛି । ତା ନିକଟରୁ ଗୋଟିଏ ବନ୍ଧୁକ ଓ ଚାରିଗୋଟି ଜୀବନ୍ତ ଗୁଳି ଜବତ କରିଛି ପୋଲିସ। ଅଜୟ ନାମରେ ଜଟଣୀ ବ୍ୟତିତ ଆଖପାଖ ଥାନାରେ…

ବଡ଼ ଖବର,ଦିନକରେ ୬୬ ହଜାର ୯୯୯ ନୂଆ ଆକ୍ରାନ୍ତ ଚିହ୍ନଟ

ନୂଆଦିଲ୍ଲୀ()    ଦେଶରେ କରୋନା ମୃତ୍ୟୁ ସଂଖ୍ୟା ୪୭ ହଜାର ୩୩କୁ ବୃଦ୍ଧି ପାଇଛି । ଗତ ୨୪ ଘଣ୍ଟା ମଧ୍ୟରେ ୯୪୨ ଜଣ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଥିବା ବେଳେ ୬୬ ହଜାର ୯୯୯ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେହିପରି ଦେଶରେ ଆକ୍ରାନ୍ତଙ୍କ ସଂଖ୍ୟା ୨୩ ଲକ୍ଷ ୯୬ ହଜାର ୬୩୭କୁ ବୃଦ୍ଧି ପାଇଛି ।…

ପୁଣି ଗଲା ଆଉ ଏକ ହାତୀ ଛୁଆର ଜୀବନ

ସମ୍ବଲପୁର : ପୁଣି ସମ୍ବଲପୁର ଜ଼ୀଲ୍ଲାର ଧମା ରେଞ୍ଜ ତବଲୋଇ ସଂରକ୍ଷିତ ଜଙ୍ଗଲରେ ଏକ ହାତୀ ଶାବକର ମୃତ ଦେହ ଦେଖିବାକୁ ମିଳିଛି। ସୂଚନା ମୁତାବକ ହାତୀଟି ଅଢେଇ ବର୍ଷରୁ ୩ବର୍ଷ ମଧ୍ୟରେ ହେବ। କିଛି ଦିନ ପୂର୍ବରୁ ଏହି ହାତୀଟି ଅସୁସ୍ଥ ଥିବା ବନ ବିଭାଗ ଜାଣିବାକୁ ପାଇଥିଲା। ହାତୀଟିର ପାଟିରୁ…

ପଡି ପଡି ଖତ ହେଲାଣି ହଜାର ହଜାର ବସ୍‍

ଭୁବନେଶ୍ୱର : ରାଜ୍ୟରେ ଏବେ ହଜାର ହଜାର ବସ୍‍ ଖତ ହେବାରେ ଲାଗିଛି । ଛିଡା ହୋଇ ହୋଇ କାହାର ଚକା ଫାଟିଲାଣି ତ ଆଉ କାହା ଉପରେ ଗଛ ଲତା ମାଡିଗଲାଣି । ମାସ ମାସ ଧରି ଷ୍ଟାର୍ଟ ହୋଇପାରୁ ନାହିଁ । ମାଲିକମାନେ ମୁଣ୍ଡରେ ହାତ ଦେଇ ବସିଥିବାବେଳେ ଏହି ଶିଳ୍ପ ସହ ଜଡିତ ପ୍ରାୟ ଅଢେଇ ଲକ୍ଷ ଲୋକ ଏବେ…

ମାଲକାନଗିରି ଜିଲ୍ଲାରେ ବନ୍ୟା ପରିସ୍ଥିତି

ମାଲକାନଗିରି : ଆଜିଠୁ ଉତ୍ତର-ପଶ୍ଚିମ ବଙ୍ଗୋପସାଗରରେ ଲଘୁଚାପ ସୃଷ୍ଟି ସମ୍ଭାବନା । ପାଣିପାଗ ବିଜ୍ଞାନ କେନ୍ଦ୍ର୍ରର ପୂର୍ବାନୁମାନ ଅନୁସାରେ ଦକ୍ଷିଣ ଓ ପଶ୍ଚିମ ଓଡ଼ିଶାର ୭ଟି ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ସମ୍ଭାବନା ରହିଛି । କିନ୍ତୁ ଏହାରି ଭିତରେ ମାଲକାନଗିରି ଜିଲ୍ଲାରେ ବନ୍ୟା…

ମୁଙ୍ଗାପଡାରେ ବିରଳ ଧଳା କାଉ ଉଦ୍ଧାର

ଝାରସୁଗୁଡା: ଝାରସୁଗୁଡା ସହରର ମୁଙ୍ଗାପଡାରେ ବିରଳ ଧଳା କାଉ । ସ୍ଥାନୀୟ ଅଞ୍ଚଳର ଦିପ୍ତେଶ ସୋନିଙ୍କ ଘର ଆଗରେ ଏକ ଲୁହା ଗେଟ୍‌ରେ କାଉଟି ବସିଥିବାର ଦେଖିବାକୁ ମିଳିଥିଲା । ପରେ ଦିପ୍ତେଶ କାଉଟିକୁ ଦେଖି ଘରକୁ ଆଣିଥିଲେ । କାଉଟିର ଯତ୍ନ ନେବା ସହ ବନବଭାଗକୁ ଖବର ଦେଇଥିଲେ । ପରେ ବନବିଭାଗ…

ଆଜି ଆପଣଙ୍କ ରାଶି କଣ କହୁଛି ଆସନ୍ତୁ ଜାଣିବା

ମେଷ ଆଜି ଧନ ଭାବରେ ଚନ୍ଦ୍ର ରହିଥିବାରୁ ଯାହା ଚାହୁଁଛନ୍ତି ତାହା ଅବଶ୍ୟ ପାଇବେ। ଚେଷ୍ଟା କରୁଥିବା କାମରେ ସଫଳତା ମିଳିବ ଓ ସ୍ବାସ୍ଥ୍ୟରେ ସାମାନ୍ୟ ଉନ୍ନତି ପରିଲକ୍ଷିତ ହେବ। ନିର୍ମାଣାଧୀନ କାର୍ଯ୍ୟ ସ୍ଥଗିତ ରହିପାରେ। ଯାନବାହନରେ ସତର୍କତା ଅବଲମ୍ବନ କରନ୍ତୁ। ଯାତ୍ରା, ପ୍ରଶାସନ,…