Odia News Portal
Monthly Archives

September 2020

ଜନତା ପାଣି ଘେରରେ : ନେତା କରୋନା କବଳରେ

ଭୁବନେଶ୍ୱର : ରାଜ୍ୟର ୨୦ ଜିଲ୍ଲାର ଲକ୍ଷାଧିକ ଲୋକ ଏବେ ପାଣିଘେରରେ । ଏଭଳି ବିପଦ ସମୟରେ ସେମାନଙ୍କ ନିକଟରେ ସ୍ଥାନୀୟ ନେତା ପହଞ୍ଚୁଛନ୍ତି । ତେବେ ଜଣକ ପରେ ଜଣେ ନେତା ଯେଭଳି କରୋନା କବଳରେ ପଡୁଛନ୍ତି ତାହା ବନ୍ୟା ପ୍ରପୀଡିତଙ୍କୁ ହତାଶ କରୁଛି । କଟକ ଜିଲ୍ଲାରେ ବନ୍ୟା ବିତ୍ପାତ ଜାରି…

ଶିକ୍ଷକଙ୍କୁ ପାଠ ପଢ଼ାଇଲେ କେନ୍ଦ୍ରମନ୍ତ୍ରୀ

ନୀଳଗିରି : କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଡଙ୍ଗୀ ଏକ ଯୋଜନା ବୈଠକରେ ଶିକ୍ଷକଙ୍କୁ ପ୍ରଶ୍ନ ପଚାରିବା ଓ ପାଠ ପଢ଼ାଇବା ଏବେ ସାଧରଣରେ ଚର୍ଚ୍ଚାର ବିଷୟ ପାଲଟିଛି । ନୀଳଗିରି ଶିଶୁ ମନ୍ଦିର ପରିସରରେ ଆୟୋଜିତ ଏକ ବୈଠକରେ କେନ୍ଦ୍ରମନ୍ତ୍ରୀ ଶ୍ରୀଯୁକ୍ତ ଷଡଙ୍ଗୀଙ୍କ ଅଧ୍ୟକ୍ଷତାରେ ନୀଳଗିରି ଏନଏସି…

ଆଜି ଶ୍ରୀମନ୍ଦିରରେ ଇନ୍ଦ୍ର ଗୋବିନ୍ଦ ବନ୍ଦାପନା

ପୁରୀ : ଭାଦ୍ରବ ପୂର୍ଣ୍ଣମୀ ବୁଧବାର ଶ୍ରୀମନ୍ଦିରରେ ଇନ୍ଦ୍ର, ଚନ୍ଦ୍ର ଓ ଗୋବିନ୍ଦ ବନ୍ଦାପନା ନୀତି ସମ୍ପନ୍ନ ହେବ । ସନ୍ଧ୍ୟାରେ ଏହି ସ୍ୱତନ୍ତ୍ର ନୀତି ଅନୁଷ୍ଠିତ ହେବ । ଦକ୍ଷିଣି ଘରୁ ବିଜେ ହେବେ ଦୋଳଗୋବିନ୍ଦ । ଠାକୁରଙ୍କ ଆଜ୍ଞାମାଳ ପାଇବା ପରେ ସିଂହଦ୍ୱାରସ୍ଥିତ ବଡ଼ଛତା ମଠ ପାଶ୍ୱର୍ରେ…

ଆଜି ଗୋଟିଏ ଦିନରେ ବସିବ ତିନିଟି ଗୁରୁତ୍ୱପୂର୍ଣ୍ଣ କ୍ୟାବିନେଟ୍‌ ବୈଠକ

ଭୁବନେଶ୍ବର: ଆଜି ଗୋଟିଏ ଦିନରେ ବସିବ ତିନିଟି ଗୁରୁତ୍ୱପୂର୍ଣ୍ଣ କ୍ୟାବିନେଟ୍‌ ବୈଠକ। ରାଜ୍ୟ କ୍ୟାବିନେଟ୍‌ ସହ କୃଷି କ୍ୟାବିିନେଟ୍‌ ଓ ଐତିହ୍ୟ କ୍ୟାବିନେଟ୍‌ର ବୈଠକ ବସିବ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ କୋଭିଡ୍‌ କଟକଣା ମଧ୍ୟରେ ଭିଡିଓ କନଫରେନ୍‌ସିରେ ହେବ ଆଲୋଚନା।…

ଯୁବତୀଙ୍କ ଅଶ୍ଳୀଳ ଭିଡିଓ ଭାଇରାଲ କରି ବନ୍ଧା ହେଲେ ଦୁଇ ଭାଇ

ଗଞ୍ଜାମ: ଯୁବତୀଙ୍କ ଅଶ୍ଳୀଳ ଭିଡିଓ ଭାଇରାଲ କରି ଦୁଇ ଯୁବକ ଗିରଫ । ଗଞ୍ଜାମ ତାରାସିଂ ଥାନାରେ ଯୁବତୀଙ୍କ ଅଭିଯୋଗ ପରେ ପୋଲିସ ଦୁଇ ଯୁବକଙ୍କୁ ଗିରଫ କରିଛି । ସେମାନେ ହେଲେ ବଦାଙ୍ଗି ଗାଁର ରଞ୍ଜିତ ସାହୁ ଓ ସାଗର ସାହୁ । ଦୁଇ ଅଭିଯୁକ୍ତ ସଂପର୍କୀୟ ଦୁଇ ଭାଇ ବୋଲି ଜଣାପଡ଼ିଛି । ସାଗର ସାହୁ…

