Odia News Portal

୧ ଘଣ୍ଟାରେ ୪ଲକ୍ଷ ଦର୍ଶକ

ଚର୍ଚ୍ଚାରେ ବଲିଉଡ ଅଭିନେତ୍ରୀ କରିସ୍ମା ତନ୍ନା । ଟିଭି ଜଗତ ହେଉ କି ଚଳଚ୍ଚିତ୍ର ଜଗତ ହେଉ ସେ ଉଭୟରେ ନିଜ ଛାପ ଛାଡିଛନ୍ତି । ସେ କିଛି ନା କିଛି କଥା ପାଇଁ ସବୁବେଳେ ଚର୍ଚ୍ଚାରେ ରହିଥାଆନ୍ତି । ପର୍ସନାଲ ହେଉ କି ପ୍ରଫେସନାଲ ହେଉ ସେ ସବୁବେଳେ ଚର୍ଚ୍ଚାରେ ରହିଥାନ୍ତି । ଏବେ ସେ ନିଜ ହଟ ଆଉ ବୋଲ୍ଡ ଅନ୍ଦାଜକୁ ନେଇ ଚର୍ଚ୍ଚାରେ ଅଛନ୍ତି । ଗତକିଛି ଦିନ ହେଲା ସେ ଏକ ଫଟୋସୁଟ କରିଛନ୍ତି ।ଯେଉଁଥିରେ ସେ କଳା ରଙ୍ଗର ବିକିନି ପିନ୍ଧିଛନ୍ତି । ଏହି ଫଟୋରେ ସେ ହଟ ଓ ସେକ୍ସି ମଧ୍ୟ ଦେଖାଯାଉଥିଲେ । ଏହି ଫଟୋ କିଛି ସମୟ ଭିତରେ ଭାଇରାଲ ହୋଇଥିଲା । ଯାହା ୧ଘଣ୍ଟାରେ ୪ଲକ୍ଷ ଲୋକ ଦେଖିଥିଲେ । ଏହି ଫଟୋ ଦେଖି ତାଙ୍କ ଫ୍ୟାନ ମାନଙ୍କ ପ୍ରଶଂସାର ସୁଅ ଛୁଟିଥିଲା ।