Odia News Portal
Monthly Archives

August 2020

ଆମାଜନ୍‌ର ଧମାକା ସେଲ୍‌ : ଫୋନ୍‌ , ହେଡ୍‌ଫୋନ୍‌ , ଲ୍ୟାପ୍‌ଟପ୍‌ ସବୁଥିରେ ଡିସ୍‌କାଉଣ୍ଟ ଅଫର

ନୂଆଦିଲ୍ଲୀ : ଆମାଜନରେ  ୬ ଓ ୭ ଅଗଷ୍ଟରେ ପ୍ରାଇମ୍‌ ଡେ ସେଲ୍‌ର ଆୟୋଜନ କରାଯାଇଥିଲା । ଏବେ ଏହି ସେଲ୍‌ ସରିବା ପରେ ଉକ୍ତ କମ୍ପାନୀ ଆଉ ଏକ ଫ୍ରିଡମ୍‌  ସେଲ୍‌ ୨୦୨୦ର ଆରମ୍ଭ କରିଦେଇଛି । ଆପଣଙ୍କୁ କହି ରଖୁଛି କି  ଯେଉଁଠି ଗୋଟେପଟେ  ପ୍ରାଇମ୍‌  ଡେ ସେଲ୍‌  ପ୍ରାଇମ୍‌ ମେମ୍ୱରଙ୍କ ପାଇଁ…

ବିଶ୍ବର ଚତୁର୍ଥ ଧନୀ ବ୍ୟକ୍ତି ହେଲେ ମୁକେଶ ଅମ୍ବାନୀ

ନୂଆଦିଲ୍ଲୀ : ରିଲାଏନ୍ସ ଇଣ୍ଡଷ୍ଟ୍ରୀର ମାଲିକ ମୁକେଶ ଅମ୍ବାନୀ ଫ୍ରାନ୍ସର ବର୍ନାଡ ଅର୍ନାଲ୍ଟଙ୍କୁ ପଛରେ ପକାଇ ଏବେ ବିଶ୍ବର ୪ର୍ଥ ସବୁଠାରୁ ବଡ ଧନୀ ବ୍ୟକ୍ତି ହୋଇଯାଇଛନ୍ତି। ଏହୀ ସୂଚୀରେ ମୁକେଶ ଅମ୍ବାନୀଙ୍କ ଉପର କେବଳ ଫେସବୁକର ସଂସ୍ଥାପକ ମାର୍କ ଜୁକରବର୍ଗ, ମାଇକ୍ରୋସଫ୍ଟର ବିଲ୍…

ଯୁବକଙ୍କୁ ଭୂଜାଲି ଭୁସି ହତ୍ୟା

ଚାନ୍ଦବାଲି : ପୂର୍ବ ଶତୃତା ଓ ଟଙ୍କା ନେଣଦେଣକୁ ନେଇ ଯୁବକଙ୍କୁ ହତ୍ୟା ଅଭିଯୋଗ । ଭଦ୍ରକ ଜିଲ୍ଲା ବାଂଶଡା ଥାନା ଷଣ୍ଢଗଡା ଗାଁରୁ ଆସିଛି ଏପରି ଏକ ଅଭିଯୋଗ। ଷଣ୍ଢଗଡା ଗାଁର ଦୁଃଶାସନ ସାହୁଙ୍କ ପୁଅ ଅଲେଖ ସାହୁଙ୍କୁ ସେହି ଗାଁର ଗୋଟିଏ ପରିବାରର ୪ ରୁ ୫ ଜଣ ମିଶି ପ୍ରଥମେ ଚିଙ୍ଗୁଡି ପ୍ଲାଣ୍ଟ…

ପ୍ରାରମ୍ଭ ଭାରତ ସାମାଜିକ ଅନୁଷ୍ଠାନ ତରଫରୁ ରାସନ୍ ସାମଗ୍ରୀ ପ୍ରଦାନ

ପୁରୀ : ପ୍ରାରମ୍ଭ ଭାରତ ସାମାଜିକ ଅନୁଷ୍ଠାନ ତରଫରୁ ଆଜି ଚନ୍ଦନପୁରର ବୀରଗୋବିନ୍ଦପୁର ଠାରେ ରହୁଥିବା ୨୫ ରୁ ଅଧିକ ନେତ୍ରହିନ ଭାଇ ଓ ଭଉଣୀ ମାନଙ୍କୁ ଏକ ମାସ ପାଇଁ ରାସନ୍ ସାମଗ୍ରୀ ପ୍ରଦାନ କରାଯାଇଥିଲା। ଏହାକୁ ଭଗବାନ ପତି ଗ୍ରହଣ କରିଥିଲେ । ଏହି ଭାଇ ଓ ଭଉଣୀମାନେ ଏକାଠି ରହି ଫିନାଇଲ…

