Odia News Portal
Monthly Archives

April 2021

ସୈତାନର ବେଦ ପାଠ କରୁଛି ବିଜେପି : ପ୍ରମିଳା

ଭୁବନେଶ୍ୱର : ଗଣତନ୍ତ୍ରର ପବିତ୍ର ମନ୍ଦିରରେ ବାଚସ୍ପତିଙ୍କ ଉପରକୁ ଜୋତା ଫୋପାଡିବା ଭଳି ଅତ୍ୟନ୍ତ ଅଶୋଭନୀୟ ଓ ଲଜ୍ଜାଜନକ ଘଟଣା ଘଟାଇବାପରେ ବିଜେପି ବିଧାୟକମାନେ ରାତି ସାରା ଗାନ୍ଧୀମୂର୍ତ୍ତି ତଳେ ବସିବା ସଇତାନର ବେଦପାଠ ସଦୃଶ । ଓଡିଶାବାସୀ ବିଜେପି ନେତାଙ୍କ ଏଭଳି ସଇତାନୀ କାରବାରକୁ

ବିନା ଦର୍ଶକରେ ଆଇପିଏଲ : ଜୈବ ନିରାପତ୍ତା ବଳୟରେ ସବୁ ଖେଳାଳି

ନୂଆଦିଲ୍ଲୀ : ଦେଶରେ କରୋନା ପ୍ରକୋପକୁ ଦୃଷ୍ଟିରେ ଚଳିତ ବର୍ଷ ଆଇପିଏଲ ବିନା ଦର୍ଶକରେ ଆୟୋଜିତ ହେବ। ଏ ନେଇ ବିସିସିଆଇ ଉପସଭାପତି ରାଜୀବ ଶୁକ୍ଳା ରବିବାର ଏହାର ସୂଚନା ଦେଇଛନ୍ତି। ୬ଟି ଷ୍ଟାଡିୟମରେ ଆଇପିଏଲର ୧୪ତମ ସଂସ୍କରଣ ଆୟୋଜନ ହେବ। ଖେଳାଳି, ଆୟୋଜକ ସଦସ୍ୟ, ସପୋର୍ଟ ଷ୍ଟାଫ

କରୋନା ନିୟନ୍ତ୍ରଣ ପାଇଁ ପଞ୍ଚସୂତ୍ରୀ ଯୋଜନା

ନୂଆଦିଲ୍ଲୀ : ଦେଶରେ କରୋନାର ଦ୍ୱିତୀୟ ଲହରର ସଂକ୍ରମଣ ଏବେ ଦେଶକୁ କବଳିତ କରିବାରେ ଲାଗିଲାଣି । ପରିସ୍ଥିତି ଏବେ ଗମ୍ଭୀର ଆଡକୁ ଗତି କରୁଛି । ଦେଶବ୍ୟାପୀ ପୁଣି ଥରେ ଲକ୍ଡାଉନ୍ ଫେରିବ ବୋଲି ବିଚାରବିମର୍ଷ ଚାଲିଛି । ସ୍ଥିତିକୁ ଦୃଷ୍ଟିରେ ରଖି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ରବିବାର

ଅକ୍ଷୟଙ୍କ ପରେ କରୋନାରେ ଆକ୍ରାନ୍ତ ହେଲେ ଗୋବିନ୍ଦା

ନୂଆଦିଲ୍ଲୀ: ସମ୍ପୂର୍ଣ୍ଣ ବଲିଉଡ୍ ଜଗତକୁ ଗ୍ରାସ କରିଛି କରୋନା ମହାମାରୀ ।ଆଜି ଗୋଟିଏ ଦିନରେ ବଲିଉଡ୍ ର ଦୁଇ ଅଭିନେତା କରୋନାରେ ଆକ୍ରାନ୍ତ ହୋଇଛନ୍ତି । ପ୍ରଥମେ ଖିଲାଡ଼ି କୁମାର ଅକ୍ଷୟ କରୋନା ପଜିଟିଭ୍ ହୋଇଥିବା ସୂଚନା ମିଳିଥିବା ବେଳେ ଏବେ ଗୋବିନ୍ଦା ମଧ୍ୟ କରୋନା ସଂକ୍ରମିତ ହୋଇଛନ୍ତି

