Odia News Portal
Monthly Archives

September 2020

ପୂର୍ବତନ ସାଂସଦ ନରେନ୍ଦ୍ର ସ୍ୱାଇଁଙ୍କ ପରଲୋକ

ଭୁବନେଶ୍ୱର()  ପୂର୍ବତନ ରାଜ୍ୟସଭା ସାଂସଦ ନରେନ୍ଦ୍ର ସ୍ୱାଇଁଙ୍କ ପରଲୋକ ହୋଇଛି ।  ୮୨ ବର୍ଷରେ ତାଙ୍କର ପରଲୋକ ହୋଇଛି । ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ପରଲୋକ ହୋଇଛି ।  ତାଙ୍କ ପରଲୋକରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶୋକ ପ୍ରକାଶ କରିଛନ୍ତି ।  ବିଜୁ ଜନତା ଦଳର ପ୍ରାର୍ଥୀଭାବେ…

ମନ୍ତ୍ରୀ ଜ୍ୟୋତିପ୍ରକାଶ ପାଣିଗ୍ରାହୀଙ୍କୁ କରେନା

ଭୁବନେଶ୍ୱର()  ରାଜ୍ୟରେ କରୋନା ସଂକ୍ରମଣଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି । ବିଧାୟକ ଠାରୁ ଆରମ୍ଭ କରି ମନ୍ତ୍ରୀ କରୋନାରେ ସଂକ୍ରମିତ ହେଉଛନ୍ତି । ଏହାରି ମଧ୍ୟରେ ଆଜି ପର୍ଯ୍ୟଟନ ମନ୍ତ୍ରୀ ଜ୍ୟୋତିପ୍ରକାଶ ପାଣିଗ୍ରାହୀଙ୍କୁ କରୋନା ହୋଇଥିବା ସୂଚନା ମିଳିଛି । କରୋନାରେ ଆକ୍ରାନ୍ତ ହୋଇଥିବା ନେଇ…

କଙ୍ଗନାଙ୍କୁ Y ଶ୍ରେଣୀ ସୁରକ୍ଷା

ନୂଆଦିଲ୍ଲୀ() ବଲିଉଡ୍ ଅଭିନେତ୍ରୀ କଙ୍ଗନା ରଣାଓ୍ବତଙ୍କୁ ମିଳିଛି ଓ୍ବାଇ ଶ୍ରେଣୀ ସୁରକ୍ଷା। କେନ୍ଦ୍ର ଗୃହ ମନ୍ତ୍ରାଳୟ କଙ୍କନାଙ୍କୁ ଓ୍ବାଇ ସିକ୍ୟୁରିଟି ପ୍ରଦାନ କରିଛନ୍ତି। କଙ୍ଗନା ଓ ଶିବସେନା ନେତା ସଂଜୟ ରାଓ୍ବତଙ୍କ ମଧ୍ୟରେ ବାକଯୁଦ୍ଧ ଚାଲିଥିଲା। ସଂଜୟ ତାଙ୍କୁ ମୁମ୍ବାଇ ନ ଆସିବାକୁ…

ଦେଶର ଆଶା ପୂରଣର ଏକ ମାଧ୍ୟମ ହେବ ନୂଆ ଶିକ୍ଷାନୀତି

ନୂଆଦିଲ୍ଲୀ() ନୂଆ ଶିକ୍ଷାନୀତିକୁ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସୂଚନା ଦେଇ କହିଛନ୍ତି ଯେ ନୂଆ ଶିକ୍ଷାନୀତି ଦେଶର ଆଶା ପୂରଣର ଏକ ମାଧ୍ୟମ ହେବ । ନୂଆ ଶିକ୍ଷାନୀତିରେ ଲର୍ଣ୍ଣିଂ ଆଉଟକମ ଉପରେ ଗୁରୁତ୍ୱ ଦିଆଯିବ । ଆଜିର ଯୁବପୀଢ଼ି ନିଜ ନିଜ ରୁଚି ଅନୁସାରେ ପାଠ ପଢ଼ିବେ । ଶିକ୍ଷାନୀତି…

ଆଜି ଶ୍ରୀମନ୍ଦିରରେ ସହସ୍ର କୁମ୍ଭାଭିଷେକ ନୀତି

ପୁରୀ()  ଆସନ୍ତା ବୁଧବାର ଶ୍ରୀମନ୍ଦିରରେ ସହସ୍ର କୁମ୍ଭାଭିଷେକ ନୀତି ଅନୁଷ୍ଠିତ ହେବ । ଏହା ପରେ ଶ୍ରୀମନ୍ଦିରରେ ଶାରଦୀୟ ପୂଜାର୍ଚ୍ଚନାର ଶୁଭାରମ୍ଭ ହେବ । ୧୦ ତାରିଖ ଗୁରୁବାର ମୂଳାଷ୍ଟମୀ । ଶ୍ରୀମନ୍ଦିରରେ ଆରମ୍ଭ ହେବ ମା’ବିମଳାଙ୍କ ଷୋଡଶଦିନାତ୍ମକ ପୂଜାର୍ଚ୍ଚନା । ଏହି ଅବସରରେ…

