Odia News Portal
Monthly Archives

September 2020

ଗୁଜୁରାଟରେ ବିଜେପିକୁ ଝଟକା : କଂଗ୍ରେସ ଜିତିଲା ୧୧ରୁ ୮ଟି ଆସନ

ନୂଆଦିଲ୍ଲୀ: ଗୁଜୁରାଟରେ କଂଗ୍ରେସ ବଡ଼ ସଫଳତା ହାସଲ କରିଛି । ଏଠାରେ ଦଳ କାୟରା ଜିଲ୍ଲା କୋଅପରେଟିଭ୍ ମିଲ୍କ ପ୍ରଡକ୍ସନ୍ ୟୁନିଅନ୍ ଲିମିଟେଡ୍ (Amul Dairy) ପ୍ରତିନିଧିତ୍ୱ କରୁଥିବା ବୋର୍ଡର ନିର୍ବାଚନରେ ​​ଦଳ ୧୧ଟି ଆସନରୁ ୮ଟି ଆସନ ଜିତିଛି । ପାଞ୍ଚ ବର୍ଷ ପରେ ନିର୍ଦ୍ଦେଶକ ବୋର୍ଡ ଚୟନ…

ଦେଶର ଟପ୍‌ ଟେନ୍‌ ମଡେଲ୍‌ଙ୍କ ମଧ୍ୟରେ ସମ୍ୱଲପୁରର ଅଭିଷେକ

ସମ୍ବଲପୁର : ସମ୍ବଲପୁର ମାଟିର ସନ୍ତାନ ଅଭିଷେକ ଚଇନି । ବର୍ତ୍ତମାନ ଦେଶର ମଡେଲିଂ ଦୁନିଆରେ ଏକ ସ୍ପର୍ଦ୍ଦିତ ଉଚ୍ଚାରଣ । କୁନାଲ୍‌ ରାଓଲ୍‌, ରକି ଷ୍ଟାର୍‌, ନରେନ୍ଦ୍ର କୁମାର, କେନ୍‌ ଫରନ୍ସ, ବିକ୍ରମ୍‌ ଫାଣ୍ଡିସ୍‌, ଶ୍ରବଣ କୁମାର, ଅର୍ଜୁନ୍‌ ଖାନ୍‌ଙ୍କ ଭଳି ଫେସନ୍‌ ଡିଜାଇନରଙ୍କ ପାଇଁ କାମ…

୭ ପ୍ରସ୍ତାବକୁ କ୍ୟାବିନେଟରେ ଅନୁମୋଦନ

ଭୁବନେଶ୍ୱର() ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ବସିଥିବା ଐତିହ୍ୟ କ୍ୟାବିନେଟରେ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି । ଦ୍ୱିତୀୟ ଐତିହ୍ୟ କ୍ୟାବିନେଟ ବୈଠକରେ ୭ଗୋଟି ପ୍ରସ୍ତାବକୁ ଅନୁମୋଦନ ମିଳିଛି । ଏନେଇ ରାଜ୍ୟ ସଂସ୍କୃତି ଜ୍ୟୋତିପ୍ରକାଶ ପାଣିଗ୍ରାହୀ ସୂଚନା…

ଏଣିକି ଏହି ଖେଳାଳୀମାନଙ୍କୁ ମଧ୍ୟ ମିଳିବ ସରକାରୀ ଚାକିରୀ

ନୂଆଦିଲ୍ଲୀ : ଭିନ୍ନ ଭିନ୍ନ ସ୍ପୋର୍ଟ୍ସର ଖେଳାଳୀଙ୍କ ପାଇଁ ଏବେ ସରକାରୀ ଚାକିରୀ ପାଇବା ସହଜ ହେବ । କେନ୍ଦ୍ର ସରକାର ନିୟମରେ କିଛି ପରିବର୍ତ୍ତନ ଆଣି ସ୍ପୋର୍ଟ୍ସ କାଟାଗୋରୀକୁ ଅଧିକ ବ୍ୟାପକ କରିଦେଇଛନ୍ତି । କେନ୍ଦ୍ରୀୟ କାର୍ମିକ ମନ୍ତ୍ରାଳୟ ମଙ୍ଗଳବାର ଜାରି ଏକ ଆଦେଶରେ କହିଛି ଯେ କେନ୍ଦ୍ର…

ଭାରତରେ ପବଜି ବ୍ୟାନ

ନୂଆଦିଲ୍ଲୀ() ଚୀନକୁ ଆଉ ଏକ ଝଟକା । ଚୀନ ସହ ସୀମା ବିବାଦ ପରେ ଆଉ ଏକ ପଦକ୍ଷେପ ଗ୍ରହଣ କରିଛନ୍ତି ଭାରତ ସରକାର । ଗେମିଂ ଆପ୍ ପବଜି ଉପରେ କଟକଣା ଲାଗୁ କରାଯାଇଛି । ପବଜି ସମେତ ଆଉ ୧୧୮ ଚାଇନା ଆପକୁ ବ୍ୟାନ କରିଛନ୍ତି ଭାରତ ସରକାର । କେନ୍ଦ୍ର ଆଇଟି ମନ୍ତ୍ରାଳୟ ଦ୍ୱାରା ଏହି କଟକଣା ଲାଗୁ…

