Odia News Portal
Monthly Archives

August 2020

+୨ ବିଜ୍ଞାନ ରେଜଲ୍ଟ ପ୍ରକାଶ

ଭୁବନେଶ୍ୱର()  ବୁଧବାର +୨ ବିଜ୍ଞାନ ପରୀକ୍ଷା ଫଳ ପ୍ରକାଶ ପାଇଛି ।  ଚଳିତ ବର୍ଷ ୭୦.୨୧ ପ୍ରତିଶତ ଛାତ୍ରଛାତ୍ରୀ ପାସ କରିଛନ୍ତି ।  ଏନେଇ ସ୍କୁଲ ଓ ଗଣଶିକ୍ଷା ବିଭାଗ  ସମୀର ରଞ୍ଜନ ଦାସ ଦେଇଛନ୍ତି । ଚଳିତ ବର୍ଷ ପରୀକ୍ଷାରେ ମୋଟ ୯୭,୩୭୭ ଜଣ ଛାତ୍ରଛାତ୍ରୀ ପରୀକ୍ଷା ଦେଇଥିଲେ ।  ସେଥିମଧ୍ୟରୁ…

ଆଜି ବାହାରିବ ଗଣପର୍ବ ନୂଆଁଖାଇ ପାଇଁ ଶୁଭଲଗ୍ନ

ସମ୍ବଲପୁର : ଆଜି ଆସିବ ପଶ୍ଚିମ ଓଡ଼ିଶାର କୃଷିଭିତ୍ତିକ ଗଣପର୍ବ ନୂଆଁଖାଇ ପାଇଁ ଶୁଭଲଗ୍ନ। ସମ୍ବଲପୁରର ଝାଡୁଆପଡା ବ୍ରହ୍ମପୁରା ମନ୍ଦିର ଟ୍ରଷ୍ଟ ବୋର୍ଡ ଦ୍ୱାରା ଆୟୋଜିତ ହେଉଥିବା ବ୍ରହ୍ମମଣ୍ଡପ ପଣ୍ଡିତ ମହାସଭାରେ ଏହି ଲଗ୍ନ ନିର୍ଦ୍ଧାରିତ ହେବ । ଝାଡୁଆପଡାର ବ୍ରହ୍ମପୁରା ମନ୍ଦିର ଟ୍ରଷ୍ଟ…

ଆଉ ୯ ମୁଣ୍ଡ ନେଲା କରୋନା, ମୃତ୍ୟୁ ସଂଖ୍ୟା ୩୦୫କୁ ବୃଦ୍ଧି

ଭୁବନେଶ୍ୱର() ରାଜ୍ୟରେ ଆଜି ୧୮୭୬ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୯ଜଣଙ୍କ ଜୀବନ ନେଇଛି କରୋନା । ମୃତକଙ୍କ ମଧ୍ୟରେ ଗଞ୍ଜାମରୁ ୪, ରାୟଗଡ଼ାରୁ ୨, ଅନୁଗୁଳ, ବାଲେଶ୍ୱର ଓ ଖୋର୍ଦ୍ଧାରୁ ଜଣେ ଲେଖାଏଁ ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଛି । ଏହାସହ ଓଡ଼ିଶାରେ କରୋନା ଜନିତ ମୃତ୍ୟୁ ସଂଖ୍ୟା…

ଆଜି ଆଉ ୧୮୭୬ କରୋନା ପଜିଟିଭ୍, ସଂକ୍ରମିତଙ୍କ ସଂଖ୍ୟା ୫୦ ହଜାର ପାର

ଭୁବନେଶ୍ବର() ୨୪ ଘଣ୍ଟା ମଧ୍ୟରେ ୧୮୭୬ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନା ସଂକ୍ରମିତଙ୍କ ସଂଖ୍ୟା ୫୦୬୭୨ ରେ ପହଞ୍ଚିଛି । ଏନେଇ ରାଜ୍ୟ ସୂଚନା ଓ ଲୋକସଂପର୍କ ବିଭାଗ ପକ୍ଷରୁ ଟ୍ବିଟ୍ ଯୋଗେ ସୂଚନା ପ୍ରଦାନ କରାଯାଇଛି । ଚିହ୍ନଟ ହୋଇଥିବା ସଂକ୍ରମିତଙ୍କ…

ଫୁସ୍‌ଫୁସ୍‌ କ୍ଯାନସରରେ ଆକ୍ରାନ୍ତ ସଞ୍ଜୟ ଦତ୍ତ

ମୁମ୍ବାଇ()ଅଭିନେତା ସଞ୍ଜୟ ଦତ୍ତଙ୍କୁ ଫୁସ୍‌ଫୁସ୍‌ କ୍ଯାନସର । ସେ ବର୍ତ୍ତମାନ ଫୁସ୍‌ଫୁସ୍‌ କର୍କଟ ରେ ଆକ୍ରାନ୍ତ ଥିବା ଜଣାପଡିଛି । ଯାହା ସୁଚନା ମିଳିଛି ତାଙ୍କର ଷ୍ଟେଜ୍‌-୩ ଫୁସ୍‌ଫୁସ୍‌ କ୍ୟାନ୍‌ସର ସଂପର୍କରେ ଜଣା ପଡ଼ିବା ପରେ ପରବର୍ତ୍ତୀ ଚିକିତ୍ସା ପାଇଁ ସେ ଖୁବ୍ ଶୀଘ୍ର ଆମେରିକା…

