ମେ ୪ରୁ ସିବିଏସ୍ଇ ପରୀକ୍ଷା
ଭୁବନେଶ୍ୱର-
ମେ ୪ରୁ ସିବିଏସ୍ଇ ପରୀକ୍ଷା ଆରମ୍ଭ ହେବାକୁ ଯାଉଛି । ଏନେଇ କେନ୍ଦ୍ର ଶିକ୍ଷାମନ୍ତ୍ରୀ ରମେଶ ପୋଖରିଆଲ୍
ନିଶଙ୍କ ଘୋଷଣା କରିଛନ୍ତି । କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ପରିଷଦ(ସିବିଏସ୍ଇ) ଦ୍ବାରା ପରିଚାଳିତ
ଦଶମ ଓ ଦ୍ବାଦଶ ଶ୍ରେଣୀ ଥିଓରି ପରୀକ୍ଷା ୨୦୨୧ ମେ’ ୪ରୁ ଆରମ୍ଭ ହେବ।!-->…