Odia News Portal

ଇପିଏଫ ସୁଧ ହାର ବଢିଲା

କର୍ମଚାରୀ ଭବିଷ୍ୟନିଧି ସଂସ୍ଥା କର୍ମଚାରୀ ମାନଙ୍କର ଇପିଏଫ ସୁଧ ହାର ବୃଦ୍ଧି କରିଛନ୍ତି । ୨୦୧୮ /୨୦୧୯ ବର୍ଷ ପାଇଁ ସୁଧହାର ୮.୬୫ କରାଯାଇଛି । ପୁର୍ବରୁ ଏହା ୮.୫୫ ଥିଲା । ଏହା ଫଳରେ ଇପିଏଫ ସୁଧହାରୀଙ୍କ ସୁଧହାର ୦.୧୦ ଭାଗ ବୃଦ୍ଧି କରାଯାଇଛି ।