ରାଜଧାନୀ ଖାଉଟିଙ୍କୁ ଟା ଟା କରୁଛି ଟାଟା ବିଜୁଳି

ଭୁବନେଶ୍ୱର : ସରକାରୀ ବିଦ୍ୟୁତ୍‍ ଯୋଗାଣ ସଂସ୍ଥା ସେସୁକୁ ରାଜ୍ୟ ସରକାର ଟାଟା ହାତରେ ଟେକିଦେବା ପରେ ଗ୍ରାହକଙ୍କ ହଟହଟା କମିବା ବଦଳରେ ବଢିବାରେ ଲାଗିଛନ୍ତି । ଗ୍ରାହକମାନେ କିଭଳି ହଟହଟା ହେଉଛନ୍ତି ତାହା ଦେଖିବାକୁ କୌଣସି ଗ୍ରାମାଞ୍ଚଳକୁ ଯିବାକୁ ପଡିବନାହିଁ, ରାଜଧାନୀର ବିଜୁଳି…

ବେଦିରେ ବସିବେ ବିବାଦୀୟ ଅଭିନେତ୍ରୀ ରାନୀ

ଭୁବନେଶ୍ୱର : ବାଜିବ ସାହାନାଇ। ସେ ପିନ୍ଧିବେ ବଉଳ ପାଟ। ରିଲ୍‌ ନୁହେଁ ରିୟଲରେ ବିବାହ ବେଦିରେ ବସିବେ ବିବାଦୀୟ ଅଭିନେତ୍ରୀ ରାନୀ ପଣ୍ଡା । ଏକ ଭିଡ଼ିଓ ମାଧ୍ୟମରେ ସେ ଏହି କଥାର ଖୁଲାସା କରିଛନ୍ତି । ଯାହାକୁ ନେଇ ଏବେ ଜୋରସୋରରେ ଚର୍ଚ୍ଚା ଆରମ୍ଭ ହୋଇଯାଇଛି। କିଏ ସେହି ବ୍ୟକ୍ତି । ଯିଏ…

ଆଜି ପ୍ରକାଶ ପାଇବ ଯୁକ୍ତ ୨ ବିଜ୍ଞାନ ରେଜଲ୍ଟ

ଭୁବନେଶ୍ୱର : ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ (ସିଏଚ୍‌ଏସ୍‌ଇ) ଦ୍ୱାରା ପରିଚାଳିତ ଯୁକ୍ତ ଦୁଇ ବିଜ୍ଞାନ ପରୀକ୍ଷା ଫଳ ଆଜି ପ୍ରକାଶ ପାଇବ । ବୁଧବାର ଦିନ ୧୨ଟା ୩୦ରେ ସିଏଚ୍‌ଏସ୍‌ଇ କାର୍ଯ୍ୟାଳୟରେ ଫଳ ଘୋଷଣା କରାଯିବ । ଏହା ସହ ଚଳିତ ମାସ ତୃତୀୟ ସପ୍ତାହରେ ବାଣିଜ୍ୟ ଏବଂ ଶେଷ ସପ୍ତାହରେ କଳା…

ଝିଅ ହତ୍ୟାର ପ୍ରତିଶୋଧ ନେଲେ ବାପା

ସ୍ତ୍ରୀର ଦଶମାସିକ ଶ୍ରାଦ୍ଧରେ ଯୋଗ ଦେବାକୁ ଶ୍ୱଶୁର ଘର ଯାଇଥିଲେ ଜ୍ୱାଇଁ। କିନ୍ତୁ ସେଠାରେ ଶ୍ୱଶୁରଙ୍କ ସହ ହେଲା ଗଣ୍ଡଗୋଳ। ପାଟିତୁଣ୍ଡ ଏତେ ବଢ଼ିଗଲା ଯେ ପାଖରେ ପଡ଼ିଥିବା କଟୁରୀ ଆଣି ଜ୍ୱାଇଁଙ୍କ ବେକକୁ ପାହାରେ ଦେଲେ ଶ୍ୱଶୁର। ଘଟଣାସ୍ଥଳରେ ହିଁ ଜ୍ୱାଇଁଙ୍କ ମୁଣ୍ଡଗଣ୍ଡି ଅଲଗା ହୋଇଗଲା।…

ସରିଫ୍‌ଙ୍କ ଝିଅ ଉପରେ ପାକିସ୍ତାନ ପୁଲିସର ପଥରମାଡ଼

କରାଚି : ପାକିସ୍ତାନର ପୂର୍ବ ପ୍ରଧାନମନ୍ତ୍ରୀ ନଓ୍ଵାଜ୍‌ ସରିଫ୍‌ଙ୍କ ଝିଅ ମରିୟନ୍‌ ନଓ୍ଵାଜ୍‌ ସରିଫ୍‌ଙ୍କ କାର୍‌ ଉପରେ ପାକିସ୍ତାନ ପୋଲିସ ଆଜି ଭଲ କରି ପଥର ମାଡ଼ କରିଛି । ଜଣାଯାଇଛି ଯେ ମରିୟନ୍‌ଙ୍କୁ ଆଜି ରାଷ୍ଟ୍ରୀୟ ଜବାବଦେହି ବ୍ୟୁରୋ(ନାବ୍‌) ନିକଟରେ ହାଜିରା ହେବାର ଥିଲା । ଏହି ସମୟରେ…