Odia News Portal

ଓଡ଼ିଶାକୁ ମିଳିଲା ବେଷ୍ଟ ଫେଷ୍ଟିଭାଲ୍‌ ଡେଷ୍ଟିନେସନ୍‌ ଆଓ୍ଵାର୍ଡ

ଭୁବନେଶ୍ବର : ଓଡ଼ିଶାକୁ ମିଳିଲା ବେଷ୍ଟ ଫେଷ୍ଟିଭାଲ୍‌ ଡେଷ୍ଟିନେସନ୍‌ ଆଓ୍ଵାର୍ଡ। ପୁରୀର ବିଶ୍ୱପ୍ରସିଦ୍ଧ ରଥଯାତ୍ରା ପାଇଁ ଏହି ପୁରସ୍କାର ପ୍ରଦାନ କରାଯାଇଛି। ଇଣ୍ଡିଆ ଟୁଡ଼େ ପକ୍ଷରୁ ଦିଲ୍ଲୀରେ ଆୟୋଜିତ ସ୍ୱତନ୍ତ୍ର ଉତ୍ସବରେ ରାଜ୍ୟ ପର୍ଯ୍ୟଟନ ମନ୍ତ୍ରୀ ଅଶୋକ ପଣ୍ଡା ଏହି ପୁରସ୍କାର ଗ୍ରହଣ କରିଥିଲେ।

ମନ୍ତ୍ରୀ ଅଶୋକ ପଣ୍ଡା କହିଛନ୍ତି, ଜଗନ୍ନାଥଙ୍କ କୃପାରୁ ଓଡ଼ିଶାକୁ ମିଳିଛି ଏହି ସମ୍ମାନ ।