ରାଜ୍ୟରେ ଏବେ ହେବନି ଦିନ କର୍ଫ୍ୟୁ

ଭୁବନେଶ୍ବର: ରାଜ୍ୟରେ କରୋନା ସଂକ୍ରମଣ ବଢୁଥିବାରୁ ଦିନ କର୍ଫ୍ୟୁ ନେଇ ଆଜି ଦିନ ତମାମ ଚର୍ଚ୍ଚା ଲାଗି ରହିଥିଲା । ତେବେ ରାଜ୍ୟରେ ଏବେ ଦିନ କର୍ଫ୍ୟୁ ହେବାର ସମ୍ଭାବନା ନାହିଁ ବୋଲି ସ୍ୱତନ୍ତ୍ର ରିଲିଫ କମିଶନର ପ୍ରଦୀପ୍ତ ଜେନା ସୂଚନା ଦେଇଛନ୍ତି । ରାଜ୍ୟରେ ଏବେ କରୋନାର ସ୍ଥିତି

ମହାରାଷ୍ଟ୍ରରେ ସପ୍ତାହନ୍ତ ଲକଡାଉନ

ମୁମ୍ବାଇ : କରୋନା କବଳରେ ପୁରା ମହାରାଷ୍ଟ୍ର ଥିବାବେଳେ ଶେଷ ବାଧ୍ୟ ହୋଇ ସପ୍ତାହନ୍ତ ପାଇଁ ଲକଡାଉନ ଘୋଷଣା କରିଛନ୍ତି ରାଜ୍ୟ ସରକାର । କ୍ୟାବିନେଟ ବୈଠକରେ ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ ସଂକ୍ରମଣକୁ କାବୁ କରିବା ପାଇଁ ଶନିବାର ଓ ରବିବାର ଦିନ ସାରା ରାଜ୍ୟ ଲକଡାଉନ ହୋଇ ରହିବ ବୋଲି

୧୭ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କଲା ପାଣିପାଗ ବିଭାଗ

ଭୁବନେଶ୍ବର: ରାଜ୍ୟରେ ପ୍ରବଳ ଗ୍ରୀଷ୍ମ ପ୍ରବାହ ଜାରି ରହିଛି ।ତେବେ ଏନେଇ ପାଣିପାଗ ବିଭାଗ ରାଜ୍ୟର ୧୭ ଟି ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରିଛି । ପାଣିପାଗ ବିଭାଗର ସୂଚନା ମୁତାବକ ରାଜ୍ୟର ବାଲେଶ୍ୱର, ଭଦ୍ରକ,ଯାଜପୁର, କେନ୍ଦ୍ରାପଡା, କଟକ, ଜଗତସିଂହପୁର, କେନ୍ଦୁଝର, ମୟୁରଭଞ୍ଜ,

ହିଡ଼ମା ଚକ୍ରବ୍ୟୁହରେ କେମିତି ଫସିଲେ ଯବାନ

ରାୟପୁର : ସୁକମାରେ ଘଟିଥିବା ମାଓବାଦୀଙ୍କ ନରସଂହାର ଦେଶବାଦୀଙ୍କୁ ସ୍ତବ୍ଧ କରିଦେଇଛି । ଚଳିତ ବର୍ଷ ଏହା ସବୁଠାରୁ ବଡ ମାଓ ହମଲା । ତେବେ ଏତେ ବଡ଼ ଘଟଣା କେମିତି ଘଟିଗଲା ତାହା ସବୁଠାରୁ ଚର୍ଚ୍ଚାରେ ବିଷୟ । ଏତେ ସଂଖ୍ୟକ ମାଓବାଦୀଙ୍କ ଉପସ୍ଥିତି ବିଷୟରେ କେମିତି ଜାଣିପାରିଲେନି ଯବାନ ।

ବିଧାୟକ ଅମର ଶତପଥୀ ଆହତ

ଭୁବନେଶ୍ୱର : ବିଜୁ ଜନତା ଦଳର (ବିଜେଡି) ବରିଷ୍ଠ ବିଧାୟକ ଅମର ପ୍ରସାଦ ଶତପଥୀଙ୍କ ଗୋଡ଼ରେ ଆଘାତ ଲାଗିବ ଯୋଗୁ ସେ ଆହତ ହୋଇଛନ୍ତି । ଆହତ ଅବସ୍ଥାରେ ତାଙ୍କୁ ନିକଟସ୍ଥ ମେଡିକାଲରେ ଭର୍ତ୍ତି କରାଯାଇଥିଲା । ସେଠାରେ ଚିକିତ୍ସା ପରେ ଘରକୁ ଫେରିଥିବା ଜଣାପଡିଛି । ରବିବାର ସକାଳେ ବିଧାୟକ