ମନ୍ଦିର ନିଷ୍ପତ୍ତି ସରକାର ନେବେ
କଟକ() କରୋନା ପାଇଁ ଦୀର୍ଘ ଦିନ ହେଲା ମନ୍ଦିର ଓ ଧର୍ମାନୁଷ୍ଠାନ ବନ୍ଦ ରହିବାରୁ ସେଗୁଡ଼ିକ ଉପରେ ନିର୍ଭର କରି ପରିବାର ପ୍ରତିପୋଷଣ କରିଆସୁଥିବା ପୂଜକ ଓ ସେବାୟତମାନେ ନାହିଁନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଧର୍ମାନୁଷ୍ଠାନ ଖୋଲିବା ନେଇ ହାଇକୋର୍ଟରେ ଜନସ୍ୱାର୍ଥ ମାମଲା ହୋଇଥିଲା ।…