Odia News Portal
Monthly Archives

March 2021

ଟ୍ରିବ୍ୟୁନାଲରେ ୨୦ତମ ଶୁଣାଣି, ସମାଧାନ କେବେ?

ଭୁବନେଶ୍ବର: ତୁଟୁନି ଓଡ଼ିଶା-ଛତିଶଗଡ଼ ଜଳ ବିବାଦ। ଟ୍ରିବ୍ୟୁନାଲକୁ ମାର୍ଚ୍ଚ ୧୨ ତାରିଖରେ ୩ବର୍ଷ ପୁରୁଥିଲେ ମଧ୍ୟ ଆଲୋଚନା ସଫଳ ହୋଇପାରିନାହିଁ  ।ତେବେ ଆଜି ଟ୍ରିବ୍ୟୁନାଲରେ ୨୦ତମ ଶୁଣାଣି ହେବ । ପୂର୍ବରୁ ୧୯ ଥର ଶୁଣାଣି ହୋଇଥିବା ବେଳେ କୌଣସି ସମାଧାନ ହୋଇନାହିଁ । ଟ୍ରିବ୍ୟୁନାଲକୁ

ଇଲେକ୍ଟ୍ରିକ ଯାନ ପାଇଁ ସ୍ୱତନ୍ତ୍ର ଯୋଜନା

ଭୁବନେଶ୍ବର: ଇଲେକ୍ଟ୍ରିକ ଯାନକୁ ପ୍ରୋତ୍ସାହନ ଦେବାରେ ଓଡ଼ିଶା ହେବ ମଡେଲ ରାଜ୍ୟ । ଏନେଇ ‘ଓଡ଼ିଶା ଇଲେକ୍ଟ୍ରିକ୍ ଯାନ’ ଡ୍ରାଫ୍ଟ ପ୍ରସ୍ତୁତ କରିଛନ୍ତି ରାଜ୍ୟ ସରକାର । ଆସନ୍ତା ୫ ବର୍ଷ ପାଇଁ ଯୋଜନା ହୋଇଥିବା ବେଳେ ଇଲେକ୍ଟ୍ରିକ ଯାନକୁ ପ୍ରୋତ୍ସାହନ ଦେଇ ପ୍ରଦୂଷଣ କମାଇବା ସହ ଇନ୍ଧନ

ବିଶ୍ୱ ମଙ୍ଗଳ ପାଇଁ କ୍ୱାଡ୍ କାମ କରୁଛି : ମୋଦୀ

ନୂଆଦିଲ୍ଲୀ: କ୍ୱାଡ଼ ସଂଗଠନ ବିଶ୍ୱର ମଙ୍ଗଳ ପାଇଁ କାର୍ଯ୍ୟକରୁଛି । କରୋନା ଟିକା,ଜଳବାୟୁ ପରିବର୍ତ୍ତନ ଓ ଉଦୀୟମାନ ଟେକନଲୋଜୀ କ୍ଷେତ୍ରରେ ଏହାର କାର୍ଯ୍ୟ ଏହାକୁ ବିଶ୍ୱର ଏକ ମଙ୍ଗଳକାରୀ ଶକ୍ତିରେ ପରିଣତ କରିଛି ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ପ୍ରଥମ କ୍ୱାଡ୍ ଶିଖର

୮ ପ୍ରକଳ୍ପକୁ ସିଙ୍ଗଲ୍ ୱିଣ୍ଡୋର ମଞ୍ଜୁରୀ

ଭୁବନେଶ୍ୱର: ଓଡ଼ିଶାର ବ୍ୟବସାୟ ଅନୁକୂଳ ବାତାବରଣ ଓ ସ୍ୱଚ୍ଛ ବ୍ୟବସ୍ଥା ଯୋଗୁ ରାଜ୍ୟ ନୂତନ ପୁଞ୍ଜିନିବେଶ ପ୍ରସ୍ତାବ ଆକର୍ଷିତ କରିବାରେ ସମର୍ଥ ହେଉଛି । ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ରାଜ୍ୟ ସିଙ୍ଗଲ୍ ୱିଣ୍ଡୋ କମିଟି ବୈଠକରେ ୮ଟି ନୂତନ

