Odia News Portal
Monthly Archives

September 2020

ନବୀନଙ୍କ ଉପରେ ଚୀନର ନଜର

ଭୁବନେଶ୍ୱର() ଚୀନ ସ୍କାନରେ ଭାରତର ବହୁ ବରିଷ୍ଠ ନେତା ଓ ମନ୍ତ୍ରୀ ଥିବା ଜଣାଯାଇଛି ।  ଏନେଇ ଏକ ଜାତୀୟ ଗଣମାଧ୍ୟମରେ ଖବର ପ୍ରକାଶ ପାଇବା ପରେ ଆଲୋଡ଼ନ ସୃଷ୍ଟି ହୋଇଛି ।  ଦେଶର ପ୍ରାୟ ୧୦ ହଜାରର ନେତାଙ୍କ ଉପରେ ଚୀନ ନଜର ରଖିଥିବା ଉକ୍ତ ଗଣମାଧ୍ୟମରେ ଖବର ପ୍ରକାଶ ପାଇଛି ।  ଭାରତର…

ସମୀର ମହାନ୍ତିଙ୍କୁ କରେନା

ଭୁବନେଶ୍ୱର() ବିଜେପି ରାଜ୍ୟ ସଭାପତି ସମୀର ମହାନ୍ତିଙ୍କୁ କରେନା ହୋଇଥିବା ସୂଚନା ମିଳିଛି । କରୋନାରେ ଆକ୍ରାନ୍ତ ହୋଇଥିବା ନେଇ ସେ ନିଜେ ଟ୍ୱିଟ କରି ସୂଚନା ଦେଇଛନ୍ତି । ଏହାସହ ତାଙ୍କ ସ୍ୱାସ୍ଥ୍ୟବସ୍ଥା ଭଲ ଥିବା ଓ ସେ ଡାକ୍ତରଙ୍କ ପରାମର୍ଶ କ୍ରମେ ଡାକ୍ତରଖାନାରେ ଚିକିତ୍ସାଧୀନ ଅଛନ୍ତି…

ଡକ୍ଟର ଦେବ୍ ମହାନ୍ତି ପବ୍ଲିକସ୍କୁଲରେ ସଫଳତାର ସହ ନିଟ୍ ପରୀକ୍ଷା ପରିଚାଳନା

ସାଲେପୁର()  ଡକ୍ଟର ଦେବ୍ ମହାନ୍ତି ପବ୍ଲିକସ୍କୁଲ ଖଣ୍ଡସାହିରେ ନିଟ୍ (NEET) ପରୀକ୍ଷା ସେଣ୍ଟର । କଟକ ଜିଲ୍ଲା ନିଶ୍ଚିନ୍ତ କୋଇଲି ଖଣ୍ଡସାହି ଠାରେ ଥିବା ଡକ୍ଟର ଦେବ୍ ମହାନ୍ତି ପବ୍ଲିକସ୍କୁଲରେ ନିଟ୍ ସେଣ୍ଟର ହୋଇଛି । କଟକ ଜିଲ୍ଲାର ଗ୍ରାମାଞ୍ଚଳରେ ପ୍ରଥମକରି ଏହି ସ୍କୁଲରେ ନିଟ ପରୀକ୍ଷା…

ଆଜି ଆଉ ୧୧ ମୁଣ୍ଡ ନେଲା କରୋନା, କଟକରୁ ୪

ଭୁବନେଶ୍ୱର() ଆଜି ରାଜ୍ୟରେ ୪୧୯୮ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଆଉ ୧୧ ଜଣଙ୍କର ମୃତ୍ୟୁ ହୋଇଛି । ଏହି କ୍ରମରେ ରାଜ୍ୟରେ କରୋନା ମୃତ୍ୟୁ ସଂଖ୍ୟା ୬୩୭କୁ ବୃଦ୍ଧି ପାଇଛି । ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ତେବେ ଆଜି କଟକରୁ…

ଦିନକରେ ୪ ହଜାରରୁ ଅଧିକ ଆକ୍ରାନ୍ତ ଚିହ୍ନଟ, ଖୋର୍ଦ୍ଧାରୁ ୭୫୮

ଭୁବନେଶ୍ବର() ଆଜି ରାଜ୍ୟର ୩୦ ଜିଲ୍ଲାରୁ ସର୍ବାଧିକ ୪,୧୯୮ ଜଣ ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ କ୍ୱାରେଣ୍ଟାଇନରୁ ୨୪୭୬ ଜଣ ଓ ସ୍ଥାନୀୟ ଅଞ୍ଚଳରୁ ୧୭୨୨ ଜଣ ଚିହ୍ନଟ ହୋଇଛନ୍ତି । ଏହି କ୍ରମରେ ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧,୫୫,୦୦୫ କୁ ବୃଦ୍ଧି ପାଇଛି । ଏନେଇ…

