ନବବିବାହିତାଙ୍କୁ ସ୍ୱାମୀ ହତ୍ୟା କରି ଟାଙ୍ଗୀ ଦେଇଥିବା ଅଭିଯୋଗ
ନବରଙ୍ଗପୁର : ୮ ମାସର ଗର୍ଭବତୀ ନବବିବାହିତାଙ୍କୁ ସ୍ୱାମୀ ହତ୍ୟା କରି ଟାଙ୍ଗୀ ଦେଇଥିବା ଅଭିଯୋଗ ଆଣିଛନ୍ତି ମୃତ ମହିଳାଙ୍କ ପରିବାରବର୍ଗ ସ୍ୱାମୀସହିତ ତାଙ୍କ ପରିବାର ଲୋକେ ଫେରାର ଘଟଣା ଘଟିଛି ପାପଡାହାଣ୍ଡି ବ୍ଲକ ଭୀମା ସାହିରେ ।
ଗତବର୍ଷ ଅକ୍ଟବର ମାସ ୦୫ ତାରିଖରେ ପାପଡାହାଣ୍ଡି…