ପତଞ୍ଜଳି ଉପରେ ଲଗିଲା ୧୦ ଲକ୍ଷ ଟଙ୍କାର ଜରିମନା
ନୂଆଦିଲ୍ଲୀ : ଯୋଗ ଗୁରୁ ବାବା ରାମଦେବଙ୍କ ପତଞ୍ଜଳି ଆୟୁବେଦ ଓ ଦିବ୍ୟ ମନ୍ଦିର ଯୋଗ ଟ୍ରଷ୍ଟ ଦେବେ ୧୦ ଲକ୍ଷ ଟଙ୍କାର ଜରିମନା। ଏନେଇ ଆଜି ମାଡ୍ରାସ ହାଇକୋର୍ଟ ଏହି ନିର୍ଦେଶ ଦେଇଛନ୍ତି। କୋର୍ଟ ଏହି ଜରିମନା ଲଗାଇବା ପଛରେ ରହିଛି ବାବା ରାମଦେବଙ୍କ ପତଞ୍ଜଳି ଦ୍ବାରା ପ୍ରସ୍ତୁତ କରୋନ ଔଷଧ…