ଏଲଏସିରେ ସ୍ଥିତି ଖୁବ୍ ଗମ୍ଭୀର : ସେନାମୁଖ୍ୟ ଏମ.ଏମ ନରବଣେ
ନୂଆଦିଲ୍ଲୀ : ଭାରତ ଓ ଚୀନ୍ ମଧ୍ୟରେ ଜାରି ରହିଛି ଉତ୍ତେଜନା।ଲାଇନ୍ ଅଫ୍ ଆକଚୁଆଲ୍ କଣ୍ଟ୍ରୋଲ୍ (LAC)ରେ ଭାରତ-ଚୀନ୍ ସେନା ଭିତରେ ମୁହାଁମୁହିଁ ପରିସ୍ଥିତି ସୃଷ୍ଟି ହୋଇଛି। ଏଭଳି ଏକ ଉତ୍ତେଜନାପୂର୍ଣ୍ଣ ସ୍ଥିତିରେ ଭାରତୀୟ ସେନା ମୁଖ୍ୟ ଜେନେରାଲ ମନୋଜ ମୁକୁନ୍ଦ ନରବଣେ ଦୁଇ ଦିନିଆ ଲଦାଖ…
