Odia News Portal
Monthly Archives

November 2020

ଆଜି ସନ୍ଧ୍ୟାରେ ସମ୍ବୋଧିତ କରିବେ ନବୀନ

ଭୁବନେଶ୍ୱର() ଉପନିର୍ବାଚନ ସଫଳତାକୁ ନେଇ ତିର୍ତ୍ତୋଲ ଓ ବାଲେଶ୍ୱରର ଦଳୀୟ କର୍ମକର୍ତ୍ତାଙ୍କୁ ସମ୍ବୋଧିନ କରିବେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ । ସନ୍ଧ୍ୟା ୬ଟାରେ ତିର୍ତ୍ତୋଲର ଦଳୀୟ କର୍ମକର୍ତ୍ତାଙ୍କୁ ସମ୍ବୋଧନ କରିବା ସହ ସନ୍ଧ୍ୟା ୬ଟା ୨୦ ମିନିଟରେ ବାଲେଶ୍ୱରୀ ଦଳୀୟ…

ଦୀପାବଳୀ ପରେ ଶପଥ ନେବେ ନୀତିଶ

ପାଟନା()  ବିହାରରେ ସରକାର ଗଠନ ପାଇଁ ମ୍ୟାଜିକ ନମ୍ବର ୧୨୨ ରୁ ଏନଡିଏ ଅନ୍ୟ ୩ଟି ଆସନରେ ଜିତିଛି । ଅନ୍ୟ ପକ୍ଷେ ନୀତୀଶ କୁମାରଙ୍କ ନେତୃତ୍ୱାଧୀନ ଜେଡିୟୁର ଆସନ ସଂଖ୍ୟା ବହୁତ କମିଥିଲେ ମଧ୍ୟ ନୀତୀଶ ବିହାରର ୩୭ ତମ ମୁଖ୍ୟମନ୍ତ୍ରୀ ହେବାକୁ ଯାଉଛନ୍ତି । ନୀତୀଶ ମୁଖ୍ୟମନ୍ତ୍ରୀ ଭାବେ ୩ଟି…

କରୋନା ନେଲା ଆଉ ୧୪ ଜୀବନ, ଖୋର୍ଦ୍ଧାରୁ ସର୍ବାଧିକ

ଭୁବନେଶ୍ୱର() ଆଜି ୯୮୬ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଆଉ ୧୪ ଜଣଙ୍କର ମୃତ୍ୟୁ ହୋଇଛି । ଏହି କ୍ରମରେ ରାଜ୍ୟରେ କରୋନା ମୃତ୍ୟୁ ସଂଖ୍ୟା ୧,୪୮୩କୁ ବୃଦ୍ଧି ପାଇଛି । ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ତେବେ ଆଜି ଖୋର୍ଦ୍ଧା…

ଆସିପାରେ ଦ୍ୱିତୀୟ ଅର୍ଥନୈତିକ ପ୍ୟାକେଜ, ଜାଣନ୍ତୁ କଣ ରହିବ ସୁବିଧା !

ନୂଆଦିଲ୍ଲୀ ()  ଆସନ୍ତା ୪୮ ଘଣ୍ଟା ମଧ୍ୟରେ ଆସିପାରେ ଆଉ ଏକ ଅର୍ଥନୈତିକ ପ୍ୟାକେଜ । କରୋନା ସଂକ୍ରମଣ କାରଣରୁ ଦେଶବ୍ୟାପୀ ଦେଖାଦେଇଥିବା ସଙ୍କଟର ମୁକାବିଲା କରିବା ପାଇଁ ପୂର୍ବରୁ ୨୦ ଲକ୍ଷ କୋଟିର ପ୍ୟାକେଜ ଘୋଷଣା କରାଯାଇଥିଲା । ତେବେ ଅର୍ଥନୀତିର ପୁନରୁଦ୍ଧାର ପାଇଁ ଏହା ଯଥେଷ୍ଟ ନହେବାରୁ…

ଆଜି ୯୮୬ ପଜିଟିଭ୍ ଚିହ୍ନଟ, ଆକ୍ରାନ୍ତଙ୍କ ସଂଖ୍ୟା ୩ ଲକ୍ଷ ୫ ହଜାର ପାର

ଭୁବନେଶ୍ୱର() ରାଜ୍ୟରେ ଧୀରେ ଧୀରେ କରୋନା ସଂକ୍ରମଣ କମିବାରେ ଲାଗିଛିି । ଏହାରି ମଧ୍ୟରେ ଆଜି ପୁଣି ୩୦ ଜିଲ୍ଲାରୁ ୯୮୬ ଜଣ ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ କ୍ୱାରେଣ୍ଟାଇନରୁ ୫୭୨ ଜଣ ଓ ସ୍ଥାନୀୟ ଅଞ୍ଚଳରୁ ୪୧୪ ଜଣ ଚିହ୍ନଟ ହୋଇଛନ୍ତି । ଏହି କ୍ରମରେ ରାଜ୍ୟରେ କରୋନା…

