Odia News Portal
Monthly Archives

August 2020

ଏହି ତାରିଖରେ ଲଞ୍ଚ ହେବ ବିଶ୍ୱର ପ୍ରଥମ କୋଭିଡ ଟୀକା

ଅଗଷ୍ଟ ୧୨ରେ ରୁଷ ବିଶ୍ୱର ପ୍ରଥମ କୋଭିଡ୍‌ ଟିକା ଲଞ୍ଚ କରିବାକୁ ଯାଉଛି । ଆସନ୍ତା ୧୨ରେ ବିଶ୍ୱର ପ୍ରଥମ କୋଭିଡ୍‌ ଟିକା ଭାବେ ଏହା ସାର୍ବଜନୀନ ବ୍ୟବହାର ପାଇଁ ଉପଲବ୍ଧ ହେବ ବୋଲି ଋଷିଆର ଉପ ସ୍ୱାସ୍ଥ୍ୟମନ୍ତ୍ରୀ ଓଲେଗ୍‌ ଗ୍ରିଦ୍‌ନେଭ ପ୍ରକାଶ କରିଛନ୍ତି । କୋଭିଡ୍‌-୧୯ର ସଫଳ ମୁକାବିଲା ପାଇଁ…

ରାଜଧାନୀରେ ବନ୍ଦ ହୋଇପାରେ ବ୍ୟବସାୟ ପ୍ରତିଷ୍ଠାନ

ଭୁବନେଶ୍ୱର : କରୋନା ଯୋଗୁଁ ଏବେ ରାଜଧାନୀରେ ଅନେକ ବଡ ବଡ ବ୍ୟବସାୟ ପ୍ରତିଷ୍ଠାନରେ ତାଲା ଝୁଲିବା ଏକ ପ୍ରକାର ନିଶ୍ଚିତ ହେଲାଣି । ବିଶେଷକରି ଯେଉଁସବୁ ବ୍ୟବସାୟୀମାନେ ମୋଟା ଅଙ୍କରେ ଘର ଭଡା ନେଇ ବ୍ୟବସାୟ କରୁଥିଲେ କାରବାର ବନ୍ଦ ଯାଗୁଁ ସେମାନଙ୍କର ଏଭଳି ଅବସ୍ଥା ଉପୁଜିଲାଣି । ବାପୁଜୀନଗର,…

ଆଜି କେତେ ରହିଛି ପେଟ୍ରୋଲ-ଡିଜେଲ ଦାମ୍‌ ଆସନ୍ତୁ ଜାଣିବା

ସରକାରୀ ତୈଳ କମ୍ପାନୀଙ୍କ ଦ୍ୱାରା ଆଜି ପେଟ୍ରୋଲ ଡିଜେଲ ଦର ସ୍ଥିର ରହିଛି। ଆଜି ଭୁବନେଶ୍ୱରରେ ପେଟ୍ରୋଲ ଦର ୮୧.୦୩ ଟଙ୍କା ପ୍ରତି ଲିଟର ରହିଥିବାବେଳେ ଡିଜେଲ ପ୍ରତି ଲିଟର ପିଛା ରହିଛି ୮୦.୦ ୩ ଟଙ୍କା। ସେହିପରି ଦିଲ୍ଲୀ, ମୁମ୍ବାଇ ଏବଂ ଚେନ୍ନାଇ ଏବଂ କୋଲକାତାରେ ପେଟ୍ରୋଲ ଏବଂ ଡିଜେଲ ଦାମ…

ପୁଣି କୋଭିଡ୍ କେୟାର ସେଣ୍ଟରରେ ଲାଗିଗଲା ନିଆଁ, ୭ ମୃତ

ହାଇଦ୍ରାବାଦ: ଆନ୍ଧ୍ର ପ୍ରଦେଶର ବିଜୟୱାଡାରେ ଆଜି ସକାଳେ ଏକ କୋଭିଡ୍ କେୟାର ସେଣ୍ଟରରେ ନିଆଁ ଲାଗି ଯିବାରୁ ୭ ଜଣଙ୍କ ମୃତ୍ୟୁ ଘଟିଛି। ଅନ୍ୟ ୩୦ ଜଣଙ୍କୁ ଉଦ୍ଧାର କରାଯାଇଛି। ସେମାନଙ୍କ ମଧ୍ୟରୁ ୧୦ ଜଣ ଆହତ ହୋଇଥିବା ବେଳେ ସମସ୍ତଙ୍କୁ ନିକଟସ୍ଥ ଏକ ହସ୍‌ପିଟାଲ୍‌ରେ ଭର୍ତ୍ତି କରାଯାଇଥିବା…

ଆଜି ଲଘୁଚାପ : ସତର୍କ ରହିବାକୁ ସମସ୍ତ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ

ଭୁବନେଶ୍ୱର : ଉତ୍ତର ପଶ୍ଚିମ ବଙ୍ଗୋପସାଗର ଉପରେ ରହିଛି ଘୂର୍ଣ୍ଣିବଳୟ । ଏହା ଘନୀଭୂତ ହୋଇ ଆଜି ଉତ୍ତର ଓ ପାର୍ଶ୍ବବର୍ତ୍ତୀ ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପସାଗରରେ ଲଘୁଚାପରେ ପରିଣତ ହେବ । ଏହା ପ୍ରଭାବରେ ଆସନ୍ତାକାଲିଠାରୁ ରାଜ୍ୟରେ ବର୍ଷା ବଢ଼ିଯିବ । ଆସନ୍ତା ୧୩-୧୪ ତାରିଖ ଯାଏଁ ବର୍ଷା ଲାଗି…

