ଆଜି-କାଲି ସପ୍ତାହାନ୍ତ ସଟ୍ଡାଉନ୍ : ରାସ୍ତାଘାଟ ଶୂନଶାନ୍
ଭୁବନେଶ୍ୱର : ରାଜ୍ୟରେ କରୋନା ସଂକ୍ରମଣରେ ରୋକ୍ ଲଗାଇବାକୁ ଆଜିଠାରୁ ଲାଗୁ ହେବ ସପ୍ତାହାନ୍ତ ସଟ୍ଡାଉନ୍ । କରୋନା ସଂକ୍ରମଣରେ ଆଗୁଆ ଥିବା ଗଞ୍ଜାମ, ଖୋର୍ଦ୍ଧା, କଟକ, ଗଜପତି ଜିଲ୍ଲା ସହ ରାଉରକେଲା ସହରରେ ଅଗଷ୍ଟ ମାସ ଶେଷ ଯାଏ ପ୍ରତିି ଶନିବାର ଓ ରବିବାର ସଟ୍ଡାଉନ ରହିବ । ଏହାଛଡ଼ା…