ନିର୍ବାଚନ ପରିଚାଳନାରେ ବିଜେଡିର ଯୁବନେତା ପାରଙ୍ଗମ

ଭୁବନେଶ୍ୱର() ଶାସକ ବିଜୁ ଜନତା ଦଳ ଉପନିର୍ବାଚନ ହୋଇଥିବା ଦୁଇଟି ଆସନ ହାତେଇ ଡବଲ ଲାଭରେ ଥିବାବେଳେ ଦଳର ଯୁବନେତାମାନେ ଯେ ନିର୍ବାଚନ ପରିଚାଳନାରେ ବେଶ୍‍ ପରିପକ୍ୱ ତାହା ପ୍ରମାଣ କରିଦେଇଛନ୍ତି । ଏଥିରୁ ଗୋଟିଏ କଥା ପ୍ରମାଣିତ ହୋଇଛି ଯେ ମୁଖ୍ୟମନ୍ତ୍ରୀଙ୍କ ଲୋକପ୍ରିୟତାକୁ ଆୟୁଧ କରି…

ଆଜି ରାଜ୍ୟ କ୍ୟାବିନେଟ୍ ବୈଠକ , ୧୫ ପ୍ରସ୍ତାବ ଉପରେ ବାଜିପାରେ ମୋହର

ଭୁବନେଶ୍ୱର()  ଆଜି ବସୁଛି ରାଜ୍ୟ କ୍ୟାବିନେଟ ଓ ମନ୍ତ୍ରୀ ପରିଷଦର ଗୁରୁତ୍ୱପୂର୍ଣ୍ଣ ବୈଠକ। ଅପରାହ୍ନ ସାଢ଼େ ୫ଟାରେ ମନ୍ତ୍ରୀ ପରିଷଦ ବୈଠକ ବସିବ। ଏଥିରେ ଅଧ୍ୟକ୍ଷତା କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଭିଡ଼ିଓ କନଫେରେନ୍ସିଂରେ ମାଧ୍ୟମରେ ଏହି ବୈଠକ ବସିବାକୁ ଯାଉଛି। ଆଗାମୀ ବିଧାନସଭା…

ରାଜ୍ୟର ୫ଟି ସ୍ଥାନରେ ହେବ ଇକୋ ରିଟ୍ରିଟ୍

ଭୁବନେଶ୍ୱର() ଏଥର ରାଜ୍ୟର ୫ଟି ସ୍ଥାନରେ ହେବ ଇକୋ ରିଟ୍ରିଟ୍ ।କୋଣାର୍କ, ହୀରାକୁଦ, ଭିତରକନିକା, ଦାରିଙ୍ଗବାଡି ଓ ସାତକୋଶିଆରେ ହେବ। ପରିବେଶ ପର୍ଯ୍ୟଟନ ପାଇଁ ବୁକିଂର ଶୁଭାରମ୍ଭ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ପର୍ଯ୍ୟଟନ ବିଭାଗ ପକ୍ଷରୁ ଆଗାମୀ ୩ ମାସ ଧରି ଇକୋ ରିଟ୍ରିଟ୍…

ଭୁବନେଶ୍ୱରରୁ ୫୯ ଚିହ୍ନଟ, ୫୪ ଲୋକାଲ କେସ

ଭୁବନେଶ୍ବର() ଆଜି ଭୁବନେଶ୍ୱରରୁ  ୫୯ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ କ୍ୱାରେଣ୍ଟାଇନ ସେଣ୍ଟରରୁ ୦୫ ସ୍ଥାନୀୟ ଅଞ୍ଚଳରୁ ୫୪ ଜଣ ଚିହ୍ନଟ ହୋଇଛନ୍ତି । ଏହାସହ ଆଜି ୭୫ ଜଣ ସୁସ୍ଥ ମଧ୍ୟ ହୋଇଛନ୍ତି । ଭୁବନେଶ୍ୱରରେ କରୋନା ପଜିଟିଭଙ୍କ ସଂଖ୍ୟା ୨୯ ହଜାର ୮୯୬ କୁ ବୃଦ୍ଧି…

ସୁନା ଦୋକାନକୁ ଡିସିପିଙ୍କ ଚେତାବନୀ

ଭୁବନେଶ୍ୱର() କରୋନା ଯୋଗୁଁ ସମସ୍ତ ପର୍ବପର୍ବାଣୀରେ କଟକଣା ଲାଗୁ ହୋଇଛି । ଏହାରି ମଧ୍ୟରେ ଦିପାବଳୀକୁ ନେଇ ଭୁବନେଶ୍ୱର ଡିସିପି ଉମାଶଙ୍କର ଦାଶ କହିଛନ୍ତି ଯେ, ‘ ଏସଆରସିଙ୍କ ଗାଇଡଲାଇନକୁ କଡାକଡି ପାଳନ କରାଯିବ । ନିୟମ ଉଲ୍ଲଂଘନ କଲେ ଆଇନ ଅନୁସାରେ କାର୍ଯ୍ୟାନୁଷ୍ଠାନ ନିଆଯିବ । ବେଆଇନ ବାଣ…