ପୁଣି ମାନବିକତା ଦେଖାଇଲେ ବିଧାୟକ

ବ୍ରହ୍ମପୁର : ବ୍ରହ୍ମପୁର କପିଳେଶ୍ବର ପେଟ୍ଟା ଛକ ନିକଟରେ ରହୁଥିବା ଅସହାୟ ଗରୀବ ଅବିବାହିତା ମହିଳା ସରସ୍ବତୀ ସାହୁ ବୟସ ପ୍ରାୟ ୭୦ ବର୍ଷ । ଆଜି ତାଙ୍କରି ଅକାଳ ବିୟୋଗ ଘଟିଲା । କାଳେ କରୋନା ହୋଇଥିବ ଭାବି ତାଙ୍କରି କେହି ସମ୍ପର୍କୀୟ ସେହି ଜାଗାକୁ ଆସିଲେ ନାହିଁ । ଏହି ଖବର ବ୍ରହ୍ମପୁର…

ଭୁବନେଶ୍ୱରରୁ ଆଉ ୧୯୦ କରୋନା ପଜିଟିଭ

ଭୁବନେଶ୍ୱର() ଆଜି  ଭୁବନେଶ୍ୱରରୁ ୧୯୦ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତିି । ସେମାନଙ୍କ ମଧ୍ୟରୁ ସଙ୍ଗରୋଧ କେନ୍ଦ୍ରରୁ ୧୩୮ ଓ ସ୍ଥାନୀୟ ଅଞ୍ଚଳରୁ ୫୨ ଜଣ ଚିହ୍ନଟ ହୋଇଛନ୍ତି । ଏହାସହ ଆଜି ୧୦୩ ଜଣ ସୁସ୍ଥ ମଧ୍ୟ ହୋଇଛନ୍ତି । ଏନେଇ ବିଏମସି ପକ୍ଷରୁ ସୂଚନା ମିଳିଛି । ବର୍ତ୍ତମାନ…

ସୁରେଶ ପୂଜାରୀଙ୍କୁ କରୋନା

ଭୁବନେଶ୍ୱର () ବରଗଡ଼ ସାଂସଦ ତଥା ବିଜେପିର ବରିଷ୍ଠ ନେତା ସୁରେଶ ପୂଜାରୀଙ୍କୁ କରୋନା । ତାଙ୍କ ଠାରେ କୌଣସି ଲକ୍ଷଣ ନଥିଲା । ହେଲେ ଟେଷ୍ଟ ପରେ ଆଜି ପଜିଟିଭ୍‌ ରିପୋର୍ଟ ଆସିଛି ।ସୁରେଶ ପୂଜାରୀ ନିଜେ ଟ୍ୱିଟ୍‌ କରି ସୂଚନା ଦେଇଛନ୍ତି । ଡାକ୍ତରଙ୍କ ପରାମର୍ଶ କ୍ରମେ ହୋମ୍‌ ଆଇସେଲେସନରେ…

ଭୁବନେଶ୍ୱରରେ ୧୦ ଦିନରେ ୧୨୬୨ କରୋନା ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ବର() ଆଜି ଭୁବନେଶ୍ୱରରେ କରୋନା ସ୍ଥିତି ନେଇ ସାମ୍ବାଦିକ ସମ୍ମିଳନୀ କରିିି ସୂଚନା ଦେଇଛନ୍ତି ବିଏମସି କମିସନର ପ୍ରେମଚନ୍ଦ୍ର ଚୌଦୁରୀ । ସେ କହିିଛନ୍ତି ଗତ ୧୦ ଦିନରେ ଭୁବନେଶ୍ୱରରେ ୧୨୬୨ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି  । ଏହାସହ କରୋନା ଟେଷ୍ଟକୁ ଅଧିକରୁ ଅଧିକ ବଢ଼ାଯାଉଛି ।…

ଗଞ୍ଜାମରେ କରୋନା ରିକଭରି ରେଟ ୭୮%

ଗଞ୍ଜାମ() ଆଜି ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତ କୁଲାଙ୍ଗେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ କରୋନା ସ୍ଥିତି ବିଷୟରେ ସୂଚନା ଦେଇଛନ୍ତି । ଜିଲ୍ଲାପାଳ କହିଛନ୍ତି ଯେ, ‘ଗଞ୍ଜାମରେ କରୋନା ରିକଭରି ରେଟ ୭୮% ପର୍ଯ୍ୟନ୍ତ ରହିଛି । କରୋନାରୁ ସୁସ୍ଥ ହୋଇ ଫେରୁଥିବା ଲୋକମାନେ ଅନ୍ୟମାନଙ୍କୁ…

କେବଳ ୨୨୫ଟଙ୍କାରେ ମିଳିବ କରୋନା ଟୀକା

ନୂଆଦିଲ୍ଲୀ() ଭାରତରେ ଦିନକୁ ଦିନ କରୋନା ମାମଲା ଦ୍ରୁତ ଗତିରେ ବୃଦ୍ଧି ପାଉଛି । ଏବେ ବିଭିନ୍ନ ସଂସ୍ଥା ପକ୍ଷରୁ କରୋନା ଭାକସିନର ହ୍ୟୁମାନ୍ ଟ୍ରାଏଲ ଜାରି ରହିଛି । ତେବେ ଅକ୍ସଫୋର୍ଡ ୟୁନିଭର୍ସିଟିର ଭାକସିନର ପରୀକ୍ଷଣ ଅନ୍ତିମ ପର୍ଯ୍ୟାୟରେ ପହଁଚିଛି । ଭାରତରେ ଗରିବ ଓ ମଧ୍ୟବିତ୍ତ…