Odia News Portal
Monthly Archives

November 2020

ରାଜୁ ମିଶ୍ରଙ୍କ ପରଲୋକ

ଭୁବନେଶ୍ୱର()  ବିଶିଷ୍ଟ ଓଡ଼ିଆ ଚଳଚ୍ଚିତ୍ର ନିର୍ଦ୍ଦେଶକ ରାଜୁ ମିଶ୍ରଙ୍କ ପରଲୋକ ଘଟିଛିି । ୭୨ ବର୍ଷ ବସୟେରେ ଜଟଣୀ ସ୍ଥିତ ଘରେ ତାଙ୍କର ଦେହାନ୍ତ ହୋଇଛି । ରାଜୁ ମିଶ୍ରଙ୍କ ପରଲୋକ ନେଇ ପତ୍ନୀ ପ୍ରତିମା ମଞ୍ଜରୀ ମିଶ୍ର ସୂଚନା ଦେଇଛନ୍ତି । ଘରେ ବସି ଥିବାବେଳେ ହୃଦ୍ଘାତରେ ଟଳି ପଡ଼ିଥିଲେ ରାଜୁ…

ଭିକାରୀ ମୁକ୍ତ ହେବ ପୁରୀ ସହର

ପୁରୀ() ଭିକାରୀ ମୁକ୍ତ ହେବ ପୁରୀ ସହର । ଆଜିଠାରୁ ପୁରୀ ସହରରେ ଆରମ୍ଭ ହୋଇଛି ଦ୍ୱିତୀୟ ପର୍ଯ୍ୟାୟ ଭିକାରୀ ମୁକ୍ତ ଅଭିଯାନ । ବାହାରେ ବୁଲୁଥିବା ମସ୍ତିଷ୍କ ବିକୃତି ଲୋକଙ୍କୁ ମଧ୍ୟ ଉଦ୍ଧାର କରାଯାଉଛି । ମନ୍ଦିର ଆଖପାଖ, ବଡଦାଣ୍ଡରୁ ଭିକାରୀ ଓ ମାନସିକ ବିକୃତ ବ୍ୟକ୍ତିଙ୍କୁ ଛଦ୍ଧାର…

କ୍ବାରେଣ୍ଟାଇନରେ WHO ମୁଖ୍ୟ

ଜେନେଭା()  ନିଜକୁ ସେଲଫ୍‌ କ୍ବାରେଣ୍ଟାଇନ କରିଛନ୍ତି ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ମହାନିର୍ଦ୍ଦେଶକ ଟେଡ୍ରୋସ୍‌ ଆଧାନୋମ୍  । ସେ ଜଣେ କରୋନା ସଂକ୍ରମିତଙ୍କ ସଂସ୍ପର୍ଶରେ ଆସିଥିବା ଜଣାପଡ଼ିଛି। ତେଣୁ ସେ ନିଜକୁ ସେଲ୍‌ଫ୍‌ କ୍ୱାରେଣ୍ଟିନରେ ରଖିବା ନେଇ ରବିବାର ଟ୍ୱିଟ୍‌ କରି ସୂଚନା ଦେଇଥିଲେ।…

ଆଉ ୯ ମୁଣ୍ଡ ନେଲା କରୋନା, ସୁନ୍ଦରଗଡରୁ ସର୍ବାଧିକ

ଭୁବନେଶ୍ବର() ଆଜି ୧୩୮୯ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଆଉ ୯ ଜଣଙ୍କର ମୃତ୍ୟୁ ହୋଇଛି । ଏହି କ୍ରମରେ ରାଜ୍ୟରେ କରୋନା ମୃତ୍ୟୁ ସଂଖ୍ୟା ୧୩୪୦କୁ ବୃଦ୍ଧି ପାଇଛି । ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ତେବେ ଆଜି ସୁନ୍ଦରଗଡରୁ…

