Odia News Portal
Monthly Archives

April 2021

ରାଜ୍ୟରେ ଆଉ ୭ ଜୀବନ ନେଲା କରୋନା

ଭୁବନେଶ୍ୱର: ରାଜ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ ୬୧୬୪ ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ଆଉ ୭ ଜଣଙ୍କ ଜୀବନ ନେଇଛି କିଲର ଭାଇରସ । ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନାଜନିତ ମୃତ୍ୟୁ ସଂଖ୍ୟା ୧୯୬୫କୁ ବୃଦ୍ଧି ପାଇଛି । ଏନେଇ ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା

କରୋନା ସମୟରେ ଘରୋଇ ଉପଚାରରୁ ପାଆନ୍ତୁ ଥଣ୍ଡା, କାଶରୁ ମୁକ୍ତି

ଭୁବନେଶ୍ବର: ଦେଶରେ କରୋନା ସଂକ୍ରମଣ ଏବେ ସାଙ୍ଘାତିକ ଭାବେ ବଢ଼ିବାରେ ଲାଗିଛି । ତେବେ କରୋନା ସମୟରେ ଥଣ୍ଡା, କାଶ ଭଳି ସମସ୍ୟା ମୁଖ୍ୟତଃ ଦେଖାଦେଇ ଥାଏ। ଏପରି ପରିସ୍ଥିତିରେ, ଅଧିକାଂଶ ଲୋକ ଡାକ୍ତରଙ୍କ ପାଖକୁ ଯିବା ପସନ୍ଦ କରିନଥାନ୍ତି ଏବଂ ନିଜ ଘରେ ରଖାଯାଇଥିବା ପେନ୍ କିଲର ଖାଇ

ମହାମାରୀକୁ ନେଇ ବିଜେପି ରାଜନୀତି କରୁଛି

ଭୁବନେଶ୍ୱର : ଭୟାବହ କରୋନା ମହାମାରୀର ମୁକାବିଲା ପାଇଁ ଓଡିଶାର ମୁଖ୍ୟମନ୍ତ୍ରୀ ଓ ପ୍ରଧାନମନ୍ତ୍ରୀ ଏକତ୍ର ଭାବେ କାର୍ଯ୍ୟ କରିବାକୁ ଚାହୁଁଥିବାବେଳେ ଓଡିଶା ବିଜେପି ନେତାମାନେ କିନ୍ତୁ ଏହା ଚାହୁଁ ନାହାନ୍ତି । ରାଜ୍ୟ ବିଜେପି ନେତାମାନେ କରୋନାକୁ ନେଇ ହୀନ ରାଜନୀତି ଆରମ୍ଭ କରିଥିବା

ଭୁବନେଶ୍ୱରରେ ଆକ୍ରାନ୍ତଙ୍କ ସଂଖ୍ୟା ୩୭୨୦୪ କୁ ବୃଦ୍ଧି

ଭୁବନେଶ୍ୱର : ଗତ ୨୪ ଘଂଟାରେ ରାଜଧାନୀ ଭୁବନେଶ୍ୱରରେ ଆଉ ୪୭୬ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ସେଥିରୁ ୮୮ ଜଣ କ୍ୱାରେଂଟାଇନ୍ ରେ ଥିବା ବେଳେ ୩୮୮ ଜଣ ଲୋକାଲ୍ କେସ୍ । ସେହିପରି ୨୪ ଘଂଟାରେ ଆଉ ୧୪୦ ଜଣ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ଏନେଇ ଭୁବନେଶ୍ୱର ମହାନଗର ନିଗମ (ବିଏମ୍ସି) ଟ୍ୱିଟ୍

୨୫ରୁ ଏମସ୍ ଓପିଡି ବନ୍ଦ

ଭୁବନେଶ୍ୱର : ଆସନ୍ତା ୨୫ ତାରିଖରୁ ଭୁବନେଶ୍ୱର ଏମସ୍ ହସ୍ପିଟାଲ ଓପିଡି ବନ୍ଦ ରହିବ । ହସ୍ପିଟାଲର କିଛି ସ୍ୱାସ୍ଥ୍ୟକର୍ମୀ ଓ ରୋଗୀ କୋଭିଡ୍ ପଜିଟିଭ୍ ଚିହ୍ନଟ ହୋଇଥିବାରୁ ଏବଂ କିଛି ସ୍ୱାସ୍ଥ୍ୟକର୍ମୀ କରୋନା ରୋଗୀଙ୍କ ସଂସ୍ପର୍ଶରେ ଆସିଥିବାରୁ ହସ୍ପିଟାଲ ଓପିଡିକୁ ବନ୍ଦ କରିବାକୁ ନିଷ୍ପତି

ୱାର୍ଡ ପୁନର୍ଗଠନ ପ୍ରକ୍ରିୟା ପାଇଁ ହାଇକୋର୍ଟଙ୍କ ରାୟ

କଟକ: ରାଜ୍ୟରେ ପୌର ନିର୍ବାଚନ ବିଳମ୍ବ ହେଉଥିବା ନେଇ ଦାୟର ଏକ ମାମଲାର ଶୁଣାଣି କରି ଓଡିଶା ହାଇକୋର୍ଟ ଯଥାଶୀଘ୍ର ୱାର୍ଡ ପୁନର୍ଗଠନ ଓ ସଂରକ୍ଷଣ ପ୍ରକ୍ରିୟା ଆରମ୍ଭ କରିବାକୁ ନିର୍ଦ୍ଧେଶ ଦେଇଛନ୍ତି।ଆବେଦନକାରୀ ହେମନ୍ତ ରଥ ଙ୍କ ପକ୍ଷରୁ ଦାୟର ମାମଲାର ଶୁଣାଣି କରି ହାଇକୋର୍ଟ ବିଚାରପତି