ଢେଙ୍କାନାଳ ସମବାୟ ସମିତି ସହ ନିବନ୍ଧକଙ୍କ ଘରେ ଭିଜିଲାନ୍ସ ରେଡ୍‌

ଢେଙ୍କାନାଳ : ଢେଙ୍କାନାଳ ସମବାୟ ସମିତି ସହ ନିବନ୍ଧକଙ୍କ ଘରେ ଭିଜିଲାନ୍ସ ରେଡ୍‌ । ସମବାୟ ସମିତି ସହ ନିବନ୍ଧକ ବିଦ୍ୟାଧର ବେହେରାଙ୍କ ଘରେ ଭିଜିଲାନ୍ସର ଟିମ୍‌ର ଚଢାଉ  । ଆୟ ବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଚଢାଉ ହୋଇଛି । ଏକକାଳୀନ ୩ଟି ସ୍ଥାନରେ ଚଢାଉ ହେଉଛି । ପୈତୃକ ଘର, ବାସଭବନ…

ଆଜି ଆପଣଙ୍କ ରାଶି କଣ କହୁଛି ଆସନ୍ତୁ ଜାଣିବା

ମେଷ ଆପଣଙ୍କୁ ପାରିବାରିକ ସୁଖ ସମୃଦ୍ଧି ସଙ୍ଗକୁ କର୍ମକ୍ଷେତ୍ରରେ ଆଶା ଅନୁଯାୟୀ ସୁଫଳ ପ୍ରଦାନ କରିବ । ଆଜିର ଯାତ୍ରା ସମୟରେ ଅପରିଚିତଙ୍କ ସହ କଳହ ଲାଗିଯିବାର ସମ୍ଭାବନା ରହିଛି । ଶିଳ୍ପ, ବାଣିଜ୍ୟ, ବ୍ୟବସାୟ, ସାହିତ୍ୟ ଓ ସାମ୍ବାଦିକତା କ୍ଷେତ୍ରରେ ସୁନାମ ଅର୍ଜନ କରିବେ । ବୃଷ…

ଦୁଇ ଆଇଏଏସଙ୍କୁ ପ୍ରଶଂସା କଲେ ମୁଖ୍ୟ ଶାସନ ସଚିବ

ଭୁବନେଶ୍ୱର() ଦୁଇ ଆଇଏଏସଙ୍କୁ ପ୍ରଶଂସା କରିଛନ୍ତି ମୁଖ୍ୟ ଶାସନ ସଚିବ ଅସିତ ତ୍ରୀପାଠି । ଗଞ୍ଜାମରେ କୋଭିଡ଼ ପରିଚାଳନାରେ ଭଲ କାମ କରିଥିବାରୁ ୨ ଯୁବ ଆଇଏଏସଙ୍କୁ ପ୍ରଶାଂସା କରିଛନ୍ତି ଅସିତ । ଦୁଇ ଆଇଏଏସ ହେଉଛନ୍ତି ପାରୁଲ ପତୱାରି ଓ ବିଶାଲ ଦତଂହ । ଏବେ ସେମାନେ ଖୋର୍ଦ୍ଧା ଓ ବିଏମସିକୁ…

ଉତ୍ତର ବିଧାୟକ ସୁଶାନ୍ତ କୁମାର ରାଉତଙ୍କୁ କରୋନା

ଭୁବନେଶ୍ୱର() ଆଜି ଭୁବନେଶ୍ୱର ଉତ୍ତର ବିଧାୟକ ତଥା ବିଜେଡ଼ି ଭୁବନେଶ୍ୱର ସାଙ୍ଗଠନିକ ଜିଲ୍ଲା ସଭାପତି ସୁଶାନ୍ତ କୁମାର ରାଉତ କରୋନାରେ ଆକ୍ରାନ୍ତ ହୋଇଛନ୍ତି । କରୋନାରେ ଆକ୍ରାନ୍ତ ହୋଇଥିବା ନେଇ ସେ ନିଜେ ଟ୍ୱିଟ କରି ସୂଚନା ଦେଇଛନ୍ତି । ଏହାସହ ସେ ହୋମ ଆଇସୋଲେସନରେ ରହିବା ସହ ସୁସ୍ଥ…

ସ୍ୱର୍ଗଦ୍ୱାରରେ ଅନ୍ତିମ ସତ୍କାରକୁ କଟକଣା ବୃଦ୍ଧି

ପୁରୀ()  ସ୍ୱର୍ଗଦ୍ୱାରରେ ଅନ୍ତିମ ସତ୍କାରକୁ କଟକଣା ବୃଦ୍ଧି କରାଯାଇଛି । ଆସନ୍ତା ସେପ୍ଟେମ୍ବର ୩୦ ଯାଏଁ କଟକଣା ବୃଦ୍ଧି କଲା ପ୍ରଶାସନ । ବାହାର ଜିଲ୍ଲା ଓ ରାଜ୍ୟ ବାହାର ଲୋକଙ୍କୁ ଶବସତ୍କାର ମନା କରାଯାଇଛି । କେବଳ ପୁରୀ ଜିଲ୍ଲା ଲୋକଙ୍କୁ ଶବସତ୍କାର ପାଇଁ ଅନୁମତି ମିଳିଛି । ତେବେ କୋଭିଡ…