ଖୋଲିଲା ହୀରାକୁଦର ୮ ଟି ଗେଟ୍

ଖୋଲିଲା ହୀରାକୁଦର ୮ ଟି  ଗେଟ୍। ଗତ କାଲି ରାତି ୯ଟା ସୁଦ୍ଧା ହୀରାକୁଦ ଜଳଭଣ୍ଡାର ଜଳସ୍ତର ୬୦୮.୫୦ ଫୁଟରେ ପହଞ୍ଚିଛି। ଜଳଭଣ୍ଡାରର ଉପର ମୁଣ୍ଡରେ ୩.୪୬ ମିଲିମିଟର, ତଳ ମୁଣ୍ଡରେ ୫.୪୪ ମିଲିମିଟର ବର୍ଷା ରେକର୍ଡ ହୋଇଛି। ପ୍ରତି ସେକେଣ୍ଡରେ ଜଳଭଣ୍ଡାରକୁ ୧ ଲକ୍ଷ ୩୫ ହଜାର ୯୪୮ ଘନଫୁଟ ଜଳ…

ବିବାହ ବନ୍ଧନରେ ବାନ୍ଧି ହେବେ ଏହି ଟିମ୍‌ ଇଣ୍ଡିଆର ଷ୍ଟାର ସ୍ପିନର

ଟିମ୍‌ ଇଣ୍ଡିଆର ଷ୍ଟାର ସ୍ପିନର  ଏବଂ ସବୁଠାରୁ ମଜାଳିଆ ଖେଳାଳୀ ଯୁଜବେନ୍ଦ୍ର ଚହଲ ବହୁତ ଜଲଦି ବିବାହ ବନ୍ଧନରେ ବାନ୍ଧି ହେବାକୁ ଯାଉଛନ୍ତି। ସେ ନିଜେ ତାଙ୍କ ସୋସିଆଲ ମିଡିଆ ଆକାଉଣ୍ଟରେ ରୋକା ସେରେମୋନିର କିଛି ଫଟୋ ସେୟାର କରି ନିଜ ବିବାହ ବିଷୟରେ କହିଛନ୍ତି। ଚହଲ ଏହି ଖୁସି ଖବର ଜଣାଇ…

ଆଜି ଆପଣଙ୍କ ରାଶି କଣ କହୁଛି ଆସନ୍ତୁ ଜାଣିବା

ମେଷ ଆଜି ଚନ୍ଦ୍ରମଙ୍ଗଳ ଯୋଗ ପ୍ରଭାବରୁ ପାରିବାରିକ ସମସ୍ୟାକୁ ସୁଧାରି ନେବାର ପ୍ରଯତ୍ନ କରିବେ। କିନ୍ତୁ ଆବଶ୍ୟକତା ପୂରଣ କରିବା ସକାଶେ ଧାରକରଜ କରିପାରନ୍ତି। ବିଶେଷ ଭ୍ରମଣଜନିତ ଶାରୀରିକ କ୍ଳାନ୍ତି ଓ ଅବସାଦ ଦେଖାଦେଇପାରେ। ବନ୍ଧୁମାନଙ୍କ ଗହଣରେ ନୂତନ ସ୍ଥାନ ପରିଦର୍ଶନରେ ଯିବାକୁ ମନ…

ବଲିଉଡ ଆକ୍ଟର ସଞ୍ଜୟ ଦତ୍ତ ଅସୁସ୍ଥ

ବମ୍ବେ : ବଲିଉଡ ଆକ୍ଟର ସଞ୍ଜୟ ଦତ୍ତ ଅସୁସ୍ଥ ହୋଇପଡ଼ିଛନ୍ତି । ତାପରେ ତାଙ୍କୁ ଲୀଲାବତୀ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ନିଶ୍ୱାସ ନେବାରେ କଷ୍ଟ ଅନୁଭବ କରିବାରୁ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିବା ଜଣାପଡ଼ିଛି । ଅନ୍ୟପଟେ ତାଙ୍କର କରୋନା ରିପୋର୍ଟ ନେଗେଟିଭ୍‌ ଆସିଛି ।…

ଆଜି ସୁସ୍ଥ ହେଲେ ପୁଣି ୧୫୪୪ କରୋନା ଆକ୍ରାନ୍ତ

ଭୁବନେଶ୍ଵର : ଆଶ୍ବସ୍ତିକର ଖବର ଦେଲା ସ୍ବାସ୍ଥ୍ୟ ବିଭାଗ। ରାଜ୍ୟରେ ଆଜି  ଆଉ ୧୫୪୪ କରୋନା ଆକ୍ରାନ୍ତ ସୁସ୍ଥ ହୋଇଥିବାର ସୂଚନା ଦେଇଛି ସ୍ବାସ୍ଥ୍ୟ ବଭାଗ। କରୋନା ଯୋଦ୍ଧାଙ୍କ ଉତ୍ସର୍ଗୀକୃତ ସେବା ପାଇଁ ଏ ସପ୍ତାହରେ ୧୦୦୦ ପାର କରିଚାଲିଛି କରୋନାରୁ ସୁସ୍ଥ ସଂଖ୍ୟା । ଦିନକୁ ଦିନ ଯେତେ…