ସବୁ ବିଧାୟକ, ମନ୍ତ୍ରୀ ଓ କର୍ମଚାରୀଙ୍କ ହେବ କୋଭିଡ୍ ଟେଷ୍ଟ

ଭୁବନେଶ୍ୱର() ବିଧାନସଭା ଅଧିବେଶନ ପୂର୍ବରୁ ଗୁରୁତ୍ୱପୂର୍ଣ୍ଣ ସୂଚନା ଦେଇଛନ୍ତି ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ର । ବାଚସ୍ପତି କହିଛନ୍ତି ଯେ, ବିଧାନସଭା ବସିବାର ୨ ଦିନ ଆଗରୁ ଆୟୋଜି କ୍ୟାମ୍ପରେ ସ୍ୱାବ ଟେଷ୍ଟ କରାଯିବ । ସବୁ ବିଧାୟକ, ମନ୍ତ୍ରୀ ଓ କର୍ମଚାରୀଙ୍କ ହେବ କୋଭିଡ୍ ଟେଷ୍ଟ ।…

ବଡ଼ ଖବର, କରୋନାରେ ଆଉ ୧୦ ଜଣଙ୍କର ମୃତ୍ୟୁ

ଭୁବନେଶ୍ୱର() ଆଜି ରାଜ୍ୟରେ ୩୮୬୧ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଆଉ ୧୦ ଜଣଙ୍କର ମୃତ୍ୟୁ ହୋଇଛି । ଏହି କ୍ରମରେ ରାଜ୍ୟରେ କରୋନା ମୃତ୍ୟୁ ସଂଖ୍ୟା ୫୫୬କୁ ବୃଦ୍ଧି ପାଇଛି । ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ତେବେ ଆଜି…

ଅକ୍ଟୋବର ୧୨କୁ ଘୁଞ୍ଚିଲା ଶୁଣାଣି

କଟକ() ସାଂସଦ ତଥା ଅଭିନେତା ଅନୁଭବ ମହାନ୍ତିଙ୍କ ବିରୋଧରେ ବର୍ଷାଙ୍କ ଘରୋଇ ହିଂସା ମାମଲାର ଶୁଣାଣି ଘୁଞ୍ଚିଲା । ଏନେଇ ବର୍ଷାଙ୍କ ଓକିଲ ରାମକୃଷ୍ଣ ରଥ ସୂଚନା ଦେଇଛନ୍ତି । ଡିଆଇଆର ରିପୋର୍ଟ ଦାଖଲ ହୋଇନଥିବାରୁ ଏହି ମାମଲାର ଶୁଣାଣି ଅକ୍ଟୋବର ୧୨କୁ ଘୁଞ୍ଚିଛି । ତେବେ ଅନୁଭବଙ୍କ ବିରୋଧରେ…

ଆଜି ସର୍ବାଧିକ ୩୮୬୧ ପଜିଟିଭ, ଖୋର୍ଦ୍ଧାରୁ ୭୬୭

ଭୁବନେଶ୍ୱର()୨୪ ଘଣ୍ଟା ମଧ୍ୟରେ ୩୮୬୧ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନା ସଂକ୍ରମିତଙ୍କ ସଂଖ୍ୟା ୧୨୭୮୯୨ରେ ପହଞ୍ଚିଛି । ଏନେଇ ରାଜ୍ୟ ସୂଚନା ଓ ଲୋକସଂପର୍କ ବିଭାଗ ପକ୍ଷରୁ ଟ୍ବିଟ୍ ଯୋଗେ ସୂଚନା ପ୍ରଦାନ କରାଯାଇଛି । ଚିହ୍ନଟ ହୋଇଥିବା ସଂକ୍ରମିତଙ୍କ…

ଆଜିଠାରୁ ଦୂରଦର୍ଶନରେ ପାଠ ପଢିବେ ଛାତ୍ରଛାତ୍ରୀ

ଭୁବନେଶ୍ୱର()  ଯୁକ୍ତ ୨ ଦ୍ୱିତୀୟ ବର୍ଷ ୨୦୨୧ ରେ ପରୀକ୍ଷା ହେବାକୁ ଥିବା ଛାତ୍ରଛାତ୍ରୀଙ୍କୁ ସେପ୍ଟେମ୍ବର ୭ ତଥା ଆଜିଠାରୁ ଦୂରଦର୍ଶନ (ଡିଡି ଓଡ଼ିଆ ଚ୍ୟାନେଲ) ରେ ଶିକ୍ଷା ଦିଆଯିବ । ପ୍ରଥମ ପର୍ଯ୍ୟାୟରେ ବିଜ୍ଞାନ ବିଭାଗ ଛାତ୍ରଛାତ୍ରୀଙ୍କୁ ଶିକ୍ଷା ଦେବା ଲାଗି ବ୍ୟବସ୍ଥା ହୋଇଥିବା ବେଳେ…