Odia News Portal
Monthly Archives

August 2020

କୋଭିଡ଼ ମୋବାଇଲ ଆପର ଶୁଭାରମ୍ଭ

ଭୁବନେଶ୍ବର() ରାଜ୍ୟରେ କରୋନା ଦ୍ବାରା ଆକ୍ରାନ୍ତ ହୋଇଥିବା ବ୍ୟକ୍ତିମାନଙ୍କ ମଧ୍ୟରୁ ୧୬-୪୦ ବର୍ଷ ବୟସ୍କ ଯୁବଗୋଷ୍ଠୀଙ୍କ ସଖ୍ୟା ପ୍ରାୟ ୬୦ ପ୍ରତିଶତ ଅଟେ ।ଏହାକୁ ଦୃଷ୍ଟିରେ ରଖି, ଆର୍ନ୍ତଜାତିକ ଯୁବ ଦିବସ (୧୨ ଅଗଷ୍ଟ) ଅବସରରେ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ, ଓଡିଶା ସରକାର ଏକ…

କଂଗ୍ରେସ ମୁଖପାତ୍ର ରାଜୀବ ତ୍ୟାଗିଙ୍କ ପରଲୋକ

ନୂଆଦିଲ୍ଲୀ : ଭାରତୀୟ ରାଷ୍ଟ୍ରୀୟ କଂଗ୍ରେସ୍‌ ( ଆଇଏନ୍‌ସି)ର ପ୍ରବକ୍ତା  ରାଜୀବ ତ୍ୟାଗୀଙ୍କ ମୃତ୍ୟୁ ହୋଇଛି ।  କୁହାଯାଉଛି କି  ବୁଧବାର ସନ୍ଧ୍ୟାରେ  ଏକ ଟିଭି ଶୋ’ ବେଳେ  ତାଙ୍କୁ ହାର୍ଟ ଆଟାକ୍‌ ହୋଇଥିଲା  । କିଛି ସମୟ ପରେ ତାଙ୍କର ପ୍ରାଣ ବାୟୁ ଚାଲିଯାଇଥିଲା । କଂଗ୍ରସର ସଚିବ…

ଟ୍ୱିନ ସିଟିରେ ଚିନ୍ତା ବଢ଼ାଉଛି ଲୋକାଲ କେଶ, ଆଜି ଭୁବନେଶ୍ୱରରୁ ୮୩, କଟକରୁ ୨୧

ଭୁବନେଶ୍ୱର : ରାଜଧାନୀରେ ଦିନ କୁ ଦିନ କାୟା ବିସ୍ତାର କରିବାରେ ଲାଗିଛି ମାରାତ୍ମକ କରୋନା ଭାଇରସ । ଆଜି ରାଜଧାନୀ ଭୁବନେଶ୍ୱରରୁ ୧୮୭ ଜଣ ନୂଆ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ଏମାନଙ୍କ ମଧ୍ୟରୁ ୧୦୪ ଜଣ ପୂର୍ବରୁ କ୍ଵାରିଣ୍ଟିଂନ ସେଣ୍ଟରରେ ଥିବା ବେଳେ ୮୩ଜଣ ସ୍ଥାନୀୟ ବାସିନ୍ଦା ଥିବା…

ଆଜି ପୁଣି ସୁସ୍ଥ ତାଲିକାରେ ଯୋଡି ହେଲେ ୧୬୭୩ କରୋନା ଆକ୍ରାନ୍ତ

ଭୁବନେଶ୍ଵର :  ଆଜି ଆଉ ୧୬୭୩ କରୋନା ଆକ୍ରାନ୍ତ ହୋଇଛନ୍ତି ସୁସ୍ଥ ।  ଟ୍ବିଟ କରି ସୂଚନା ଦେଲା ସ୍ବାସ୍ଥ୍ୟ ବିଭାଗ। ଆଜିର ସୁସ୍ଥଙ୍କ ମଧ୍ୟରେ ଅଛନ୍ତି ଗଞ୍ଜାମର ୩୮୯, ଖୋର୍ଦ୍ଧାର ୧୭୭, ସୁନ୍ଦରଗଡର ୧୬୩,କଟକର ୧୨୬, କୋରାପୁଟର ୧୨୦, ପୁରୀର ୧୦୦, ସମ୍ବଲପୁରର ୬୧,ବରଗଡର ୫୦, କେନ୍ଦୁଝରର ୪୭,…

ଏ ତରଫା ପ୍ରେମ କରି ଛାତ୍ରୀଙ୍କୁ ହଇରାଣ ଘଟଣା : ଥାନାରେ ଛାତ୍ରୀ

ସାଲେପୁର : ଏକ ତାରଫା ପ୍ରେମ କରିବା ସହ ଯୁବତୀଙ୍କୁ ହଇରାଣ କରିବା ଘଟଣା, ଥାନାରେ ଅଭିଯୋଗ କଲେ ବିଏସ୍‌ସି ପାସ କରିଥିବା ଛାତ୍ରୀ । ଛାତ୍ରୀ ଜଣଙ୍କ ହେଲେ କଟକ ଜିଲ୍ଲା ସାଲେପୁର ଥାନା ଜିଗ୍ନିପୁର ଛୁଆଳିଆ ଗ୍ରାମର । ଏକ ତରଫା ପ୍ରେମ କରୁଥିବା ଯୁବକ ଜଣଙ୍କ ହେଲେ ସେହି ଗ୍ରାମର ଅଚ୍ୟୁତାନନ୍ଦ…