ମିତାଲିଙ୍କ ମାଇଲଷ୍ଟୋନ

ନୂଆଦିଲ୍ଲୀ : ଭାରତୀୟ ମହିଳା କ୍ରିକେଟ ଦଳର ଅଧିନାୟକ ମିତାଲି ରାଜ ଆଉ ମାଇଲଷ୍ଟୋନ କରିଛନ୍ତି । ସେ ଅନ୍ତରାଷ୍ଟ୍ରୀୟ କ୍ରିକେଟରେ ୧୦୦୦୦ ରନ୍ ପୂରଣ କରିଛନ୍ତି । ମହିଳା ଇଣ୍ଟରନ୍ୟାଶନାଲ କ୍ରିକେଟରେ ଏହି ଉପଲବ୍ଧି ହାସଲ କରିଥିବା ଦ୍ୱିତୀୟ ଖେଳାଳି ହେଉଛନ୍ତି ମିତାଲି । ସେ ଶୁକ୍ରବାର

ନୀତି ଆୟୋଗ ତାଲିକାରେ ଗଜପତି ଶ୍ରେଷ୍ଠ

ଭୁବନେଶ୍ୱର: ନବୀନ ସରକାରଙ୍କ କାର୍ଯ୍ୟକୁ ପୁଣି ଜାତୀୟ ସ୍ତରରେ ସ୍ୱୀକୃତି । କେନ୍ଦ୍ର ସରକାରଙ୍କ ନୀତି ଆୟୋଗ ଦ୍ୱାରା ଉନ୍ନତ ଭିତ୍ତିଭୂମି ମାନ୍ୟତା ତାଲିକାରେ ପ୍ରଥମ ତିନିଟି ସ୍ଥାନରେ ରହିଛନ୍ତି ଓଡିଶାର ତିନିଟି ଜିଲ୍ଲା । ନୀତି ଆୟୋଗ ତାଲିକାରେ ଦେଶର ଶ୍ରେଷ୍ଠ ୫ଟି ଜିଲ୍ଲା ମଧ୍ୟରେ

ସମ୍‌ ହସ୍ପିଟାଲ୍‌ରେ ଆଇଡି-ନାଟ୍ ମେସିନ୍‌ର ଶୁଭାରମ୍ଭ

ଭୁବନେଶ୍ୱର: ଓଡ଼ିଶାର ପ୍ରଥମ ସ୍ୱାସ୍ଥ୍ୟ ଅନୁଷ୍ଠାନ ଭାବେ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ମେଡିକାଲ୍‌ ସାଇନ୍‌ସେସ୍‌ ଆଣ୍ଡ ସମ୍‌ ହସ୍ପିଟାଲ୍‌ର ପୋଷ୍ଟ ଗ୍ରାଜୁଏଟ୍‌ ଡିପାର୍ଟମେଣ୍ଟ୍‌ ଅଫ୍‌ ଟ୍ରାନ୍ସଫ୍ୟୁଜନ୍‌ ମେଡିସିନ୍‌ରେ ସୁରକ୍ଷିତ ରକ୍ତ ଅର୍ନ୍ତକ୍ଷେପଣ ନିମନ୍ତେ ଆଇଡି-ନାଟ୍‌ ବ୍ଲଡ୍‌

ସ୍ୱାଭାବିକ ହେବ ଟ୍ରେନ୍ ଚଳାଚଳ ବ୍ୟବସ୍ଥା

ଭୁବନେଶ୍ୱର: ରାଜ୍ୟରେ କୋଭିଡ୍ ପରିସ୍ଥିତିରେ ସୁଧାର ଆସିଲେ ସ୍ୱାଭାବିକ ହୋଇପାରେ ଟ୍ରେନ୍ ଚଳାଚଳ ବ୍ୟବସ୍ଥା । ଏପ୍ରିଲ ସୁଦ୍ଧା ଓଡିଶାରେ ଟ୍ରେନ୍ ଚଳାଚଳ ସ୍ୱାଭାବିକ ହେବା ନେଇ ସୂଚନା ଦେଲେ ଇଷ୍ଟକୋଷ୍ଟ ରେଲୱେର ମୁଖ୍ୟ ଲୋକସଂପର୍କ ଅଧିକାରୀ କୌଶଳେନ୍ଦ୍ର କିଶୋର ଖାଡଙ୍ଗା । ଗତ କିଛି ଦିନ