ହରିବଂଶଙ୍କୁ ସମର୍ଥନ ଘୋଷଣା

ନୂଆଦିଲ୍ଲୀ() ରାଜ୍ୟସଭା ଉପାଧ୍ୟକ୍ଷ ନିର୍ବାଚନ ପ୍ରସଙ୍ଗରେ ଜେଡିୟୁ ପ୍ରାର୍ଥୀ ହରିବଂଶ ନାରାୟଣ ସିଂଙ୍କୁ ସମର୍ଥନ କରିବ ବିଜେଡି । ହରିବଂଶଙ୍କୁ ସମର୍ଥନ ନେଇ ଆଜି ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଆଜି ସକାଳେ ଏନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସହ କଥା ହୋଇଥିଲେ…

ଶଶି ଭୂଷଣ ବେହେରାଙ୍କୁ କରୋନା

କେନ୍ଦ୍ରାପଡା() ସାରା ରାଜ୍ୟରେ କରୋନା ମହାମାରୀ ବଢି ବଢି ଚାଲିଛି । ଏହାରି ମଧ୍ୟରେ କେନ୍ଦ୍ରପଡା ବିଧାୟକ ଶଶି ଭୂଷଣ ବେହେରା କରୋନାରେ ସଂକ୍ରମିତ ହୋଇଛନ୍ତି । ପଜିଟିଭ୍ ଚିହ୍ନଟ ନେଇ ଖୋଦ୍ ବିଧାୟକ ଟ୍ୱିଟ ଜରିଆରେ ସୂଚନା ଦେଇଛନ୍ତି । ଏହା ସହ ସଂସ୍ପର୍ଶରେ ଆସିଥିବା ଲୋକଙ୍କୁ କୋଭିଡ…

ସମ୍ କୋଭିଡ ଓ ସମ୍ ଅଲ୍ଟିମେଟ୍ ରେ ୮୭ ବର୍ଷୀୟ ବରିଷ୍ଠ ନାଗରିକଙ୍କର ସଫଳ ଚିକିତ୍ସା

ଭୁବନେଶ୍ୱର() କରୋନା ମହାମାରୀକୁ ପରାସ୍ତ କରିଛନ୍ତି ୮୭ ବର୍ଷର ବରିଷ୍ଠ ନାଗରିକ । ଭୁବନେଶ୍ୱର ସ୍ଥିତସମ୍ କୋଭିଡ ହସ୍ପିଟାଲ୍ ଏବଂ ସମ୍ ଅଲ୍ଟିମେଟ୍ ମେଡିକେୟାରରେ ଚିକିତ୍ସିତ ହେବା ପରେ ସମ୍ପୂର୍ଣ୍ଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି ବରିଷ୍ଠ ନାଗରିକ କୃପାସିନ୍ଧୁ ସାହୁ । ବରିଷ୍ଠ ନାଗରିକ ସଂଘର…

୮୦ ପ୍ରତିଶତ ସେଲିବ୍ରିଟି ଡ୍ରଗ୍ସ ନେଉଛନ୍ତି: ରିୟା

ମୁମ୍ବାଇ() ବଲିଉଡ ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁ ମାମଲାରେ ଡ୍ରଗ୍ସ ଦିଗରୁ ତଦନ୍ତ କରୁଛି ନାର୍କୋଟିକ୍ସ କନଟ୍ରୋଲ ବ୍ୟୁରୋ (ଏନସିବି)। ସୁଶାନ୍ତଙ୍କ ଗର୍ଲଫ୍ରେଣ୍ଡ ରିୟା ଚକ୍ରବର୍ତ୍ତୀ ଗିରଫ ହୋଇ ଏବେ ଜେଲରେ ଅଛନ୍ତି। ପଚରାଉଚରା ବେଳେ ରିୟା ଏନସିବିକୁ ବଲିଉଡର ୨୫ ଜଣ…

ବାଧ୍ୟତାମୂଳକ ଅବସର ନେବେ ୫୦ ବର୍ଷରୁ ଅଧିକ ବୟସର ପୋଲିକର୍ମୀ

ଦୁର୍ନୀତିଗ୍ରସ୍ତ ପୋଲିସ କର୍ମଚାରୀଙ୍କୁ ବାଧ୍ୟତାମୂଳକ ଅବସର ଦେବା ପାଇଁ ଉତ୍ତରପ୍ରଦେଶର ଯୋଗୀ ସରକାର କାର୍ଯ୍ୟ ଆରମ୍ଭ କରିଛନ୍ତି । ଡିଜିପି ହେଡକ୍ୱାର୍ଟରେ ଏଭଳି କୁଖ୍ୟାତ ପୋଲିସର ତାଲିକା ପଠାଇବାକୁ ସମସ୍ତ ପୋଲିସ ୟୁନିଟ୍, ଆଇଜି ରେଞ୍ଜ ଓ ଏଡିଜିଙ୍କୁ ଚିଠି ଲେଖିଛନ୍ତି । ୩୧ ମାର୍ଚ୍ଚ…