ଦକ୍ଷିଣ କଶ୍ମୀରରେ ଗୁଳି କରି ସରପଞ୍ଚଙ୍କୁ ହତ୍ୟା
ଜମ୍ମୁ କଶ୍ମୀର : କ୍ୱାଜିଗୁଣ୍ଡ ବ୍ଲକ ଅନ୍ତର୍ଗତ ବେସୁର ବିଜେପି ସରପଞ୍ଚଙ୍କୁ ଗୁଳି କରିଥିଲେ । ଗୁରୁତର ଅବସ୍ଥାରେ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ସେଠାରେ ମୃତ ଘୋଷଣା କରିଥିଲେ ଡାକ୍ତର । ମୃତ ସରପଞ୍ଚଙ୍କ ନାଁ ସଜ୍ଜାଦ ଅହମ୍ମଦ ।
ଘର ଆଗରେ ଆଜି ସକାଳେ ତାଙ୍କ ଉପରେ ଗୁଳି…