Odia News Portal

ଦୁଇଦିନ ଧରି ପେଟ ରୋଗରେ ଆକ୍ରାନ୍ତ ଥିଲା

ଭୁବନେଶ୍ୱର : ଗତ କାଲି ବିଳମ୍ବିତ ରାତିରେ ନନ୍ଦନକାନନର ଏକ ମାତ୍ର ଅଣ୍ଡିରା ହାତୀ ଚନ୍ଦନ ମୃତ୍ୟୁ ଘଟିଛି  । ଗତ ଦୁଇଦିନ ଧରି ପେଟ ରୋଗରେ ଆକ୍ରାନ୍ତ ହୋଇ ଚିକିତ୍ସିତ ହେଉଥିଲା। ଏବେ ଏମାନଙ୍କ ସଂଖ୍ୟା ୬କୁ ହ୍ରାସ ପାଇଛି ।

ହାତି ଚନ୍ଦନ ୨୮ଦିନ ହୋଇ ଥିବାବେଳେ ହାତି ପଲରୁ ଏକା ହୋଇ ଚନ୍ଦକା ଡମ୍ପଡାରେ ବୁଲୁଥିବାବେଳେ ୨୬-ଅଗଷ୍ଟ ୨୦୧୦ରେ ବନବିଭାଗ ତାକୁ ଉଦ୍ଧାର କରି ନନ୍ଦନକାନନରେ ଛାଡି ଥିଲା ।