Odia News Portal
Monthly Archives

March 2021

ପ୍ରକୃତି ହିଁ ସାଜିଲା ପ୍ରକୃତି ପାଇଁ ବରଦାନ

ମୟୁରଭଞ୍ଜ: ଶିମିଳିପାଳ ନିଆଁକୁ ଶାନ୍ତ କଲା ବର୍ଷା |ଶିମିଳିପାଳ ଉପରେ ଅଗ୍ନିଦେବଙ୍କ କୋପ ପରେ ହୋଇଛି ଇନ୍ଦ୍ରଦେବଙ୍କ କୃପା | ଆଜି ଶିମିଳିପାଳର ବିଭିନ୍ନ ସ୍ଥାନରେ କୁଆପଥର ବର୍ଷା ହୋଇଛି । ପିଠାବଟା ରେଞ୍ଜର ବିଭିନ୍ନ ସ୍ଥାନରେ କୁଆପଥର ବର୍ଷା ହୋଇଛି । ଯାହା ଫଳରେ ଶିମିଳିପାଳ ନିଆଁ

ଶ୍ରୀମନ୍ଦିର ପାଇଁ ୨୦୨ କୋଟିର ବଜେଟ୍

ପୁରୀ: ୨୦୨୧-୨୨ରେ ଶ୍ରୀମନ୍ଦିର ପାଇଁ ୨୦୨ କୋଟି ଟଙ୍କାର ବଜେଟ ପ୍ରସ୍ତୁତ କଲା ଅର୍ଥ ସବ୍ କମିଟି । ଆଗାମୀ ପରିଚାଳନା କମିଟିରେ ହେବ ବଜେଟ୍ ଅନୁମୋଦିତ। ରଥ ପାଇଁ ୧୧ କୋଟି ବ୍ୟୟ ବରାଦ ହୋଇଥିବା ବେଳେ ସେବାୟତଙ୍କ ଚିକିତ୍ସା ଓ ସୁରକ୍ଷା ପାଇଁ ୫୦ ଲକ୍ଷ। ୫ କୋଟି ଟଙ୍କା ସେବାୟତଙ୍କ ସହାୟତା

ତୀରଥ ସିଂହ ରାୱତ ଉତ୍ତରାଖଣ୍ଡର ନୂଆ ମୁଖ୍ୟମନ୍ତ୍ରୀ

ଉତ୍ତରାଖଣ୍ଡ: ଘୋଷଣା ହୋଇଛି ଉତ୍ତରାଖଣ୍ଡର ନୂଆ ମୁଖ୍ୟମନ୍ତ୍ରୀଙ୍କ ନାଁ । ରାଷ୍ଟ୍ରୀୟ ସ୍ୱୟଂ ସେବକ ସଂଘର ପ୍ରଚାରକ ତଥା ବିଜେପିର ବରିଷ୍ଠ ନେତା ତୀରଥ ସିଂହ ରାୱତଙ୍କୁ ମୁଖ୍ୟମନ୍ତ୍ରୀ ଦାୟିତ୍ୱ ପ୍ରଦାନ କରା ଯାଇଛି। ଡେରାଡୁନ ସ୍ଥିତ ବିଜେପି କାର୍ଯ୍ୟାଳୟରେ ବସିଥିବା ବିଜେପି ବିଧାୟକ ଦଳ

ନଜରରେ ସମ୍ବେଦନଶୀଳ ସ୍ଥାନ

ଭୁବନେଶ୍ବର: ଗତ ୪ରୁ ୫ ମାସ ମଧ୍ୟରେ ବର୍ଷା ହୋଇ ନଥିବାରୁ ଚଳିତ ବର୍ଷ ରାଜ୍ୟର କେତେ‌କ ସ୍ଥାନରେ ବନାଗ୍ନି ଦେଖାଯାଇଛି। ଏହାର ନିୟନ୍ତ୍ରଣ ଏବଂ ନିର୍ବାପନ ପାଇଁ ତତ୍‌କ୍ଷଣାତ୍‌ ସମନ୍ବିତ ଭାବେ କାର୍ଯ୍ୟ କରିବାକୁ ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର ଜିଲ୍ଲାସ୍ତରୀୟ