ଆଉ ୧୩୮୯ କରୋନା ପଜିଟିଭ୍, ସଂକ୍ରମିତଙ୍କ ସଂଖ୍ୟା ୨ ଲକ୍ଷ ୯୩ ହଜାର ପାର

ଭୁବନେଶ୍ୱର() ୨୪ ଘଣ୍ଟା ମଧ୍ୟରେ ୧୩୮୯ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନା ସଂକ୍ରମିତଙ୍କ ସଂଖ୍ୟା ୨୯୩୨୧୪ରେ ପହଞ୍ଚିଛି । ଏନେଇ ରାଜ୍ୟ ସୂଚନା ଓ ଲୋକସଂପର୍କ ବିଭାଗ ପକ୍ଷରୁ ଟ୍ବିଟ୍ ଯୋଗେ ସୂଚନା ପ୍ରଦାନ କରାଯାଇଛି । ଚିହ୍ନଟ ହୋଇଥିବା ସଂକ୍ରମିତଙ୍କ…

ଭୁବନେଶ୍ୱରରେ ଖୋଲିଲା ସାଇବର କମ୍ପ୍ଲେକ୍ସ

ଭୁବନେଶ୍ୱର() ଭୁବନେଶ୍ୱରରେ ଖୋଲିଲା ସାଇବର କମ୍ପ୍ଲେକ୍ସ। ପୋଲିସ ଡିଜି ଅଭୟ ଏହାର ଶୁଭାରମ୍ଭ କରିଛନ୍ତି। ଏଠାରେ ସାଇବର କ୍ରାଇମର ତଦନ୍ତ ପାଇଁ ଟ୍ରେନିଂ ଦିଆଯିବ। ୬ ମାସ ମଧ୍ୟରେ ରାଜ୍ୟ ପୋଲିସର ସୋସିଆଲ ମିଡିଆ ସେଲ୍‌ କାମ କରିବ। ୨୦୦ଜଣ ପୋଲିସଙ୍କୁ ଏଠି ଟ୍ରେନିଂ ଦିଆଯିବ। ସାଇବର କ୍ରାଇମରେ…

ପ୍ରଫେସର ଗଣେଶୀ ଲାଲଙ୍କୁ କରୋନା

ଭୁବନେଶ୍ୱର() ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲଙ୍କୁ କରୋନା । ରାଜ୍ୟପାଳଙ୍କ ରିପୋର୍ଟ ପଜିଟିଭ୍ ଆସିବା ପରେ ତାଙ୍କୁ ଭୁବନେଶ୍ୱରର ଏକ ଘରୋଇ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ରାଜ୍ୟପାଳଙ୍କ ପତ୍ନୀଙ୍କୁ ମଧ୍ୟ କରୋନା ସଂକ୍ରମଣ ହୋଇଥିବା ଜଣାପଡିଛି । ତାଙ୍କର ରିପୋର୍ଟ ପଜିଟିଭ୍ ଆସିଥିବା…

ଫଳ ଆନିବ ବବିଙ୍କ ପରିଶ୍ରମ ଓ ଚତୁର ଗୋଟି ଚାଳନା

ଭୁବନେଶ୍ୱର()  ନଭେମ୍ବର ୩ ତାରିଖ ଉପ ନିର୍ବାଚନ ପାଇଁ ହେବ ମତଦାନ । ହେବିୱଟମାନେ ନିଜ ଦଳ ଓ ପ୍ରାର୍ଥୀ ସପକ୍ଷରେ ମତ ଦେବା ପାଇଁ ଯାହା ବୁଝାଇବା କଥା ବୁଝାଇସାରିଛନ୍ତି ଭୋଟରଙ୍କୁ । ମତଦାତାମାନେ ନିଜର ପସନ୍ଦର ପ୍ରାର୍ଥୀଙ୍କୁ ଭୋଟ ଦେବା ପାଇଁ ମଧ୍ୟ ମନ ସ୍ଥିର କରିସାରିଲେଣୀ । କେବଳ…