ଏଣିକି ପୁରୀକୁ ଆସି ବୁଲାବୁଲି କରିପାରିବେ ପର୍ଯ୍ୟଟକ
ପୁରୀ() ଦୀର୍ଘ ଦିନର ଅପେକ୍ଷା ପରେ ପୁରୀ ସହରକୁ ମୁକ୍ତ କରାଯାଇଛି । ପର୍ଯ୍ୟଟକ ପୁରୀକୁ ଆସି ବୁଲାବୁଲି କରିପାରିବେ । ପୂର୍ବରୁ ପର୍ଯ୍ୟଟକଙ୍କ ପାଇଁ ଯେଉଁ ସବୁ କଣକଣା ରହିଥିଲା ତାକୁ ପ୍ରତ୍ୟାହାର କରି ନିଆଯାଇଛି । ବିଭିନ୍ନ ସ୍ଥାନରେ ଥିବା ନାକାବନ୍ଦୀକୁ ପ୍ରତ୍ୟାହାର କରି…
