Odia News Portal
Monthly Archives

March 2021

ବିଜେପି ବିଧାୟକଙ୍କ ସାନିଟାଇଜର ପିଇବାକୁ ଉଦ୍ୟମ

ଭୁବନେଶ୍ୱର: ବିଧାନସଭା ଗୃହରେ ବିଧାୟକଙ୍କ ସାନିଟାଇଜର ପିଇବାକୁ ଉଦ୍ୟମ | ମଣ୍ଡି ସମସ୍ୟା ନେଇ ବିଧାନସଭା ଗୃହରେ ବିଧାୟକଙ୍କ ସାନିଟାଇଜର ପିଇବାକୁ ଉଦ୍ୟମ | ସାନିଟାଇଜର ପିଇବାକୁ ଉଦ୍ୟମ କରଛନ୍ତି ବିଜେପି ବିଧାୟକ ସୁବାସ ପାଣିଗ୍ରାହୀ | ସାନିଟାଇଜର ପିଇବାକୁ ଉଦ୍ୟମ ବେଳେ ଛଡ଼ାଇଲେ ଅନ୍ୟ

ନିର୍ଧାରିତ ସମୟ ପୂର୍ବରୁ ଉଠିଲା ମହାଦୀପ

ଭୁବନେଶ୍ୱର: ଲକ୍ଷ ଲକ୍ଷ ଭକ୍ତଙ୍କ ଅପେକ୍ଷାର ଅନ୍ତ ଘଟି ରାତି ୯ଟା ୩୩ ମିନିଟ୍ ସମୟରେ ମହାପ୍ରଭୁ ଶ୍ରୀଲିଙ୍ଗରାଜଙ୍କ ମହାଦୀପ ଉଠିଛି। ନିର୍ଦ୍ଧାରିତ ସମୟର ପ୍ରାୟ ୨୭ ମିନିଟ୍ ପୂର୍ବରୁ ମହାଦୀପ ଉଠିଛି। ଦୀପ ଉଠିବା ସମୟରେ ସମାଗତ ଭକ୍ତ ଓ ସେବାୟତଙ୍କ ‘ହର ହର ମହାଦେବ’ ଧ୍ୱନିରେ କମ୍ପି

କଷ୍ଟ ହେଲେ ବି ହ୍ୱିଲ୍ ଚେୟାରରେ ପ୍ରଚାର କରିବି

କୋଲକାତା: ଆହତ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ମେଡିକାଲରୁ ଟିଏମସି ସମର୍ଥକଙ୍କ ଲାଗି ଦେଇଛନ୍ତି ଭିଡିଓ ବାର୍ତ୍ତା । ଯେଉଁଥିରେ ମମତା କହିଛନ୍ତି- ବୁଧବାର ହୋଇଥିବା ଆକ୍ରମଣ ଯୋଗୁ ସେ ଗୁରୁତର ଭାବେ ଆଘାତ ହୋଇଛନ୍ତି । ହାତ ଓ ଗୋଡ଼ରେ ଭୀଷଣ ଦରଜ ହେଉଥିବା କହିଛନ୍ତି ମମତା ।

କାଲିଠୁ ଟି-20 ମୁକାବିଲା

ଅହମଦାବାଦ : ଚାରି ମ୍ୟାଚ ବିଶିଷ୍ଟ ଟେଷ୍ଟ ସିରିଜରେ ଇଂଲଣ୍ଡକୁ 3-1ରେ ପରାସ୍ତ କରିବା ପରେ ଭାରତ ଏବେ ଟି-20 ସିରିଜ ଉପରେ ନଜର ରଖିଛି । ଅହମଦାବାଦର ନରେନ୍ଦ୍ର ମୋଦି ଷ୍ଟାଡିୟମରେ ଏହି ମ୍ୟାଚ ଅନୁଷ୍ଠିତ ହେବ । କେବଳ ପ୍ରଥମ ମ୍ୟାଚ ନୁହେଁ ସମଗ୍ର ଟି -20 ସିରିଜ ମଧ୍ୟ ଏଠାରେ ଖେଳାଯିବ। ଶେଷ