ପୀଡ଼ିତାଙ୍କ ପରିବାରକୁ ସୁରକ୍ଷା ଦେବେ ୮୦ ଯବାନ
ହାଥରସ() ଉତ୍ତରପ୍ରଦେଶ ହାଥରସରେ ଘଟିଥିବା କଥିତ ଗଣ ବଳାକ୍ରାର ଏବଂହତ୍ୟା ମାମଲାରେ ପୀଡ଼ିତାଙ୍କ ପରିବାରର ସୁରକ୍ଷା ବଢ଼ାଯାଇଛି । ସୁପି୍ରମକୋର୍ଟଙ୍କ ନିଦେ୍ର୍ଧଶକ୍ରମେ ପୀଡ଼ିତାଙ୍କ ପରିବାର ଲୋକଙ୍କ ସୁରକ୍ଷା ପାଇଁ ୮୦ ଜଣ ସିଆରପିଏଫ ଯବାନ ମୁତୟନ ହୋଇଛନ୍ତି । ଯବାନମାନଙ୍କ ରହଣି ପାଇଁ…