ସ୍ୱାଧୀନତା ଦିବସ ପାଇଁ ସଟଡାଉନ୍ କଟକଣା କୋହଳ

ଭୁବନେଶ୍ୱର : ସ୍ୱାଧୀନତା ଦିବସ ପାଇଁ ୪ ଜିଲ୍ଲାରେ ସଟଡାଉନ୍ କଟକଣା କୋହଳ । ୪ ଜିଲ୍ଲା ସହ ରାଉରକେଲା ମହାନଗର ନିଗମ ଅଞ୍ଚଳରେ ମଧ୍ୟ କଟକଣା କୋହଳ କରାଯାଇଛି । ସ୍ୱାଧୀନତା ଦିବସରେ ପତାକା ଉତ୍ତୋଳନ ପାଇଁ କଟକଣାକୁ କୋହଳ କରାଯିବ । ଦିନ ୧୧ଟା ପର୍ଯ୍ୟନ୍ତ କଟକଣା କୋହଳ ପାଇଁ ନିଷ୍ପତ୍ତି…

କରୋନା ରୋଗୀଙ୍କ ଶବ ସତ୍କାର କରୁଥିବା ବ୍ୟକ୍ତିଙ୍କୁ ସମ୍ମାନିତ

ଭୁବନେଶ୍ଵର : କରୋନାର ଭୟାବହତା ଯୋଗୁ ଆଜି ସମାଜରେ ଅନେକ ଅମାନବୀୟ ପରିସ୍ଥିତି ସୃଷ୍ଟି ହେଉଥିବା ବେଳେ ଭୁବନେଶ୍ଵରର ସତ୍ୟନଗର ଶ୍ମଶାନ ଠାରେ କରୋନା ରୋଗୀଙ୍କ ଶବ ସତ୍କାର କରୁଥିବା ୨୦ଜଣ ବ୍ୟକ୍ତି ସମସ୍ତଙ୍କୁ ମାନବିକତାର ନୂତନ ରୂପ ଦେଖାଇଛନ୍ତି। ପ୍ରଥମ ଦିନରୁ ଅବହେଳିତ ଭାବେ କାମ…

ମାହାଙ୍ଗାରେ ବୃହତ ପାନୀୟଜଳ ପ୍ରକଳ୍ପକୁ କ୍ୟାବିନେଟରେ ମଞ୍ଜୁରି

ଭୁବନେଶ୍ୱର() ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଆଜି ରାଜ୍ୟ କ୍ୟାବିନେଟର ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ହୋଇଥିଲା । ସେହି ବୈଠକରେ ବହୁ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି । ସେହି ସବୁ ଗୁରତ୍ୱପୂର୍ଣ୍ଣ ନିଷ୍ପତ୍ତି ଉପରେ ସୂଚନା ଦେଇଛନ୍ତି ମୁଖ୍ୟ ଶାସନ ସଚିବ ଅସୀତ…

ପୁଣିଥରେ ମା’ ହେବାକୁ ଯାଉଛନ୍ତି କରୀନା

ବଲିଉଡ୍‌ ଅଭିନେତ୍ରୀ କରୀନା କପୁର ପୁଣିଥରେ ମା’ ହେବାକୁ ଯାଉଛନ୍ତି। ତୈମୁର ଖୁବ୍‌ଶୀଘ୍ର ବଡ଼ ଭାଇ ଦାୟିତ୍ୱ ସମ୍ପାଦନା କରିବେ। ଏନେଇ କରୀନା ଓ ସୈଫ୍‌ ପରୋକ୍ଷରେ କହିଛନ୍ତି। ମା’ ହେବା ନେଇ କରୀନା କହିଛନ୍ତି ଯେ ‘ଖୁବ୍‌ଶୀଘ୍ର ଆମ ପରିବାର ସହ ଆଉ ଜଣେ ନୂଆ ସଦସ୍ୟ ଯୋଡ଼ି ହେବାକୁ ଯାଉଛନ୍ତି।…

ସିଏସ୍ଆର୍ ସର୍ଭେ: ଆଇଟିଇଆର୍ ଦେଶର ୧୧ତମ ଶ୍ରେଷ୍ଠ ଇଞ୍ଜିନିୟରିଂ କଲେଜ ଅଫ୍ ଏମିନେନ୍ସ

ଭୁୁବନେଶ୍ୱର() ଶିକ୍ଷା ଓ ଅନୁସନ୍ଧାନ (ଡିମ୍ଡ ଟୁ ବି ୟୁନିଭର୍ସିଟି) ପରିଚାଳିତ ଇନ୍ଷ୍ଟିଚୁ୍ୟଟ୍ ଅଫ୍ ଟେକ୍ନିକାଲ ଏଜୁକେସନ୍ ଆଣ୍ଡ ରିସର୍ଚ୍ଚ (ଆଇଟିଇଆର୍) ଦେଶର ୧୧ତମ ଶ୍ରେଷ୍ଠ ଇଞ୍ଜିନିୟରିଂ କଲେଜ ଅଫ୍ ଏମିନେନ୍ସ ଭାବେ କମ୍ପିଟିସନ୍ ସକ୍ସେସ୍ ରିଭୁ୍ୟ (ସିଏସ୍ଆର୍) ସର୍ଭେ -୨୦୨୦ ଅନୁଯାୟୀ…