ଅକ୍ଟୋବରରେ ରେକର୍ଡ ପରିମାଣ ରକ୍ତ ସଂଗ୍ରହ
ଭୁବନେଶ୍ବର () ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଆହ୍ବାନରେ ଓଡିଶା ମୋ ପରିବାର ପକ୍ଷରୁ ଅକ୍ଟୋବର ମାସରେ କେବଳ ୧୧ ହଜାର ୫୩୧ ୟୁନିଟ ରକ୍ତ ସଂଗ୍ରହ କରାଯାଇଛି । କୋଭିଡ ସଂକ୍ରମିତଙ୍କ ପାଇଁ ଦଳର ଏହି ସାମାଜିକ ୱିଙ୍ଗ ବିଭିନ୍ନ ସ୍ଥାନରେ ସଫଳତାର ସହ ରକ୍ତଦାନ ଶିବିରର ଆୟୋଜନ କରୁଛି ।…