ଭୁବନେଶ୍ୱରରୁ ଆଉ ୫୪୧ ପଜିଟିଭ,

ଭୁବନେଶ୍ୱର()  ଭୁବନେଶ୍ୱରରୁ ଚିହ୍ନଟ ହେଲେ ୫୪୧ ଜଣ କରୋନା ପଜିଟିଭ୍ । ଏହାସହ ରାଜଧାନୀରେ ମୋଟ୍ ଆକ୍ରାନ୍ତଙ୍କ ସଂଖ୍ୟା ୧୧୨୭୩ରେ ପହଞ୍ଚିଛି । ବୁଧବାର ଚିହ୍ନଟ ସଂକ୍ରମିତଙ୍କ ମଧ୍ୟରୁ କ୍ୱାରେଣ୍ଟାଇନରେ ୨୨୦ ଜଣ ରହିଥିବା ବେଳେ ୩୨୧ ହେଉଛନ୍ତି ସ୍ଥାନୀୟ ସଂକ୍ରମିତ । ଏହାସହ ୩୦୦ ଜଣ ଆରୋଗ୍ୟ…

ଶିମିଳିପାଳରୁ ମୃତ ହାତୀ ଶାବକ ଉଦ୍ଧାର

ମୟୂରଭଞ୍ଜ : ଶିମିଳିପାଳରୁ ମୃତ ହାତୀ ଶାବକ ଉଦ୍ଧାର। ମୟୂରଭଞ୍ଜ ଜିଲ୍ଲାର ଶିମିଳିପାଳ ବନାଞ୍ଚଳର ଚହଲା ରେଞ୍ଜ ଅନ୍ତର୍ଗତ ଜାମୁଆଣି ସେକ୍ସନର ରାଜପାଳ ଗାଁ ନିକଟ ଇଲାକାରେ ହାତୀ ଶାବକର ମୃତଦେହ ଦେଖିବାକୁ ମିଳିଥିଲା। ଯଶିପୁରରେ ଥିବା ଶିମିଳିପାଳ କାର୍ଯ୍ୟାଳୟରେ ଖବର ପହଁଞ୍ଚିବା ପରେ…

ଏହି ଶୋ’ରେ ଏଣ୍ଟ୍ରି କରିବାକୁ ଯାଉଛନ୍ତି ରାଧେ ମା

ବିଗବସରେ ଏଣ୍ଟ୍ରି କରିବେ ରାଧେ ମା । ନୂତନ ରିପୋର୍ଟ ଅନୁଯାୟୀ ବିଗ୍ ବସ୍ ୧୪ ପାଇଁ ରାଧେ ମା’ଙ୍କୁ ଚୟନ କରାଯାଇଛି । ରାଧେ ମା ଓରଫ ସୁଖବିନ୍ଦର କୌରଙ୍କୁ ଗତ ସିଜନରେ ମଧ୍ୟ ଯୋଗାଯୋଗ କରାଯାଇଥିଲା କିନ୍ତୁ ସେ ଗତଥର ଶୋରେ ଏଣ୍ଟ୍ରି କରିନଥିଲେ। ବର୍ତ୍ତମାନ ଖବର ରହିଛି ଯେ ତାଙ୍କୁ ଚଳିତ ବର୍ଷ…

ଏଆଇସିସି ପକ୍ଷରୁ ଏକ ୯ ଜଣିଆ କମିଟି ଗଠନ

ଭୁବନେଶ୍ୱର() ଲଘୁଚାପ ଜନିତ ଲଗାଣ ବର୍ଷା ଓ ମହାନଦୀର ଉପରମୁଣ୍ଡରେ ପ୍ରବଳ ବର୍ଷା କାରଣରୁ ଓଡ଼ିଶାରେ ଭୟଙ୍କର ବନ୍ୟା ବିପôାତ ଦେଖାଦେଇଛି । ଏହାଦ୍ୱାରା ରାଜ୍ୟର ପ୍ରାୟ ୧୨ଟି ଜିଲ୍ଲା ପ୍ରଭାବିତ ହୋଇଛି । ହଜାର ହଜାର ହେକ୍ଟର ଚାଷ ଜମି ଜଳମଗ୍ନ ହୋଇଛି । ଅଧିକାଂଶ ଲୋକଙ୍କ କଚ୍ଚା ଘର ଭାଙ୍ଗି…

୨୦ ହଜାରରୁ ଉର୍ଦ୍ଧ୍ୱ କୋଭିଡ ଟେଷ୍ଟ ପାଇଁ୧୦ କୋଟି ଟଙ୍କା ଖର୍ଚ୍ଚ କରିବା ବିସିସିଆଇ

ୟୁଏଇରେ ଆୟୋଜିତ ଆଇପିଏଲ୍ ୨୦୨୦ ସିଜିନ ୧୩ ଆରମ୍ଭ ହେବାକୁ ଯାଉଛି। ଦେଶରେ କରୋନା ମହାମାରୀ ଚାଲିଥିବା ଯୋଗୁଁ ଖେଳ ହେବ କି ନାହିଁ, ତାହା ବହୁତ ଦ୍ୱନ୍ଦ୍ୱରେ ରହିଥିଲା। ଏବେ ତାରିଖ ଧାର୍ଯ୍ୟ ହେବା ପରେ ଭାରତୀୟ କ୍ରିକେଟ୍ ବୋର୍ଡ (ବିସିସିଆଇ) ୨୦,୦୦୦ରୁ ଅଧିକ କରୋନା ପରୀକ୍ଷା ପରିଚାଳନା…