Odia News Portal
Monthly Archives

March 2021

ଛିଛୋରେ’ ସର୍ବଶ୍ରେଷ୍ଠ ଚଳଚ୍ଚିତ୍ର, କଙ୍ଗନା ଶ୍ରେଷ୍ଠ ଅଭିନେତ୍ରୀ

ନୂଆଦିଲ୍ଲୀ: ୬୭ତମ ଜାତୀୟ ଚଳଚ୍ଚିତ୍ର ପୁରସ୍କାର - ୨୦୧୯ ଘୋଷିତ | ଛିଛୋରେ ସର୍ବଶ୍ରେଷ୍ଠ ହିନ୍ଦି ଚଳଚ୍ଚିତ୍ର | ଦିବଂଗତ ଅଭିନେତା ସୁଶାନ୍ତ ସିଂ ରାଜପୁତ ଛିଛୋରେରେ କରିଥିଲେ ଅଭିନୟ | ଫିଲ୍ମ ମଣିକର୍ଣ୍ଣିକା ପାଇଁ କଙ୍ଗନା ରଣାୱତଙ୍କୁ ଶ୍ରେଷ୍ଠ ଅଭିନେତ୍ରୀ ପୁରସ୍କାର |ଶ୍ରେଷ୍ଠ ଅଭିନେତା

ଜଗା ଫେରିଲା ଫୁଲବାଣୀ, କାଳିଆକୁ ଝୁରୁଛି ପରିବାର

କଟକ: କଟକ ବଡ଼ ମେଡିକାଲ ଏସସିବିରୁ ଡିସଚାର୍ଜ ହେଲା ଜଗା। ଗତ ୨ ବର୍ଷ ହେଲା କଟକ ବଡ଼ ମେଡିକାଲରେ ଚିକିତ୍ସାଧୀନ ରହିଥିବା ଜଗା ଆଜି ହସପିଟାଲରୁ ଡିସଚାର୍ଜ ହୋଇଛି । ସେ ଏବେ ସୁସ୍ଥ ହେବାରେ ଲାଗିଥିବାରୁ ତାକୁ ଏସସିବିରୁ ଡିସଚାର୍ଜ ଦିଆଯାଇଥିବା ସୂଚନା ମିଳିଛି। ତେବେ ଏସସିବିରୁ

ଦକ୍ଷିଣ ଓଡ଼ିଶା ସ୍ୱାସ୍ଥ୍ୟସେବାରେ ନୂଆ ଯୁଗ

ଭୁବନେଶ୍ବର : ମହାରାଜା କୃଷ୍ଣଚନ୍ଦ୍ର ଗଜପତି ମେଡିକାଲ କଲେଜ ଓ ହସ୍‌ପିଟାଲକୁ ମୁଖ୍ୟମନ୍ତ୍ରୀ ଦେଲେ ନୂଆ ବିଭାଗ ଭେଟି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅନୁମୋଦନକ୍ରମେ ବ୍ରହ୍ଣପୁରର ମହାରାଜା କୃଷ୍ଣଚନ୍ଦ୍ର ଗଜପତି ମେଡିକାଲ କଲେଜ ଓ ହସ୍‌ପିଟାଲ(ଏମକେସିଜି)ରେ

ଜନତା କର୍ଫ୍ୟୁକୁ ବର୍ଷେ : ଲମ୍ବା ଲଢ଼େଇର ସଂକଳ୍ପ ନେଇଥିଲେ ପ୍ରଧାନମନ୍ତ୍ରୀ

ନୁଆଦିଲ୍ଲୀ ଦେଶରେ ଜନତା କର୍ଫ୍ୟୁକୁ ବର୍ଷେ ପୁରିଛି । ଠିକ୍‌ ବର୍ଷେ ପୂର୍ବରୁ ଆଜିର ଦିନରେ ଭାରତରେ ସକାଳ ୭ରୁ ରାତି ୯ଟା ଯାଏଁ ୧୪ ଘଣ୍ଟିଆ କଟକଣା ଲାଗୁ ହୋଇଥିଲା । ଜରୁରୀ କାରବାର ବ୍ୟତିତ ଅନ୍ୟ ସମସ୍ତ ସେବା ଏକଦମ୍‌ ଠପ୍‌ ହୋଇଯାଇଥିଲା । କରୋନା ମହାମାରୀକୁ ରୋକିବା ଦିଗରେ ଏକ

ବାପାକୁ ମାରିଦେଲା ନୃଶଂସ ପୁଅ

ଅନୁଗୋଳ: ଅନୁଗୋଳ ଜିଲା ଜରପଡା ଥାନା ଦୁର୍ଗାପୁର କୁଡା ସାହିରେ ସୋମବାର ଏକ ଅଭାବନୀୟ ଘଟଣା ଘଟିଛି। ଜଣେ ପୁଅର ଟାଙ୍ଗିଆ ଚୋଟରେ ବାପାର ମୃତ ହୋଇଥିବା ବେଳେ ମା’ ଗୁରତର ଆହତ ହୋଇଛନ୍ତି । ମୃତକ ଜଣକ ବଟକୃଷ୍ଣ ବେହେରା ଓ ଗୁରୁତର ଜଣକ ହେଲେ ତାଙ୍କ ସ୍ତ୍ରୀ ରୁକ୍ମଣୀ ବେହେରା ବୋଲି ଜଣାପଡିଛି ।