ଆଜି ଜନ୍ମାଷ୍ଟମୀ ପଡ଼ୁଛି ବିଶେଷ ଯୋଗ, ପୂଜା କଲେ ମିଳିବ ଦୁଇ ଗୁଣ ଫଳ
ଆଜି ଜନ୍ମାଷ୍ଟମୀ ପର୍ବ ପାଳନ ହେଉଛି । ଚଳିତ ବର୍ଷ ଅଷ୍ଟମୀ ତିଥି ଅଗଷ୍ଟ ୧୧ ଓ ୧୨ ଦୁଇ ଦିନ ଧରି ପାଳନ ହେବ । ଏଥିପାଇଁ କିଛି ଯାଗାରେ ମଙ୍ଗଳବାର ଓ କିଛି ଯାଗାରେ ବୁଧବାର ଜନ୍ମାଷ୍ଟମୀ ପର୍ବ ପାଳନ କରାଯିବ । ଦୀର୍ଘ ୨୭ ବର୍ଷ ପରେ ଚଳିତ ବର୍ଷ ଏକ ବିଶେଷ ଯୋଗ ପଡ଼ୁଥିବାରୁ ଏଥରର ଜନ୍ମାଷ୍ଟମୀ…