Odia News Portal
Monthly Archives

March 2021

ମେ’ ଯାଏଁ କଲବଲ କରିବ ତାତି

ଭୁବନେଶ୍ୱର: ମାର୍ଚ୍ଚ ପହିଲାରୁ ଡ଼ରାଇଲାଣି ତାତି । ମାର୍ଚ୍ଚଠାରୁ-ମେ’ ଦେଶର କିଛି ରାଜ୍ୟ ସବୁଠାରୁ ରାଜ୍ୟ ଉତ୍ତପ୍ତ ହେବ । ଏହି ରାଜ୍ୟଗୁଡିକ ମଧ୍ୟରେ ଓଡିଶା ରହିଛି। ଏନେଇ ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ଅନୁମାନ କରାଯାଇଛି । ବଙ୍ଗୋପସାଗରର ଜଳବାୟୁ ଆଧାର କରି ସୃଷ୍ଟି ହୋଇଥିବା

ଝାଳ ବୁହାଇଲେ କୋହଲି, ରୋହିତ, ରାହାଣେ

ଅହମ୍ମଦାବାଦ : ଭାରତ ଏବଂ ଇଂଲଣ୍ଡ ମଧ୍ୟରେ 4 ମ୍ୟାଚ୍ ବିଶିଷ୍ଟ ଟେଷ୍ଟ୍ ସିରିଜର ଶେଷ ମ୍ୟାଚ୍ ମାର୍ଚ୍ଚ 4ରୁ ଅହମ୍ମଦାବାଦର ନରେନ୍ଦ୍ର ମୋଦୀ ଷ୍ଟାଡିୟମରେ ଖେଳାଯିବ । ବର୍ତ୍ତମାନ ଘରୋଇ ଭାରତ 2-1ରେ ଅଗ୍ରଣୀ ହାସଲ କରିଥିବାରୁ ଅନ୍ତିମ ଟେଷ୍ଟରେ କୌଣସିମତେ ହାର୍ ନ ମାନି ସଫଳତାର ସହ ସିରିଜ୍

ଚାଷୀଙ୍କ ପାଇଁ ଚିଠି ଲେଖିଲେ ଧର୍ମେନ୍ଦ୍ର

ଭୁବନେଶ୍ୱର : ପ୍ରଧାନମନ୍ତ୍ରୀ କିଷାନ ସମ୍ମାନ ନିଧି ଯୋଜନା (ପିଏମ୍-କିଷାନ)ରେ ଓଡ଼ିଶାର ପ୍ରାୟ ୪୦ ଲକ୍ଷ ୫୦ ହଜାର ଚାଷୀ ପଞ୍ଜିକୃତ ହୋଇଥିବାବେଳେ ସମସ୍ତେ ଏହାର ସୁଫଳ ପାଉନାହାନ୍ତି । ସବୁ ପଂଜୀକୃତ ଚାଷୀ ଯେପରି ଏହାର ସୁଫଳ ପାଇବେ ସେ ଦିଗରେ ବ୍ୟକ୍ତିଗତ ଭାବେ ହସ୍ତକ୍ଷେପ କରିବାକୁ

ଭଗ୍ନ କୀର୍ତ୍ତିରାଜି ଦେଖି ଭାଙ୍ଗି ପଡ଼ିଲେ ସାଂସଦ

ଭୁବନେଶ୍ୱର: ଲିଙ୍ଗରାଜ ମନ୍ଦିର ଓ ପରିପାର୍ଶ୍ୱରେ ଥିବା ପୁରାତନ ମନ୍ଦିର କୀର୍ତିରାଜି ବୁଲି ଦେଖିଲେ ଭୁବନେଶ୍ୱର ସାଂସଦ ତଥା ବିଜେପି ରାଷ୍ଟ୍ରୀୟ ପ୍ରବକ୍ତା ଅପରାଜିତା ଷଡଙ୍ଗୀ । ପ୍ରତ୍ନତତ୍ୱ ବିଭାଗ ନିର୍ଦ୍ଦେଶକଙ୍କ ଆଗ୍ରହ କ୍ରମେ ଆଜି ଏକାମ୍ର କ୍ଷେତ୍ର ବୁଲି ଦେଖିଛନ୍ତି ଭୁବନେଶ୍ୱର